ଫିଲ୍ମ ଜଗତ ପାଇଁ ବଡ ଦୁଃଖ ଖବର,ଏବେ ଏବେ ଏହି ବଡ ପ୍ରସିଦ୍ଧ କଣ୍ଠଶିଳ୍ପୀ (Vocalist) ଙ୍କ ହେଲା ନିଧନ,ସାରା Country ରେ ହେଲା ଶୋକର ଛାୟା

ଏହି ମହାମାରୀ ସମୟରେ ଆମ ଅଭିନୟ ଜଗତ ଅନେକ ବଡ଼ ବଡ଼ କଳାକାର ମାନଙ୍କୁ ହରାଇ ସାରିଲାଣି।ଏହା ସହିତ ଆମ ଅଭିନୟ ଜଗତ ଅନେକ କଣ୍ଠଶିଳ୍ପୀ ମାନଙ୍କୁ ମଧ୍ୟ ହରାଇ ସାରିଛି।ତେବେ ପୁଣି ଏକ ଦୁଃଖ ଖବର ବର୍ତ୍ତମାନ ଆମ ସଙ୍ଗୀତ ଜଗତ ପାଇଁ ଆସିଛି।ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁନିଲଙ୍କର ମୃତ୍ୟୁ ହୋଇ ଯାଇଛି।ଏହି ମହାମାରୀ ସମୟରେ ଏହି ପ୍ରସିଦ୍ଧ କଳାକାରଙ୍କ ମୃତ୍ୟୁରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଲ୍ମ ଜଗତରେ ସୋକର ଛାୟା ଖେଳି ଯାଇଛି।ସେ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ଵ ଥିଲେ।

ସେ ନିଜ ଜୀବନରେ ଅନେକ ଫିଲ୍ମରେ କଣ୍ଠଦାନ କରି ସାରିଛନ୍ତି।ଏହା ସହିତ ଏହି କଣ୍ଠଶିଳ୍ପୀଙ୍କ ସଙ୍ଗୀତ ଶୁଣିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରନ୍ତି।ସେ ନିଜର ସଙ୍ଗୀତ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେ ନିଜର ସଙ୍ଗୀତ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।

ତାଙ୍କର ସଙ୍ଗୀତ ମଧ୍ୟମରେ ସେ ନିଜକୁ ଭାରତରେ ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ଏହି ସଙ୍ଗୀତଜ୍ଞଙ୍କ ସଙ୍ଗୀତ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହି ସଙ୍ଗୀତଜ୍ଞ ଜଣକ ନିଜର ସଙ୍ଗୀତ ପାଇଁ ଅନେକ ପ୍ରତିଷ୍ଠା ପାଇ ପାରିଥିଲେ।ତେବେ ସୂଚନା ଅନୁସାରେ ଏହି ସଙ୍ଗୀତଜ୍ଞଙ୍କୁ ତାଙ୍କର ମୃତ୍ୟୁ ସମୟରେ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

ଏହା ସହିତ ସେ କିଛି ଦିନ ହେବ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ।ସେ ଗତ ଅଗଷ୍ଟ ମାସରୁ ଚିକିତ୍ସିତ ହୋଇ ଆସୁଥିଲେ।କିନ୍ତୁ ତାଙ୍କର ସ୍ବାସ୍ଥ୍ୟରେ ସେପରି କିଛି ବିଶେଷ ସୁଧାର ଦେଖିବାକୁ ମିଳି ନଥିଲା।ଯେଉଁ କାରଣରୁ ତାଙ୍କୁ ଅନେକ ବଡ଼ ବଡ ଚିକିତ୍ସକ ମାନଙ୍କ ପାଖରେ ମଧ୍ୟ ଚିକିତ୍ସା କରିବା ପାଇଁ ନିଆ ଯାଇଥିଲା।କିନ୍ତୁ ଏହି ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

ଶେଷରେ ସେ ଆଜି ମୃତ୍ୟୁ ବରଣ କରିଥିଲେ।ତେବେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ସଙ୍ଗୀତ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ଅନେକ ବଡ଼ ବଡ ସଙ୍ଗୀତକାର ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।ତେବେ ଏହି ସଙ୍ଗୀତକାର ଅନେକ ସୁପରହିଟ ସଙ୍ଗୀତ ଗାଇ ସାରିଛନ୍ତି।ଯାହା ଅନେକ ଲୋକଙ୍କୁ ବହୁତ ଅଧିକ ଭଲ ଲାଗିଥାଏ।

ଏହା ସହିତ ସେ ଅନେକ ଶ୍ରୋତା ମାନଙ୍କ ପ୍ରିୟ ସଙ୍ଗୀତକାର।ତେବେ ଏହି ପ୍ରସିଦ୍ଧ ସଙ୍ଗୀତକାରଙ୍କ ମୃତ୍ୟୁରେ ତାଙ୍କର ପରିବାର ଲୋକ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି।ଏହା ସହିତ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସମସ୍ତ ଜନସାଧାରଣ ମାନଙ୍କୁ କହିଛନ୍ତି।

ଏହା ସହିତ ଏହି ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ମୃତ୍ୟୁରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସଙ୍ଗୀତ ଜଗତ ଏକ ପ୍ରକାର ସ୍ଥିର ହୋଇ ଯାଇଛି।ଏହି ସଙ୍ଗୀତଜ୍ଞ ନିଜର ଜୀବନକାଳ ମଧ୍ୟରେ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ସମସ୍ତ ଶ୍ରୋତା ମାନଙ୍କୁ।ଯାହା ସର୍ବଦା ସମସ୍ତଙ୍କ ମନରେ ଚିରଦିନ ପାଇଁ ରହିବ।

Leave a Reply

Your email address will not be published. Required fields are marked *