ଏମାନେ ହେଲେ ଭାରତୀୟ ଟିମ୍ କ୍ରିକେଟିୟରଙ୍କ ସୁନ୍ଦରୀ ସ୍ତ୍ରୀ ମାନେ , ନମ୍ବର ୪ ହେଲେ ସ୍ୱର୍ଗର ଅପସରୀ – ଫୋଟୋ ଦେଖିଲେ ଆପଣ ହିରୋଇନ ମାନଙ୍କୁ ମଧ୍ୟ ଭୁଲିଯିବେ…

ବଲିଉଡ୍ ପରି କ୍ରିକେଟ୍ ଦୁନିଆଁ ବି ଗ୍ଲାମରସ୍ ଅଟେ , ଭାରତୀୟ କ୍ରିକେଟ୍ ରେ ପ୍ରାୟ ୭-୮ ବର୍ଷ ହେଲା ଟିମ୍ ଇଣ୍ତିଆକୁ ଏକ ଅଲଗା ସ୍ଥାନରେ ପହଞ୍ଚାଇପାରିଛି , ଆଜି ଭାରତୀୟ କ୍ରିକେଟ୍ ଦୁନିଆଁରେ ବେଷ୍ଟ ଟିମ୍ ହିସାବରେ ଜଣା ଯାଏ , ପ୍ରାୟ କିଛି ବର୍ଷ ମଧ୍ୟରେ ଟିମ୍ ଇଣ୍ତିଆ ବଡ ବଡ ଟୁର୍ଣ୍ଣାମେଣ୍ଟ ନିଜ ନାଁ ରେ କରିଛନ୍ତି , କିନ୍ତୁ ଆଜି ଆମେ ଏହି ପୋଷ୍ଟରେ କ୍ରିକେଟ କିମ୍ବା କ୍ରିକେଟିୟରଙ୍କ ବିଷୟରେ ନୁହେଁ ବରଂ ତାଙ୍କର ସ୍ତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବୁ , କ୍ରିକେଟିୟରସ୍ ଙ୍କ ସ୍ତ୍ରୀ ମାନେ ନିଜ  ଷ୍ଟାଇଲ୍ ଓ ଲୁକ୍ ମାମଲାରେ କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି , ସେମିତି ସେମାନେ ଲାଇମ୍ ଲାଇଟ୍ ରେ ବେଶୀ ଦେଖିବାକୁ ମିଳେ ନାହିଁ କିନ୍ତୁ ନିଜର ସୁନ୍ଦରତା ପାଇଁ ବଲିଉଡ୍ ଅଭିନେତ୍ରୀଙ୍କୁ କଡା ଟକ୍କର ଦେଇପାରନ୍ତି ।

୧) ପ୍ରିୟଙ୍କା ରୈନା : ପ୍ରିୟଙ୍କା ଓ ସୁରେଶ ରୈନା ଛୁଆ ବେଳରୁ ବନ୍ଧୁ ଥିଲେ , ଦୁହେଁ ବିବାହ ୩ ଅପ୍ରେଲ୍ ୨୦୧୫କୁ କରିଥିଲେ , ଏବେ ତାଙ୍କର ଏକ ଝିଅ ହୋଇଛି , ପ୍ରିୟଙ୍କା ଫ୍ୟାସନ ଓ ଷ୍ଟାଇଲ୍ ମାମଲାରେ କାହାଠୁ ବି କମ୍ ନୁହନ୍ତି , ପ୍ରିୟଙ୍କା ନ୍ୟାଚୁରାଲ୍ ବ୍ୟୁୟଟୀ ଅଟନ୍ତି ।

୨) ସୁସ୍ମିତା ରାୟ : ସୁସ୍ମିତା ରାୟ ଭାରତୀୟ ଟିମ୍ ର ମନୋଜ ତିବାରୀଙ୍କ ସ୍ତ୍ରୀ ଅଟନ୍ତି , ଆପଣ ନିଜେ ଦେଖିପାରିବେ କି ସେ ସୁନ୍ଦରତା ମାମଲାରେ କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି ।

୩) ରିତିକା ସଜଦେହ : ରିତିକା ସଜଦେହ ଯୁବରାଜ ସିଂ ଙ୍କ ରାକ୍ଷୀ ଭଉଣୀ ଅଟନ୍ତି , ସେ ଭାରତୀୟ କ୍ରିକେଟିୟର ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ବିବାହ କରିଛନ୍ତି , ବାହାଘର ପୂର୍ବରୁ ଦୁହେଁ ଦୁହିଁଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ , ରିତିକା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୪) ହେଜଲ କିଚ୍ :  ହେଜଲ କିଚ୍ କ୍ରିକେଟିୟର ଯୁବରାଜ ସିଂଙ୍କୁ ବିବାହ କରିଥିଲେ । ଦୁହେଁ ଦୁହିଁଙ୍କୁ ବହୁତ ସମୟ ହେଲା ଡେଟ୍ କରୁଥିଲେ , ତାପରେ ସେମାନେ ବିବାହ କରିବା ପାଇଁ ଫଇସଲା ନେଲେ , ହେଜଲ ବଲିଉଡ୍ ରେ ଅଭିନେତ୍ରୀ ଅଛନ୍ତି , ସେ ବଡିଗାର୍ଡ ରେ ଫିଲ୍ମ କରିନାଙ୍କ ସାଙ୍ଗ ହିସାବରେ ରୋଲ୍ କରିସାରିଛନ୍ତି ,

୫) ସାକ୍ଷୀ ଧୋନୀ : ଭାରତୀୟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ ନିଜର ବୋଲ୍ଡ ଓ ଗ୍ଲାମରସ୍ ଅନ୍ଦାଜ ପାଇଁ ଜଣା ଯାଆନ୍ତି , ସାକ୍ଷୀ ଫ୍ୟାସନ ମାମଲାରେ ବହୁତ ଆଗରେ ଅଛନ୍ତି , ନିଜ ଷ୍ଟାଇଲିଷ୍ଟ ଅନ୍ଦାଜରେ ବଲିଉଡ୍ ଅଭିନେତ୍ରୀଙ୍କୁ କଡା ଟକ୍କର ଦେଇପାରନ୍ତି ।

୬) ନୁପୁର ନାଗର : ନୁପୁର ନାଗର ଭୁବେନେଶ୍ୱର କୁମାରଙ୍କ ସ୍ତ୍ରୀ ଅଟନ୍ତି , ସେ ବି ନିଜର ସୁନ୍ଦରତା ମାମଲାରେ କାହାଠୁ କମ୍ ନୁହନ୍ତି , ଯେମିତି କି ଆପଣ ଏହି ଫଟୋରେ ଦେଖିପାରିବେ ସେ ବହୁତ ସୁନ୍ଦର ଓ ଷ୍ଟାଇଲିଷ୍ଟ ଦେଖାଯାଉଛନ୍ତି ।

୭) ନତାଶା ଗମ୍ଭୀର : ଗୌତମ ଗମ୍ଭୀରଙ୍କ ସ୍ତ୍ରୀଙ୍କ ନାଁ ନତାଶା ଗାମ୍ଭୀର ଅଟେ , ନତାଶା ବି ଗୌତମ ଭଳି ବହୁତ ଶାନ୍ତ ଓ ଡିସେଣ୍ଟ ଅଟନ୍ତି , ସେ ସାଧାରଣ ଭାବେ ଚଳିବା ସହ ବହୁତ ଷ୍ଟାଇଲିଷ୍ଟ ଅଟନ୍ତି ।

Leave a Reply

Your email address will not be published. Required fields are marked *