ହାତରେ Trisul ମଥାରେ ନାଲି ଟୋପା ଲଗାଇ ମାଆ ଦୁର୍ଗାଙ୍କ ବେଶରେ ସଜେଇ ହୋଇଛନ୍ତି ବିଦ୍ୟାଶ୍ରୀ,ଲୋକ କହିଲେ ଲାଜ ଲାଗୁନି ତମକୁ ସ୍ୱାମୀ ଯିବା ପରେ ତମେ..

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ କିଛି ବିଶେଷ ଖବର ବିଷୟରେ ଜାଣିବା ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ହାତରେ ତ୍ରିଶୂଳ।ଆଉ ଗୋଟିଏ ହାତରେ ନାଲି ଟୋପା ଲଗାଇ ଆଶ୍ରିବାଦ ମୁଦ୍ରାରେ ଠିଆ ହୋଇଛନ୍ତି ବିଦ୍ୟଶ୍ରୀ।ମଥାରେ ମୁକୁଟ ଗଳାରେ ଗଳାହାର ଆଉ ଅଣ୍ଟାରେ ଅଛି ଅଣ୍ଟାର କବଚ।

ତାହା ସହିତ ମାଆ ଦୁର୍ଗାଙ୍କର ଶକ୍ତି ରୁପକୁ ପ୍ରସ୍ଫୁଟିତ କରିଛନ୍ତି ଏବଂ ତାହା ସହିତ ଦୁର୍ଗାପୂଜା ଅବସରରେ ସମସ୍ତିଙ୍କୁ ଶୁଭକାମନା ପ୍ରଦାନ କରିବା ସହିତ ନିଜକୁ ସଜେଇଛନ୍ତି ମାଆ ଦୁର୍ଗାଙ୍କ ରୂପରେ।ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ଏବେ ନିଜ ପ୍ରଶସଙ୍କ ମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଇଛନ୍ତି ବିଦ୍ୟଶ୍ରୀ।

ଏହା ସହିତ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭକାମନା ପ୍ରଦାନ କରିବା ସହିତ ନିଜକୁ ସଜାଇଛନ୍ତି ମାଆ ଦୁର୍ଗାଙ୍କ ରୂପରେ ବା ଶକ୍ତିଙ୍କ ରୂପରେ।ତେବେ ଏହି ସମୟରେ ତାଙ୍କ ସୋସିଆଲ ମିଡିଆ ପେଜରେ କିଛି ଫଟୋ ସେୟାର କରିଛନ୍ତି ବିଦ୍ୟଶ୍ରୀ।କେଉଁଥିରେ ସେ ରୂପ ଧାରଣ କରିଛନ୍ତି ମାଆ ଦୁର୍ଗାଙ୍କର।ହାତରେ ତ୍ରିଶୂଳ ଧରି ଉଗ୍ର ରୂପରେ ଗୋଟିଏ ଫଟୋରେ ବିଦ୍ୟଶ୍ରୀ ନିଜକୁ ଦେଖାଦେଇଥିବା ବେଳେ ଅନ୍ୟ ଫଟୋରେ ମାତା ଲକ୍ଷ୍ମୀଙ୍କ ବେଶରେ ମଧ୍ୟ ନିଜକୁ ଅଵତାରଣ କରିଛନ୍ତି ବିଦ୍ୟାଶ୍ରୀ।

ଯେଉଁଥିରେ ସେ ସ୍ମିତ ହାସ୍ୟ ପ୍ରକଟ କରିଛନ୍ତି।ଏହା ସହିତ ବିଦ୍ୟାଶ୍ରୀଙ୍କ ଆଉ କିଛି ରୂପରେ ମଧ୍ୟ ଫଟୋ ତାଙ୍କ ପ୍ରଶସଙ୍କ ମାନଙ୍କ ମାନଙ୍କୁ ସେ ଦେଖାଇଛନ୍ତି।ଅନ୍ୟ ଏକ ରୂପ ରହିଛି ଯେଉଥିରେ ଗୋଟିଏ ହାତରେ ମହାମବତୀ ଏବଂ ଅନ୍ୟ ଏକ ହାତରେ ପ୍ଲାଷ୍ଟିକ ଚାଙ୍ଗୁଡ଼ି ରହିଛି।କିନ୍ତୁ ଏହା କେଉଁ ରୂପ ତାହା ଆଜି ପର୍ଯ୍ୟନ୍ତ ପ୍ରଶସଙ୍କ ଜାଣିପାରିନାହାନ୍ତି।

ଆଉ ଏକ ରୂପ ଯାହା ତାଙ୍କ ବେଡ଼ରୁମ ମଧ୍ୟରେ ଅଛି।ପଛରେ ଛଅଟି ବେଳୁନ ଲାଗିଛି ଏବଂ ବୋଧ ହୁଏ ଏହା ମେକପ ନେବା ସମୟର ଫଟୋ।ମୁହଁରେ ରହିଛି ଉଗ୍ର ରୂପ କିନ୍ତୁ ଲୋକ ତଥାପି ଜାଣିପାରିନାହାନ୍ତି ଏହା ଦୁର୍ଗା ମାଆଙ୍କ କେଉଁ ରୂପ।ଯଦି ସେ ମାଆ ଦୁର୍ଗାଙ୍କୁ ଦର୍ଶାଉଛନ୍ତି ତେବେ ଏହା କହିବା ଉଚିତଯେ ଏହା କେଉଁ ପ୍ରକାର ରୂପରୁ ପ୍ରେରଣା ନେଇଛି।

ଆଉ ଏକ ଫଟୋ ରହିଛି ଯେଉଁଥିରେ ମାଆ ଖୁଦୁରୁକୁଣୀଙ୍କ ଏକ ମୂର୍ତ୍ତି ରହିଥିବାର ମଧ୍ୟ ନଜର ଆସିଛନ୍ତି।ବୋଧ ହୁଏ ଏହା ଏକ ପୁରୁଣା ଫଟୋ ଏବଂ ଏହାକୁ ନୂଆ ଡେଟରେ ପୋଷ୍ଟ କରିଛନ୍ତି ବିଦ୍ୟଶ୍ରୀ।ତେବେ ତାଙ୍କ ପ୍ରଶସଙ୍କ ମାନେ ଅନେକ ଭଲ ଭଲ କମେଣ୍ଟ କରିଛନ୍ତି ଏବଂ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *