ଇଣ୍ଟରଭିୟୁ ରେ ଜଣେ ଝିଅକୁ ପଚରାଗଲା – ମହିଳାଙ୍କ ବାଳ କେଉଁ ସ୍ଥାନରେ ପୁରୁଷଙ୍କୁ ପସନ୍ଦ ଆସେ ନାହିଁ – ଝିଅଟି ଦେଲା ଏଭଳି ଜବାବ ଯେ ଆପଣଙ୍କ ମୁଣ୍ଡ ଘୁରିଯିବ…

ଏମିତି ସମସ୍ତେ ଜାଣିଛନ୍ତି କି ଭାରତରେ ୟୁପିଏସ୍ ସି ପରିକ୍ଷା ବହୁତ ଅଧିକା କଠିନ ହୋଇଥାଏ , ଏଥିପାଇଁ ବିଦ୍ୟାର୍ଥି ଦିନ ରାତି ପରିଶ୍ରମ କରିଥାନ୍ତି , କିନ୍ତୁ କିଛି ଲୋକ ଏଥିରୁ ଚୟନ ହୋଇଥାଏ , ଏହି ପରୀକ୍ଷା ପ୍ରତ୍ୟେକ ବର୍ଷ ତିନିଟି ଚରଣରେ ଆୟୋଜନ୍ କରାଯାଏ , ଏହି ତିନୋଟି ଚରଣରେ ହେବାପରେ ଲୋକ ନିଜ ନମ୍ବର ହିସାବରେ ଆଇଏଏସ୍ , ଆଇପିଏସ୍ , ଆଇଆର୍ ଏସ୍ ତଥା ଅନ୍ୟ କେନ୍ଦ୍ରୀୟ ସେବାପାଇଁ ନିଯୁକ୍ତ ହୋଇଥାନ୍ତି , ଆସନ୍ତୁ ଜାଣିବା ସେଇ ପରୀକ୍ଷାରେ ପଚାରାଯାଉଥିବା କିଛି ପ୍ରଶ୍ନର ବିଷୟରେ ।

୧) ବିବାହିତ ପୁଅ ଓ ଅବିବାହିତ ପୁଅଙ୍କ ମଧ୍ୟରେ କଣ ଅନ୍ତର ଥାଏ ?

ଉତ୍ତର: କହିଦେବୁ କି ଏହି ପୁଅମାନଙ୍କର ମଧ୍ୟରେ ଗୋଟେ ଜିନିଷ ଥାଏ , ଦାୟିତ୍ୱ , ଯେବେ ସେମାନେ ଅବିବାହିତ ଥାନ୍ତି ସେମାନେ ନିଜ ମନରେ କିଛି ବି କାର୍ଯ୍ୟ କରିପାରନ୍ତି , ତାଙ୍କର ଉପରେ ସମୟର କୌଣସି ଦାୟିତ୍ୱ ନଥାଏ , ଯେବେ କି ବିବାହିତ ଲୋକଙ୍କର ଉପରେ ପରିବାରର ଦାୟିତ୍ୱ ବଢିଯାଏ , ଓ ସମୟନୁସାରେ କାର୍ଯ୍ୟ କରିବା ଦରକାର ପଡିଥାଏ ,ଖୋଲାମନରେ କିଛି ବି କାର୍ଯ୍ୟ କରିପାରନ୍ତି ନାହିଁ ,

୨) ସେ କେଉଁ ଜିନିଷ ଅଛି ଯାହା ମାସକୁ ଥରେ ଆସେ ଓ ୨୪ ଘଣ୍ଟା ପରେ ଆପଣଙ୍କ ପାଖରେ ରହି ଚାଲିଯାଏ ।

ଉତ୍ତର : ତାରିଖ ।

୩) ସେ କେଉଁ ଜିନିଷ ଅଛି ଯାହାର ନିର୍ମାଣ ଆଗରୁ ଭଗବାନ ବନାଇଛନ୍ତି ଓ ପଛରେ ମଣିଷ ।

ଉତ୍ତର : ବଳଦଗାଡି

୪) ଯଦି କେଉଁ ରୁମ୍ ରେ ରଖିଥିବା ଫ୍ରିଜ୍ କୁ କବାଟକୁ ଖୋଲିଦେବା ତେବେ ରୁମର ବାତାବରଣ ଥଣ୍ତା ହେବ ନା ଗର୍ମ । ଉତ୍ତର : ରୁମର ବାତାବରଣ ଗରମ ହେବ ।

୫) ଏମିତି କେଉଁ ଜିନିଷ ଅଛି ଯାହାକୁ ମଣିଷ ଫ୍ରୀରେ ନେଇଯାଆନ୍ତି କିନ୍ତୁ ବ୍ୟବହାର କରନ୍ତି ନାହିଁ ।

ଉତ୍ତର : ଷ୍ଟେଫ୍ରି

୬) ମହିଳାଙ୍କ ବାଳ ପୁରୁଷଙ୍କ କେଉଁ ସ୍ଥାନରେ ପସନ୍ଦ ଆସେ ନାହିଁ , ଉତ୍ତର : ଖାଦ୍ୟରେ

Leave a Reply

Your email address will not be published. Required fields are marked *