ଈଶା ଅମ୍ବାନୀଙ୍କ ଶାଶୁ ଗିଫ୍ଟ ତାଙ୍କ ବାହାଘରରେ ଦେଇଥିଲେ ସୁନାର ବ୍ଲାଉଜ୍ , ଦାମ୍ ଜାଣିଲେ ଆପଣଙ୍କ ପାଦତଳୁ ମାଟିଖସିଯିବ..

ଦେଶର ସବୁଠାରୁ ଧନିକ ବ୍ୟକ୍ତି ଓ ରିଲାୟନ୍ସ ଇଣ୍ତଷ୍ଟ୍ରିର ଅଧ୍ୟକ୍ଷ୍ୟ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କର ଆନନ୍ଦ ପିରାମଳଙ୍କ ସହ ବିବାହ ଗତବର୍ଷ ହେଇସାରିଛି | ଏହି ବାହାଘର ମୁକେଶ ଅମ୍ବାନୀଙ୍କର ୨୭ ମହଲା ଘର ଅଣ୍ଟିଲାରେ ହେଇଥିଲା , ଏହାର କିଛି ଦିନ ପୁର୍ବରୁ ମୁକେଶ ଅମ୍ବାନୀ ଈଶା ଓ ଆନନ୍ଦଙ୍କ ବାହାଘରର ପ୍ରୀ-ୱେଡିଙ୍ଗ୍ ପାର୍ଟି ଉଦୟପୁରରେ ରଖିଥିଲେ , ଏହି ପାର୍ଟିରେ ବହୁତ ବଲିଉଡ୍ କଳାକାର ମାନେ ଆସି ଯୋଗଦାନ କରିଥିଲେ , ଏହି ବାହାଘରରେ ସଲମାନ, ଅମୀରଙ୍କ ଠାରୁ ନେଇକରି ସାହାରୁଖ ଖାନ୍ ପର୍ଯ୍ୟନ୍ତ ସମସ୍ତେ ଈଶାଙ୍କ ପାଇଁ ଡାନ୍ସ କରିଥିଲେ , ଏତିକି ନୁହେଁ ମୁକେଶ ଅମ୍ବାନୀ ହଲିଉଡ୍ ର ପ୍ରସିଦ୍ଧ ଗାୟିକା ବେୟୋନ୍ସେ ଙ୍କୁ ବି ଗୀତ ଗାଇବା ପାଇଁ ଡକାଇଥିଲେ , ଏହି ବାହାଘରରେ ଆମେରିକାର ପୂର୍ବ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଓ ହିଲେରୀ କ୍ଲିଣ୍ଟନ୍ ବି ଆସିଥିଲେ , ଏବେ ଆପଣ ଅନ୍ଦାଜା ଲଗାଇପାରୁଥିବେ କି ମୁକେଶ ଅମ୍ବାନୀ ନିଜ ଝିଅର ବାହାଘର ପାଇଁ କେତେ ଖର୍ଚ୍ଚ କରିଛନ୍ତି ।

କିନ୍ତୁ କେବଳ ମୁକେଶ ଅମ୍ବାନୀ ନୁହେଁ ଯିଏକି ବାହାଘରରେ ପାଣି ପରି ପଇସା ବୁହାଇଚାଲିଛନ୍ତି , ବରଂ ଈଶାଙ୍କ ଶାଶୁଘର ଲୋକ ମାନେ ପିରାମଳ ଫ୍ୟାମିଲି ବି ଏହି ବାହାଘର ପାଇଁ ହୃଦୟ ଖୋଲା ଖର୍ଚ୍ଚ କରୁଛନ୍ତି , କାରଣ ତାଙ୍କର ବୋହୂ ଦେଶର ସବୁଠାରୁ ଧନଶାଳୀ ବ୍ୟକ୍ତିଙ୍କ ଝିଅ ଅଟେ , ନିଜ ବୋହୂକୁ ସେ ଗୋଟେ ସାନଦାର୍ ଗିଫ୍ଟ ଦେଇଛନ୍ତି , ଯେବେ ଏହି ଉପହାର ବିଷୟରେ ଜାଣିବେ ଆପଣ ହୋସ୍ ଉଡିଯିବ ।

