ଯେବେ Bhadraka ରେ ଅଧ ରାତିରେ ଭୟଙ୍କର ଆଘାତ ପାଇଥିବା ସାପ କୁ ରକ୍ଷା କରିବାକୁ ଗଲେ Mirza,ସେତେବେଳେ ସାପ ଯାହା କରିଦେଲା ଜାଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ ର ଧାର

ଭଦ୍ରକ ଜିଲ୍ଲାର ନଦୀ ଗାଁ ଅଞ୍ଚଳରେ ନିକଟରେ ଏକ ସାପ ଉଦ୍ଧାର କରା ଯାଇଥିଲା।ତେବେ ସୂଚନା ଅନୁସାରେ ସେହି ସାପ କୁକୁଡ଼ା ଅଣ୍ଡା ଖାଇବା ପାଇଁ ଆସି ଏକ ସ୍ଥାନରେ ଫସି ରହି ଯାଇଥିଲା।ତେବେ ସେହି ସାପକୁ ସେଠାରୁ ବାହାର କରିବା ପାଇଁ ସ୍ଥାନୀୟ ଲୋକ ଅନେକ ପ୍ରୟାସ କରିଥିଲେ।କିନ୍ତୁ ସମସ୍ତ ପ୍ରୟାସ କରିବା ପରେ ମଧ୍ୟ ସେମାନେ ସେହି ସାପକୁ ସେଠାରୁ ବାହାର କରିବାରେ ବିଫଳ ହୋଇଥିଲେ।ଯାହା ଫଳରେ ସେମାନେ ଶେଷରେ ବାଧ୍ୟ ହୋଇ ସେହି ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ।

ତେବେ ବନ ବିଭାଗର କର୍ମଚାରୀ ଏହି ଘଟଣା ସଂପର୍କରେ ଖବର ପାଇବା ପରେ ତୁରନ୍ତ ଆସି ସେହି ସ୍ଥାନରେ ପହଞ୍ଚି ଯାଇଥିଲେ।ଏହାପରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରିବା ପାଇଁ ପ୍ରୟାସ କରିଥିଲେ।ତେବେ ବନ ବିଭାଗର କର୍ମଚାରୀ ସେହି ସାପକୁ ଫସି ରହିଥିବା ସ୍ଥାନରୁ ବାହାର କରିବା ପାଇଁ ପ୍ରୟାସ କରିଥିଲେ।କିନ୍ତୁ ଏହାପରେ ସେହି ନାଗ ବନ ବିଭାଗର କର୍ମଚାରୀ ମାନଙ୍କ ଉପରକୁ ଓଲଟା ଆକ୍ରମଣ କରି ଦେଇଥିଲା।

ଫଳରେ ବନ ବିଭାଗର କର୍ମଚାରୀ ମାନଙ୍କୁ ସତର୍କତାର ସହିତ ସେହି ସାପକୁ ଉଦ୍ଧାର କରିବା ପାଇଁ ପଡ଼ିଥିଲା।ତେବେ ବନ ବିଭାଗର କର୍ମଚାରୀ ସେହି ସାପକୁ ଅତି ସତର୍କତାର ସହିତ ବାହାର କରିଥିଲେ।କିନ୍ତୁ ଏହା ପରେ ମଧ୍ୟ ସେହି ନାଗ ସାପ ଦେହରେ ଅଳ୍ପ କ୍ଷତ ହୋଇ ଯାଇଥିଲା।ତେବେ ଏହାପରେ ବନ ବିଭାଗର କର୍ମଚାରୀ ସେହି ସାପ ମୁହଁରେ କିଛି ଜିନିଷ ଘଉଡାଇ ଦେଇ ପ୍ରଥମେ ଏହାର ଚିକିତ୍ସା କରିବା ପାଇଁ ପ୍ରୟାସ କରିଥିଲେ।

କିନ୍ତୁ ଏହା ପରେ ସେହି ସ୍ଥାନରେ ଜମା ହୋଇଥିବା ଗ୍ରାମବାସୀ ମାନଙ୍କ ମଧ୍ୟରେ ଜଣେ ପଶୁ ଚିକିତ୍ସକ ଥିଲେ।ସେ ସେହି ସାପର ଯେଉଁ ସ୍ଥାନରେ ଅଧିକ କ୍ଷତ ହୋଇଥିଲା।ଏହାର ଚିକିତ୍ସା କରିଥିଲେ।ଏହାପରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରି ଏକ ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ିଦେବେ ବୋଲି କହିଥିଲେ।

ତେବେ ସୂଚନା ଅନୁସାରେ ସେହି ସାପ ନାଗ ପ୍ରଜାତିର ହୋଇଥିବାରୁ ସେହି ସାପ ମଧ୍ୟରେ ଅନେକ ବିଷ ରହିଥାଏ ବୋଲି କହିଥିଲେ ବନ ବିଭାଗର କର୍ମଚାରୀ।ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ କି ଏହି ସାପ କାମୁଡିବା ଫଳରେ ଏହାର ବିଷ ସିଧା ସଳଖ ଆମ ସ୍ନାୟୁ ତନ୍ତ୍ର ଉପରେ ପ୍ରଭାବ ପକାଇ ଥାଏ।

ତେଣୁ ଏହି ସାପ କାମୁଡିବା ପରେ ଯଦି ଉପଯୁକ୍ତ ଚିକିତ୍ସା ନ ମିଳିଥାଏ ତେବେ ସେହି ବ୍ୟକ୍ତିର ମୃତ୍ୟୁ କିଛି ସମୟ ମଧ୍ୟରେ ହୋଇ ଯାଇଥାଏ।ଏହା ସହିତ ବନ ବିଭାଗର କର୍ମଚାରୀ ସେହି ସାପ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିବା କାରଣରୁ ସେମାନେ ତାଙ୍କୁ ଅନେକ ଧନ୍ୟବାଦ ଜଣାଇ ଥିଲେ।ଏହା ସହିତ ଯେଉଁ ପଶୁ ଚିକିତ୍ସକ

ସେହି ସାପର ଚିକିତ୍ସା କରିଥିଲେ ତାଙ୍କୁ ମଧ୍ୟ ବନ ବିଭାଗର କର୍ମଚାରୀ ଅନେକ ଧନ୍ୟବାଦ ଜଣାଇଥିଲେ।ଏହା ସହିତ ଏହି ସାପ ମାନଙ୍କୁ ଦେଖିବା ପରେ ସେମାନଙ୍କୁ ନ ମାରି ସେମାନଙ୍କ ସମ୍ପର୍କରେ ବନ ବିଭାଗକୁ ଖବର ଦେବା ପାଇଁ ବନ ବିଭାଗର କର୍ମଚାରୀ କହିଥିଲେ।ଯାହା ଫଳରେ ସେମାନେ ଆସି ସେହି ସାପକୁ ସୁରକ୍ଷିତ ସ୍ଥାନକୁ ନେଇଯିବେ।

Leave a Reply

Your email address will not be published. Required fields are marked *