୨ ଜଣ ଭାଇ ୨ ଭଉଣୀଙ୍କୁ ବିବାହ କରିଲେ , ପରେ ସୁନ୍ଦରୀ କନ୍ୟାଙ୍କର ସତ୍ୟତା ଜାଣିକରି ହେଲେ ଚକିତ ଘର ଲୋକେ – କରିଦେଲେ ଏଭଳି କାମ ଯେ…

ବିବାହରେ ଯେବେ ପୁଅ ଓ ଝିଅ ପକ୍ଷରେ ଟଙ୍କା ଲେଣଦେଣ ହୋଇଥାଏ , ତେବେ ସେ ବିବାହ ନୁହେଁ ବରଂ ଏକ ବୁଝାମଣା ବୋଲି ଜଣାଯାଏ , କିନ୍ତୁ କେବେ କେବେ ଭୁଲ୍ ପୁଅଘର ବାଲାଙ୍କ ନହୋଇ ବି ତାଙ୍କୁ ଏହାର ଦଣ୍ତ ମିଳିଥାଏ , ଏମିତି ହେଲା ରାଜସ୍ଥାନର ବଏକ ପରିବାର ସହ , ନିଜ ଫିଲ୍ମ ଡଲି କି ଡୋଲି ନିଶ୍ଚିତ ଦେଖିଥିବେ , ଯେଉଁଥିରେ ସୋନମ୍ କାପୁର୍ ବିବାହ କରନ୍ତି , ଓ ନିଜ ବାପାଙ୍କ ସହ ମିଶିକରି ବର ମାନଙ୍କୁ ଲୁଟିଥାନ୍ତି  ଏମିତି କିଛି ଆହୁରି ଫିଲ୍ମରେ ଦେଖାଯାଇଛି , କିନ୍ତୁ ଯେବେ ଏମିତି ଅସଲ ଜୀବନରେ ହେବାକୁ ଲାଗିଲା ତେବେ ବହୁତ ଅସୁବିଧା ହୋଇଯାଏ , କାରଣ ନିଜ ପୁଞ୍ଜିରୁ ତ ବିବାହ ହୋଇଯାଏ କିନ୍ତୁ ସବୁ ଧୁଳିସାତ ହୋଇଯାଏ , ଏମିତି ଏକ ମାମଲା ରାଜସ୍ଥାନରୁ ଆସିଛି , ଯେଉଁଠି ଗୋଟେ ଘରୁ ଦୁଇ ଭାଇ ଦୁଇ ଭଉଣୀଙ୍କୁ ବିବାହ କରିଥିଲେ,  ଓ ବିବାହ ପରେ ସେ ଦୁଇ ଭଉଣୀ ସବୁ କିଛି ଲୁଟି ଚାଲିଗଲେ ,

ରାଜସ୍ଥାନର ଜୟପୁର ସ୍ଥିତ ଏକ ଗାଁରେ ରହୁଥିବା ଗଜାନନ୍ଦ ଅଲବରରେ ରହୁଥିବା ଚୋଥମଲରୁ ତାଙ୍କର ଦୁଇ ଭାଇଙ୍କର ବିବାହର କଥା ନିଜ ପରିଚିତ ଲୋକର ଝିଅମାନଙ୍କ ସହ କରିବାପାଇଁ ନିଷ୍ପତ୍ତି ନେଲେ , ଚୋଥମଲ ନିଜ ଭାଇଙ୍କ ବିଆହ ସହ ଅଲବର ସ୍ଥିତ ସୁରେଶ ସୈନୀ ଝିଅର ଭାଇ ଘରେ ପହଞ୍ଚିଲେ,  ଓ ଦୁହେଁ ଝିଅଙ୍କୁ ନିଜ ଭାଇ ରାମନାରାୟଣ ଓ ରାଜେଶଙ୍କ ସହ ଦେଖାକରାଇଲେ , ଚୋଥମଲ ଏହି ବିବାହ ପାଇଁ ସୁରେଶ ସାମ୍ନାରେ ୧୧ ଲକ୍ଷ ଟଙ୍କା ଡିମାଣ୍ତ କଲେ , ଓ ତାପରେ ଫେବୃୟାରୀକୁ ଏକ ମ୍ୟାରେଜ୍ ଗାର୍ଡେନ୍ ରେ ନିଜ ଭାଇଙ୍କର ବିବାହ ସେହି ଝିଅମାନଙ୍କ ସହ କରାଇଦେଲ୍ , ସଉଦା ହିସାବରେ ସୁରେଶ ୧୧ ଲକ୍ଷ ଟଙ୍କା ଚୋଥମଲ୍ ପାଇଁ ଦେଇଥିଲେ , ସମାରୋହରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ,