ଈଶାଙ୍କ ଶାଶୁ ସ୍ୱାତୀ ପିରାମଳ ନିଜ ହେବାକୁ ଥିବା ବୋହୂଙ୍କ ପାଇଁ କିଛି ଏପରି ଉପହାର ଦେଇଛନ୍ତି ଯାହା ସେ ଜୀବନ ସାରା ମନେ ରଖିଥିବେ , ଈଶା ନିଜ ଶାଶୁଙ୍କ ଠାରୁ ଏକ ସୁନାର ବ୍ଲାଉଜ୍ ପାଇଁଛନ୍ତି , ଯାହାକି ବହୁତ ସୁନ୍ଦର ଓ ଦାମିକା ଅଟେ , ଏହି ବ୍ଲାଉଜ୍ ରେ ପୁରା ସୁନାରେ ଛାଉଣି ହୋଇଛି, ଓ ଏଥିରେ ବଢିଆ କାରିଗରି ଦେଖିବାକୁ ମିଳିଛି , ଏହି ବ୍ଲାଉଜ୍ ର ଦାମ୍ ପ୍ରାୟ ୨ କୋଟି ପାଖାପାଖି ହେବ ବୋଲି ଆଶଙ୍କା କରାଯାଇଛି , ସୁନାରେ ତିଆରି ଏହି ବ୍ଲାଉଜ ଏମିତି ଏକ ଜିନିଷ ଅଟେ , ଯାହା ଆପଣ ଆଗରୁ କେବେ ଶୁଣିନଥିବେ , କି ଦେଖି ବି ନଥିବେ ।

ସେପଟେ ସୋସିଆଲ୍ ମିଡିଆରେ ଯେବେ ଲୋକମାନେ ଏହି ଦାମିକା ବ୍ଲାଉଜ୍ ଉପହାର ବିଷୟରେ ଜାଣିପାରିଲେ , ତେବେ ଏହି କଥା ତାଙ୍କୁ ହଜମ ହେଲା ନାହିଁ, ବହୁତ ଲୋକଙ୍କ କହିବା କଥା କି ତାଙ୍କ ମନରେ ପ୍ରଥମରୁ କେବେ ଏହି ବିଚାର ଆସିନଥିଲା କି କିଏ ସୁନାର ତିଆରି ବ୍ଲାଉଜ୍ ଦେଇପାରିବ , ଯେଉଁଠି ଗୋଟେ ତରଫରୁ କିଛି ଲୋକ ଶାଶୁ ବୋହୂର ପ୍ରେମ ବୋଲି କହୁଛନ୍ତି , ଓ କିଛି ଲୋକ ଏହାକୁ ଧନୀ ହେବାର ଏକ ସଉକ ବୋଲି ଓ ଦେଖେଇ ହେବାର ସଉକ ବୋଲି କହୁଛନିତ୍ , ସେମିତି ପରିଶେଷରେ ପଇସା ତ ତାଙ୍କର ନା ସିଏ ଯେପରି ଭାବେ ଚାହିଁବେ ଖର୍ଚ୍ଚ କରିପାରିବେ ।

କହିଦେବୁ କି ଈଶା ଅମ୍ବାନୀ ଯେଉଁଘରକୁ ବୋହୂ ହେବାକୁ ଯାଉଛନ୍ତି , ସେ କେଉଁ କମ୍ ଧନଶାଳୀ ବ୍ୟକ୍ତି ନୁହନ୍ତି , ତାଙ୍କର ପୀରାମଲ ଗ୍ରୁପ୍ ଦେଶ ସାରା ବହୁତ କମାଇଛନ୍ତି। ଏମିତିରେ ତାଙ୍କର ଟିକିଏ ଲୋକଙ୍କୁ ଦେଖାଇବା ଯାହା ହେଲେ ବି ହେବ ।

Leave a Reply

Your email address will not be published. Required fields are marked *