ଏବେ ଏବେ ଆସିଲା ବଡ଼ ଦୁଃଖ ଖବର ! ତାର ତାରିଣୀ ହିରୋଇନ ସୁମନ (Tarini) ଙ୍କ ହେଲା ଦେହାନ୍ତ ! କିନ୍ତୁ ଏହି କଥାର ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତେବେ ଆମେ ସମସ୍ତେ ତାରିଣୀ ଆଖିରେ ତାରା ଧାରାବାହିକ ବିଷୟରେ ବହୁତ ଭଲ ଭାବରେ ଜାଣୁ।ଏହି ଧାରାବାହିକରେ ଅଭିନୟ କରୁଥିବା ତାରିଣୀଙ୍କୁ ମଧ୍ୟ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ନିଜର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ବହୁତ ଅଧିକ ପସନ୍ଦ ଆସିଥାଏ।

ତାଙ୍କର ଅଭିନୟର ଆକର୍ଷଣ ମାଧ୍ୟମରେ ସେ ନିଜକୁ ଓଡ଼ିଶାରେ ଘରେ ଘରେ ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ମାନ ସମ୍ମାନ ଅର୍ଜନ କରି ସାରିଛନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ଲାଗିଥାଏ।ଏହା ସହିତ ଏହି ଅଭିନେତ୍ରୀ ନିଜର ଅଭିନୟକୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇ ପାରିଛନ୍ତି।

ତେବେ ନିକଟରେ କିଛି ଏପରି ଖବର ଆସିଥିଲା କି ଏହି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି।ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା।ତେବେ ଶୁଣିବାକୁ ଗଲେ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି ବୋଲି ବର୍ତ୍ତମାନ କିଛି ଲୋକ ପ୍ରଚାର କରିବାରେ ଲାଗିଛନ୍ତି।ମାତ୍ର ବାସ୍ତବରେ ଦେଖିବାକୁ ଗଲେ ଏପରି କିଛି ହୋଇ ନାହିଁ।ହିଁ ସେ ମୃତ୍ୟୁ ବରଣ କରିଛନ୍ତି

ମାତ୍ର ଏହା ତାଙ୍କର ବାସ୍ତବ ଜୀବନରେ ନୁହେଁ ଏହା ତାଙ୍କର ଅଭିନୟ ଜୀବନରେ।କିନ୍ତୁ କିଛି ଲୋକ ଏହାକୁ ତାଙ୍କର ବାସ୍ତବ ଜୀବନ ସହିତ ତୁଳନା କରିବା ସହିତ ତାଙ୍କର ମୃତ୍ୟୁ ହୋଇ ଯାଇଛି ବୋଲି ମିଥ୍ୟା ପ୍ରଚାର କରିବାରେ ଲାଗି ପଡିଛନ୍ତି।ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଏକ ମିଥ୍ୟା ଖବର ଅଟେ।ଏହା ସହିତ ଏହି ଅଭିନେତ୍ରୀଙ୍କ ନାମରେ ଏପରି ଭାବରେ ମିଥ୍ୟା ପ୍ରଚାର ନ କରିବା ପାଇଁ ସେ ବର୍ତ୍ତମାନ ନିବେଦନ କରିଛନ୍ତି।

ତେବେ କିଛି ଲୋକ ବର୍ତ୍ତମାନ ତାଙ୍କର ନାମରେ ଏଭଳି ମିଥ୍ୟା କଥା ପ୍ରଚାର କରି ଥିବାରୁ ତାଙ୍କର ପ୍ରଶଂସକ ମାନେ ମଧ୍ୟ ବର୍ତ୍ତମାନ ବହୁତ ଅଧିକ କ୍ରୋଧିତ ଅଛନ୍ତି।ଏହା ସହିତ ତାରିଣୀ ସମସ୍ତ ଜନତାଙ୍କୁ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବରେ ଏକ ମିଥ୍ୟା ଘଟଣା।ଏହା ସହିତ ସେ କେବଳ ନିଜର ଅଭିନୟ ଜୀବନରେ ନିଜର ଅଭିନୟରେ ତାଙ୍କୁ ଏପରି କିଛି ଅଭିନୟ ଦିଆ ଯାଇଥିଲା

ଯାହା ଫଳରେ ଏହି ଘଟଣା ବର୍ତ୍ତମାନ ପ୍ରଚାର ହେଉଛି।କିନ୍ତୁ ସେ ବାସ୍ତବରେ ସମ୍ପୂର୍ଣ୍ଣ ଭାବରେ ଠିକ ଅଛନ୍ତି ବୋଲି କହିଥିଲେ।ଏହା ସହିତ ଏହି ଅଭିନେତ୍ରୀଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ବହୁତ ଅଧିକ ପସନ୍ଦ କରନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଇଁ ବର୍ତ୍ତମାନ ପ୍ରେରଣା ପାଲଟି ସାରିଛନ୍ତି।

ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ବର୍ତ୍ତମାନ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।ସେ ନିଜର ଏହି ପରିଚୟ ମାତ୍ର ଅଳ୍ପ ସମୟ ମଧ୍ୟରେ ସୃଷ୍ଟି କରି ପାରିଛନ୍ତି।ତେବେ ଏଭଳି କଥାରେ କୌଣସି ପ୍ରକାର ବିଶ୍ୱାସ କରନ୍ତୁ ନାହିଁ ମିଛ ଖବର ରୁ ଦୁରେଇ ରହିବ ପାଇଁ ଅନୁରୋଧ

Leave a Reply

Your email address will not be published. Required fields are marked *