ମସ୍ତ୍ ଜୋକ୍ସସ୍ : ଚଉଠି ରାତିରେ କନ୍ୟା ନିଜ ସ୍ୱାମୀର ପାଖକୁ ଆସିବାକୁ ମନା କରିଲା – ଜାଣନ୍ତୁ କଣ ପାଇଁ…

ଏହି ଲୋକକଥା ପ୍ରକୃତରେ ସତ ଅଟେ , ଜୋକ୍ସ କାହାପାଇଁ ବି କେଉଁ ମେଡିସିନ୍ ରୁ କମ୍ ନୁହେଁ , ଯେଉଁ ଲୋକ ଚିନ୍ତା କିମ୍ବା ରୋଗାଗ୍ରସ୍ତ ଅଛନ୍ତି , ସେହି ଲୋକଙ୍କର ପାଇଁ ଜୋକ୍ସ କେଉଁ ମେଡିସିନ୍ ରୁ କମ୍ ହୋଇନଥାଏ , ଏହା ତାଙ୍କର ଚିନ୍ତାକୁ ଦୂର କରିଥାଏ , କିଛି ଲୋକ ତ ଜୋକ୍ସ ନିଜର ସହ ସଂମ୍ପର୍କୀୟ ଓ ବନ୍ଧୁମାନଙ୍କୁ ଟ୍ୟାଗ୍ କରିଦେଇଥାନ୍ତି , ଆଜି ଆମେ ଆପଣଙ୍କୁ କିଛି ଏପରି ସ୍ୱାମୀ-ସ୍ତ୍ରୀ, ଗାର୍ଲଫ୍ରେଣ୍ତ-ବୟଫ୍ରେଣ୍ତ, ଆଦି ଜୋକ୍ସ ପଢାଇବାକୁ ଯାଉଛୁ , ଯାହା ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ରେ ଅଛି  ।

ଏହି ଜୋକ୍ସକୁ ଏବେ ବହୁତ ଲାଇକ୍ ଓ ସେୟାର୍ କରାଯାଉଛି ଆମେ କହୁଛୁ କି ଏହି ଜୋକ୍ସକୁ ପଢିଲେ ଆପଣ ବି ନିଜ ହସକୁ ଅଟକାଇପାରିବେ ନାହିଁ , ତେବେ ଆଉ ଡେରି କଣ ପାଇଁ , ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର ସିଲସିଲା ॥

ଦିନେ ସ୍ତ୍ରୀ ଘରକୁ ଆସିଲା , ତେବେ ସ୍ୱାମୀ କାମବାଲିକୁ କୁଣ୍ଢାଇ ଠିଆ ହୋଇଥିଲା,  ଏମିତିରେ ସ୍ତ୍ରୀ ରାଗରେ କହିଲା ଏହା ସବୁ କଣ ହେଉଛି , ସ୍ୱାମୀ କହିଲା ଭଗବାନ ରାଣ ମୁଁ ତୁମକୁ ଭାବିକରି ଏଇ କାମବାଲିକୁ କୁଣ୍ଢାଇ ପକାଇଥିଲି,  ସ୍ତୀ ରାଗରେ ତୁମେ ଏତିକି ଜାଣିନ ତୁମେ ଯାହାକୁ ପାଇଲେ କୁଣ୍ଢାଇ ପକାଉଛ , ଶିଖ ରାମୁ ଠାରୁ ମୋତେ କୁଣ୍ଢାଇ ବା ସମୟରେ ସେ ଆଉ କାହା ବିଷୟରେ ଭାବେ ନାହିଁ ।

କାଲି ମୁଁ ଅଳିଆ ଆବର୍ଜନା କୁ ରାସ୍ତାରୁ ଉଠେଇକି ଡଷ୍ଟବିନ ରେ ପକେଇବାରୁ ଲୋକମାନେ ତଳି ମାରିଲେ ,କିନ୍ତୁ ପରେ ଜଣ ପଡିଲା ସେମାନେ ଖାଇନି ଖାଇବା ପାଇଁ ହାତ ରଗଡ଼ୁଥିଲେ

ଚିଣ୍ଟୁ : ବାପା ଆପଣଙ୍କୁ ଗୋଟେ ଖୁସି ଖବର କହିବି , ବାପା ହଁ କୁହ , ଚିଣ୍ଟୁ ଏହି ବର୍ଷ ଆପଣ ମୋ ପାଇଂ ନୁଆ ବହି କିଣିବାକୁ ପଡିବ ନାହିଁ , ବାପା ଖୁସି ହୋଇକରି , ଭଲ କେଉଁଠି ମାଗଣା ମିଳୁଛି କି , ଚିଣ୍ଟୁ ନା ବାପା ମୁଁ ଏଥର ଫେଲ୍ ହୋଇଯାଇଛି ।

ଭିଣେଇ ନିଜ ଶାଳୀ କୁ ପଚାରିଲେ ଯଦି ମୁଁ ତମକୁ ପପି ଦେବୀ ତମେ କଣ ଭାବିବ?
ଶାଳୀ – ମୁଁ ଭବିବି ତମେ ବିଦେଶ ଗଲ ଆଉ କେବଳ ଏୟାରପୋର୍ଟ ରୁ ଫେରି ଆସିଲା

ବିବାହର ପ୍ରଥମ ରାତିରେ ସ୍ତ୍ରୀ ସ୍ୱମୀ କୁ କହିଲେ ତୁମେ ମୋ ପାଖକୁ ଆସିବନି ଦୟାକରି
ସ୍ୱାମୀ – କାହିଁକି ?
ସ୍ତ୍ରୀ – କାରଣ କେହି ବିନା ପଇସା ରେ ମୋ ପାଖକୁ ଆସିଲେ ବାରଣ କରିବା ପାଇଁ ବୋଉ କହିଛି

Leave a Reply

Your email address will not be published. Required fields are marked *