ଜାଣନ୍ତୁ କେତେ କିଏ ପାଠ ପଢିଛନ୍ତି କ୍ରିକେଟିୟର୍ ଙ୍କ ସ୍ତ୍ରୀ , କିଏ ବ୍ୟାଙ୍କର୍ ଅଟନ୍ତି ତ ଆଉ କିଏ +୨ ପାସ୍ ଆଉ କିଏ ଦଶମ ଫେଲ…

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଏହି ଦିନ ସୋସିଆଲ୍ ମିଡିଆରେ କ୍ରିକେଟ୍ ଜଗତ ସହ ଯୋଡି ହୋଇଥିବା ବହୁତ ଖବର ଚର୍ଚ୍ଚାର ବିଷୟ ପାଲଟିଛି , ଯେଉଁଥିରୁ ଅଧିକ ଭାରତ ଗ୍ରସ୍ତ ମଧ୍ୟରେ ହୋଇଥିବା ମୁକାବଲା ସଂବନ୍ଧିତ ଅଟେ , ଯେଉଁଠି ଇଣ୍ତିଆନ୍ କ୍ରିକେଟ୍ ଟିମ୍ ର ବିସ୍ପୋଟକ ବ୍ୟାଟସ୍ ମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲି ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି , ଏହା ସହ ସୋସିଆଲ୍ ମିଡିଆରେ ଏହି କିଛି ଦିନ ହେବ କ୍ରିକେଟିୟରଙ୍କ ସ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ହେଉଛି , ଆମେ ମାନେ କ୍ରିକେଟ୍ ସଂବନ୍ଧରେ ଅଧିକ କଥା ଜଣାଥିବ କିନ୍ତୁ ତାଙ୍କ ସ୍ତ୍ରୀ ମାନଙ୍କର ବିଷୟରେ କିଛି ଖାସ୍ ଜଣାନଥାଏ , ଏଥିପାଇଁ ଆଜି ଆମେ ୫ ଜଣ ମହାନ୍ ଖେଳାଳୀଙ୍କ ସ୍ତ୍ରୀଙ୍କ ବିଷୟରେ କହିବୁ ଯେଉଁ ମାନେ କି କେତେ ପଢାଲେଖା ଅଛନ୍ତି , ଓ ସେମାନେ କଣ କରୁଛନ୍ତି , ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

୧) ଗୀତା ବସରା : ହରଭଜନ ସିଂ ସ୍ତ୍ରୀ ଗୀତା ବସରାଙ୍କୁ ତ ସମସ୍ତେ ଜାଣିଥିବେ , ବଲିଉଡ୍ ରେ ଏହି ସୁନ୍ଦରୀ ଅଭିନେତ୍ରୀ ଲଣ୍ତନରେ ନିଜ ପାଠପଢିଛନ୍ତି , ପରେ ସେ କିଶୋର ନମିତ କାପୁର୍ ଆକ୍ଟିଙ୍ଗ୍ ସ୍କୁଲ୍ ରେ ଆଗକୁ ପାଠ ପଢିଥିଲେ ।

୨) ହେଜଲ୍ କିଚ୍ : ଯୁବରାଜ ସିଂଙ୍କ ସ୍ତ୍ରୀ ହେଜଲ୍ କିଚ୍ ବଲିଉଡ୍ ରେ କିଛି ଫିଲ୍ମରେ କାମ କରିଥିଲେ , ଲଣ୍ତନରେ ସେ ବାସିନ୍ଦା ଅଟନ୍ତି , ଓ ତାଙ୍କ ପାଠପଢା ସେଠାରେ ହିଁ ହୋଇଥିଲା , କହିଦେବୁ କି ଯୁବରାଜ ସିଂଙ୍କ ସ୍ତ୍ରୀ ହେଜଲ୍ କିଚ୍ +୨ ପର୍ଯ୍ୟନ୍ତ ପାସ୍ କରିଛନ୍ତି , ଅଭିନୟ ଉପରେ ଆଗ୍ରହ ଥିବାରୁ ସେ ନିଜ ଗ୍ରାଜୁଏସନ୍ ପୂରା କରିପାରିନଥିଲେ ।

୩) ସାକ୍ଷୀ ଧୋନୀ : ଭାରତୀୟ ପୁର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ ଓରଙ୍ଗାବାଦରୁ ହୋଟେଲ୍ ମ୍ୟାନେଜ୍ ମେଣ୍ଟ କରିଛନ୍ତି , କୋଲକତାର ତାଜ ହୋଟେଲ୍ ରେ ସେ ଟ୍ରେନି ହିସାବରେ କାମ କରୁଥିବା ବେଳେ ଧୋନୀଙ୍କ ସହ ସାକ୍ଷାତ ହୋଇଥିଲା ।

୪) ଅନୁଷ୍କା ଶର୍ମା : ଭାରତୀୟ ଟିମ୍ ର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଙ୍କୁ ଆଜି ପୂରା ଭାରତ ଦେଶ ଜାଣିଛନ୍ତି , କହିଦେବୁ କି ସେ ଇକୋନୋମିକ୍ସରେ ମାଷ୍ଟର୍ ଅଫ ଆର୍ଟସ୍ କରିଛନ୍ତି ।

୫) ପ୍ରିୟଙ୍କା ରୈନା : ଭାରତୀୟ ଟିମ୍ ର ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ସୁରେଶ ରୈନାଙ୍କ ସ୍ତ୍ରୀ ଅଟନ୍ତି , ସେ ଗାଜିଆବାଦରେ ଇଞ୍ଜିନିୟରିଙ୍ଗ୍ କଲେଜରେ ବି ଟେକ୍ ପାଠ ପଢିଛନ୍ତି , ଓ ସେ ଏକ ସଫ୍ଟୱେର୍ ଇଞ୍ଜିନିୟର୍ ବି ଅଟନ୍ତି , ଓ ସେ ଏବେ ଜଣେ ବ୍ୟାଙ୍କର୍ ଅଟନ୍ତି ,

Leave a Reply

Your email address will not be published. Required fields are marked *