ବିବାହର ଗୋଟେ ଦୁଇ ଦିନ ଭଲରେ କଟିଲ , କିନ୍ତୁ ବିବାହର ୪ ଦିନ ପରେ ନିଜ ସ୍ତ୍ରୀମାନେ କ୍ଷୀରରେ ନିଶାଯୁକ୍ତ ପଦାର୍ଥ ମିଶାଇକରି ପିଆଇଦେଲେ , ଯେବେ ସେମାନେ ବେହୋସ ହୋଇଗଲେ ତେବେ ନିଜ ଭାଈଦେଇଥିବା ୧୧ ଲକ୍ଷ ଓ ବିବାହରେ ଖର୍ଚ୍ଚ ୯ ଲକ୍ଷ କିଛି ଟଙ୍କା ଓ ସବୁ ଗହଣା ନେଇକରି ଫେରାର୍ ହୋଇଗଲେ । ଚୋଥମଲ ଗଜାନନ୍ଦ ସୁରେଶ ଓ ସେହି ମହିଳାଙ୍କ ବିପକ୍ଷରେ ହରମାଡା ସ୍ଥିତ ଥାନାରେ ଅଭିଯୋଗ କରିଦେଲେ , ପୋଲିସ୍ ମୁକଦ୍ଦମା କରି ଆରୋପିଙ୍କୁ ଖୋଜିବା ଆରମ୍ଭ କରିଦେଲେ , ବର ରାମନାରାୟଣ ଓ ରାଜେଶ୍ କହିଲେ କି ପ୍ରଥମ ଦିନରୁ ତାଙ୍କୁ ପ୍ରେମରେ କଥା ହେଲେ , ତାପରେ ଦିତୀୟ ଦିନ ସବୁ ଠିକ୍ ଥିଲା  ଜଣେ ମହିଳା ହୋଇଥିବା ହେତୁ ତାଙ୍କୁ ଘରର ଚାବି ଦିଆଗଲା , ଚତୁର୍ଥ ଦିନ ସେମାନେ କ୍ଷୀରରେ ଆମକୁ ବିଷାକ୍ତ ପଦାର୍ଥ ମିଶାଇଦେଇଥିଲେ,  ଯାହାକି ଆମେ ଜାଣିନଥିଲୁ , ତାପରେ ଆମେ ବେହୋସ୍ ହୋଇଯାଇଥିଲୁ ।

ଏହି ଲୁଟେରି କନ୍ୟାଙ୍କ ପାଇଂ ଆଜି କେତେ ପରିବାର ଦୁଃଖୀ ହୋଇଥିବେ , ଦଲାଲ କିମ୍ବା ଅଜ୍ଞାତ ମ୍ୟାରେଜ୍ ବ୍ୟୁରୋ ମାଧ୍ୟମରେ ଯେଉଁ ଲୋକ ବିବାହ କରନ୍ତି , ତାଙ୍କ ସହ ଏମିତି ହୋଇଥାଏ , ଗତ ତିନି ବର୍ଷରୁ ପ୍ରାୟ ୧୦୦ କେସ୍ ଏପରି ହୋଇଛି , ଯେଉଁଥିରେ ୨ କୋଟି ଟଙ୍କା ଓ ଗହଣା ଲୁଟିଯିବାର ପୋଲିସ୍ ଦର୍ଜ କରିଛି , ଗତ ବର୍ଷ ଭାଜପା ସରକାରଙ୍କ ସମୟରେ ବିଧାନସଭା ରେ ଲୁଟେରି କନ୍ୟାଙ୍କ କଥା ଶୁଣାଣୀ ହୋଇଥିଲା , ଏହି ସମୟରେ ବିଧାୟକ ନନ୍ଦକିଶୋର ମହାରିଆ ଲୁଟେରି କନ୍ୟାଙ୍କ ମାମଲା ଉଠାଇଥିଲେ , ଓ ତତ କାଳିନ ଗୃହ ମନ୍ତ୍ରୀ ଗୁଲାବ ଚନ୍ଦ କଟରିଆ ସଦନରେ କହିଲେ କି ଦଲାଲଙ୍କ ଜରିଆରେ ଅନ୍ୟ ପ୍ରଦେଶରୁ ଝିଅ ବିବାହ କରିବା ପାଇଂ ଅଣାଯାଏ , ଓ ଏହି ମୁକଦ୍ଦମାକୁ ଅଲଗା ଅଲଗା ଥାନାରେ ଦର୍ଜ କରାଯାଏ  ।

Leave a Reply

Your email address will not be published. Required fields are marked *