ରହିଲା ନାହିଁ ସଲମାନଙ୍କ ପ୍ରଥମ ପ୍ରେମ – ଏହି ହିରୋଇନ୍ ମାନେ ନିଜର ଶୋକ ପ୍ରକଟ – କାନ୍ଦିଲେ ସଲମାନ ଖାନ…

ସଲମାନ ଖାନ୍ ନିଜ ସୁନ୍ଦର ପ୍ରେମ ସବୁଦିନ ପାଇଁ ହରାଇ ବସିଛନ୍ତି , ଓ ତାଙ୍କର ଏହି ଖବର ଏବେ ସୋସିଆଲ୍ ମିଡିଆ ଏକାଉଣ୍ଟରେ ନିଜ ଫ୍ୟାନ୍ ଙ୍କ ସହ ସେୟାର୍ କରିଛନ୍ତି , କହିଦେବୁ କି ତାଙ୍କ ଘରେ ବହୁ ବର୍ଷ ରହିଆସୁଥିବା ତାଙ୍କର ମାଇ କୁକୁର ଦେହାନ୍ତ ହୋଇସାରିଛି , ଯାହାଙ୍କ ନାଁ ଥିଲା ମାଇଁ ଲଭ ।ସଲମାନ ନିଜ ଦୁଃଖ ପ୍ରକଟ କରି ଟ୍ୱିଟର୍ ରେ ମାଇ ଲଭ୍ ନାମକ ତାଙ୍କ କୁକୁରର ଫଟୋ ସେୟାର୍ କରିଥିଲେ ଓ ଲେଖିଥିଲେ , ମୋ ବହୁତ ସୁନ୍ଦର ମାଇଁ ଲଭ୍ ଆଜି ମୋତେ ଛାଡି ଚାଲିଯାଇଛି , ଭଗବାନ ତା ଆତ୍ମାକୁ ଶାନ୍ତି ଦିଅନ୍ତୁ ।

ସଲମାନଙ୍କ ପାଖରେ ଏହା ପୂର୍ବରୁ ଦୁଇଟି ବୁଲ୍ ମାଷ୍ଟିଫ୍ ଥିଲେ , ମାଇଁ ସନ୍ ଓ ମାଇଁ ଜାନ୍ ୨୦୦୯ ରେ ମାଇ ସନ୍ ର ଦେହାନ୍ତ ହେବାପରେ କିଛି ମାସ ପରେ ମାଇଁ ଜାନଙ୍କୁ ବି ହରାଇଦେଇଥିଲେ , ୨୦୧୫ ରେ ତାଙ୍କ କୁକୁର ବିର୍ ବି ତାଙ୍କ ସାଙ୍ଗ ଛାଡି ଚାଲିଯାଇଥିଲା , ସଲମାନ ଖାଁ ମାଇଁ ସନ୍ ଓ ମାଇ ଜାନ୍ ଙ୍କ ପାଇଁ ନିଜ ଘର ପାଖରେ ଏକ ମେମୋରିଆଲ୍ ବନାଇଛନ୍ତି , ଓ ଏବେ ମାଇଁ ଲଭ ର ଦୁଃଖ ସଲମାନ ଖାଁ ଆହୁରି ଦୁଃଖି କରିଦେଇଛି ।

କିଛି ଦିନ ପୁର୍ବରୁ ସଲମାନ ଖାଁଙ୍କ ଫିଲ୍ମ ରେସ୍-୩ ରିଲିଜ୍ ହୋଇଥିଲା , ସଲମାନ ଖାଁ  ସଲମାନ ଖାଁ ଏକ ଫଟୋ ମାଇ ଲଭ୍ ର ସେୟାର୍ କରିଥିଲେ ଜାହାକି ଫିଲ୍ମର ଗୀତରେ ସେଲଫିସ୍ ରେ ଥିଲା ।

ସଲମାନ ଖାଁ ଅଧିକାଂଶ ସମୟ ନିଜ ଗୃହ ପାଳିତ କୁକୁରଙ୍କ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରନ୍ତି , ସଲମାନ ଖାଁ ଙ୍କ ପ୍ରଥମ ଫିଲ୍ମ ଚିଲ୍ଲର ପାର୍ଟି କୁକୁରଙ୍କ ଯତ୍ନ କୁ ନେଇ ହୋଇଛି , ଏହା ବିଷୟରେ ସଲମାନ କହିଲେ କି ଫିଲ୍ମରେ ତାଙ୍କ ଏହି କୁକୁର ପାଈଁ ଏହା ଶ୍ରଦ୍ଧାଞ୍ଜଳୀ ଅଟେ , ଏହି ଫିଲ୍ମରେ କିଛି ଛୁଆ ସୋସାଇଟିରେ ରହୁଥିବା କୁକୁରଙ୍କୁ ପାଇଁ କିଛି କରିଛନ୍ତି ।

କେବଳ ସଲମାନ ଖାଁ ନୁହନ୍ତି ତାଙ୍କ କିଛି ବନ୍ଧ୍ ମାଇ ଲଭର ଦେହାନ୍ତ ହେବା ଖବରରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି , ଯେଉଁଥିରେ ସୋନାକ୍ଷୀ ସିହ୍ନା, ୟୁଲିଆ ବନ୍ତୁର୍ । ଓ ଡେଜି ଶାହ୍ ସାମିଲ୍ ଅଛନ୍ତି । ଏହି ତିନିଜଣ ଅଭିନେତ୍ରୀ ସଲମାନଙ୍କ ପରିବାର ସହ ଚଳୁଛନ୍ତି ।

Leave a Reply

Your email address will not be published. Required fields are marked *