ହୀରାକୁଦ Dam ରେ ମିଳିଲା ଗୋଟିଏ Quintal ର ବିରାଟକାୟ Large ମାଛ,ଦେଖିଲେ ଆପଣଙ୍କ ଛାତିରେ ମଧ୍ୟ ଆସିଯିବ ଛନକା,ଡରିଯିବେ ଆପଣ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବିଶେଷ ଖବର ବିଷୟରେ ଆଲୋଚନା କରିବା।ହୀରାକୁଦ ଜଳ ଭଣ୍ଡାରରେ ଦେଖିବାକୁ ମିଳିଛି ଏକ ବିଶାଳ କାୟ ମାଛ।ଏହି ମାଛ ଯେତିକି ରହସ୍ୟ ଭରିଦେଇଛି ସେତିକି ଭୟ ମଧ୍ୟ ସୃଷ୍ଟି କରିଛି ମସ୍ୟଜୀବି ମାନଙ୍କ ମନରେ।ଏହି ଆର୍ଟିକିଲରେ ଆମେ ଏହି ବିଶାଳ କାୟ ମାଛ କେଉଁଠୁ ଆସିଲା ସେହି ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ଅସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମେ ଆସନ୍ତୁ ଜାଣିବା ହୀରାକୁଦ ଡ୍ୟାମ ବିଷୟରେ କିଛି।ହୀରାକୁଦ ଡ୍ୟାମ ହେଉଛି ଭାରତର ପ୍ରଥମ ବହୁମୁଖୀ ନଦୀବନ୍ଧ ଯୋଜନା।ମହାନଦୀ ଉପରେ ବନା ଯାଇଛି ଏହି ଡ୍ୟାମ।୧୯୪୮ ମସିହାରେ ଏହି କାମର ଆରମ୍ଭ ହୋଇ ୧୯୫୭ ମସିହାରେ ଶେଷ ହୋଇଥିଲା।ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ଏହି ଡ୍ୟାମର ଉଦ୍ଘାଟନ କରିଥିଲେ।

୨୫ କିଲୋମିଟର ବିଶିଷ୍ଟ ଏହି ଡ୍ୟାମ ହେଉଛି ପୃଥିବୀର ଦୀର୍ଘତମ ନଦୀ ବନ୍ଧ ମଧ୍ୟରୁ ଅନ୍ୟତମ।ଏହି ଡ୍ୟାମକୁ ଉଭୟ ଜଳ ସେଚନ ଓ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରାଯାଇଥାଏ।ସେହି ସମୟରେ ଏହି ଡ୍ୟାମକୁ ତିଆରି କରିବାରେ ପାଖା ପାଖି ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।ଏଥିରେ ୬୪ରୁ ଅଧିକ ସୁଇଜଗେଟ ରହିଅଛି।

ଏଥିରେ ଥିବା ଜଳ ଭଣ୍ଡାର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏକ ବିଶାଳ ମାଛ ପାଇଁ।କାରଣ ଏଥିରେ ଗୋଟିଏ ବିଶାଳକାୟ ଓ ଅସାଧାରଣ ମାଛକୁ ଦେଖିବାକୁ ମିଳିଛି।ହୀରାକୁଦ ଡ୍ୟାମରେ ଆଗରୁ ଏହି ବିଶାଳକାୟ ମାଛକୁ କେହିବି ଦେଖି ନଥିଲେ।ଶୁଣିବାକୁ ମିଳିଛିକି ଏହି ମାଛ ପ୍ରାୟତଃ ଦଶ କୁଇଣ୍ଟାଲରୁ ଅଧିକ ହୋଇପାରେ।

ଯେଉଁ ହୀରାକୁଦ କେବଳ ବନ୍ୟା ସମୟରେ ଚର୍ଚ୍ଚାକୁ ଆସିଥାଏ ବର୍ତ୍ତମାନ ଏହି ବିଶାଳ ମାଛପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାଛକୁ ଧରାଯାଇନାହିଁ।ଏହାକୁ ଦେଖିବା ପାଇଁ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ମନରେ ଉତ୍ସାହ ଭରିଯାଇଛି ହେଲେ ଆମ୍ବ ପଟେ ମସ୍ୟଜୀବି ମାନଙ୍କ ମଧ୍ୟରେ ଭୟ।କିଛି ଲୋକଙ୍କ ପ୍ରତିକ୍ରିୟାରୁ ଜଣା ପଡିଛିକି ଏହି ମାଛ ଛତିଶଗଡ଼ରୁ ପଳାଇ ଆସିଥାଇ ପାରେ।

ବର୍ତ୍ତମାନ ମହାନଦୀକୁ ଛତିଶଗଡ଼ର ବନ୍ୟା ଜଳ ପଶିବରେ ଲାଗିଛି।ଏବଂ ଏହି ବନ୍ୟା ଜଳରେହିଁ ଏହି ବିଶାଳକାୟ ମାଛ ପଳାଇ ଆସିଥାଇ ପାରେ।ଏଭଳି କିଛି ଅନୁମାନ କରାଯାଉଅଛି।ଏହି ବିଶାଳ କାୟ ମାଛ ସାଧାରଣ ଭାବରେ ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିଥାଏ।କିନ୍ତୁ ଏହା ନଦୀ ଜଳକୁ କିପରି ଆସିଲା ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ।କିନ୍ତୁ ଯାହାବି ହେଉ ଏତେ ବଡ଼ ମାଛ ଆଜି ପର୍ଯ୍ୟନ୍ତ ହୀରାକୁଦ ଜଳ ଭଣ୍ଡାରରେ ଦେଖାଯାଇନଥିଲା।ତେବେ ଏହି ମାଛଟି କେଉଁଠୁ ଆସିଲା ଓ କେଉଁ ପ୍ରଜାତିର ତାହା ମସ୍ୟଜୀବିଙ୍କ ଯାଞ୍ଚ ପରେହିଁ ଜଣା ପଡିବ।

Leave a Reply

Your email address will not be published. Required fields are marked *