Raani ପଣ୍ଡା ଙ୍କ ଆଖିରେ ପୁଣି ଲୁହ,ଓଡିଶା ବାହାରେ ଥାଇକି ଏହି କାରଣ ପାଇଁ ତାଙ୍କ ଆଖିରେ ଲୁହ ଆସିଲା କି ! କହିଦେଲେ ଏପରି ବଡ କଥା..

ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ଅଭିନେତ୍ରୀ ଜଣକ ଅନେକ ଯାତ୍ରା ଓ ଅନେକ ନାଟକରେ ଅଭିନୟ କରି ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରି ପାରିଛନ୍ତି।ତେବେ ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା।ଯେଉଁଥିରେ ଏହି ଅଭିନେତ୍ରୀ ଜଣକ କାନ୍ଦୁ ଥିବାର ଦେଖା ଯାଇଥିଲା।ଏହା ସହିତ ଏହି ଅଭିନେତ୍ରୀ ନିଜର ସୋସିଆଲ ମିଡିଆରେ ଏହି ଭିଡିଓ ମଧ୍ୟ ଛାଡିଥିଲେ।

ତେବେ ଏହି ଅଭିନେତ୍ରୀ କଣ ପାଇଁ କାନ୍ଦୁଥିଲେ ଏହା ଏବେ ପର୍ଯ୍ୟନ୍ତ ମଧ୍ୟ ଜଣା ପଡି ନାହିଁ।ଏହା ସହିତ ତାଙ୍କର କାନ୍ଦିବାର କାରଣ କଣ ଏବେ ପର୍ଯ୍ୟନ୍ତ ମଧ୍ୟ କେହି ଜାଣି ନାହାଁନ୍ତି।ତେବେ ଏହି ଅଭିନେତ୍ରୀ ସମସ୍ତଙ୍କର ଦରକାର ସମୟରେ ସେମାନଙ୍କ ସହ ଛିଡା ହୋଇ ଥାଆନ୍ତି।ଏହା ସହିତ ଏହି ଅଭିନେତ୍ରୀ ପ୍ରତ୍ୟେକ ସମୟରେ ସମସ୍ତ ଅସହାୟ ଲୋକଙ୍କ ପାଖରେ ଆଶ୍ରା ଭଳି ରହି ଥାଆନ୍ତି।

ଏହା ସହିତ ସେମାନଙ୍କ ପାଇଁ ସମସ୍ତ ପ୍ରକାରର କାର୍ଯ୍ୟ କରି ଥାଆନ୍ତି।ତେବେ ତାଙ୍କର ଏହିଭଳି କାନ୍ଦିବାର ଭିଡିଓ ବର୍ତ୍ତମାନ ସମସ୍ତକୁ ଦୁଃଖିତ କରୁଛି।କାରଣ ଏହି ଅଭିନେତ୍ରୀ ସବୁବେଳେ ହସ ହସ ରହି ଥାଆନ୍ତି।ଏହା ସହିତ ସେ କେବେ ମଧ୍ୟ କାହାକୁ କୌଣସି କ୍ଷତି କରନ୍ତି ନାହିଁ।ସେ ଆମ ଓଡ଼ିଶାରେ ଅନେକ ବିଖ୍ୟାତ ହୋଇ ପାରିଛନ୍ତି।

ସେ ନିକଟରେ ମହାମାରୀ ପୀଡ଼ିତ ସମସ୍ତ ଲୋକଙ୍କ ପାଇଁ ଅନେକ ପ୍ରକାରର ସାହାଯ୍ୟ କରିଥିଲେ।ସେ ସେମାନଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ଏହି ମହାମାରୀ କାରଣରୁ ହୋଇଥିବାର ଅସୁବିଧାରେ ଅନେକ ସହାୟତା କରିଥିଲେ।ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ ସେ ଅନେକ ପ୍ରଶଂସା ମଧ୍ୟ ପାଇଥିଲେ।

ଏହା ସହିତ ଏହି ଅଭିନେତ୍ରୀ ନିଜର ଅଭିନୟ ପାଇଁ ଯେତିକି ପ୍ରସିଦ୍ଧି ପାଇ ପାରିଛନ୍ତି ସେ ନିଜର କାର୍ଯ୍ୟ ପାଇଁ ମଧ୍ୟ ଅନେକ ପ୍ରସିଦ୍ଧି ପାଇ ପାରିଛନ୍ତି।ତେବେ ତାଙ୍କର ଏହି କାନ୍ଦିବାର ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ତାଙ୍କର କାନ୍ଦିବାର କାରଣ ଜାଣିବା ପାଇଁ ଅନେକ ଲୋକ ଅନେକ ପ୍ରୟାସ କରି ସାରିଲେଣି।

କିନ୍ତୁ ଏହା ପରେ ମଧ୍ୟ ତାଙ୍କର ସେହି କାନ୍ଦିବାର କାରଣ ଏବେ ପର୍ଯ୍ୟନ୍ତ କେହି ମଧ୍ୟ ଜାଣି ନାହାନ୍ତି।ତେବେ ତାଙ୍କୁ ବର୍ତ୍ତମାନ ଅନେକ ଲୋକ ସମବେଦନା ଜଣାଇବା ସହିତ ତାଙ୍କୁ ଶକ୍ତ ହେବା ପାଇଁ କହିଛନ୍ତି।ଏହା ସହିତ ଏହି ଅଭିନେତ୍ରୀ ଅନ୍ୟର ଦରକାର ସମୟରେ ସର୍ବଦା ପ୍ରସ୍ତୁତ ରହୁଥିବା ବେଳେ ତାଙ୍କର ଏହିଭଳି ଅବସ୍ଥା ସମୟରେ ତାଙ୍କୁ କେହି ସହାୟତା ନ କରୁ ଥିବାରୁ ସେ ବର୍ତ୍ତମାନ ଅଧିକ ଭାଙ୍ଗି ପଡିଛନ୍ତି।

ଏହା ସହିତ ଏହି ଅଭିନେତ୍ରୀଙ୍କ ସମସ୍ତ ପ୍ରଶଂସକ ମାନେ ତାଙ୍କର ଏହି କାନ୍ଦିବାର କାରଣ ଜାଣିବା ପାଇଁ ଅନେକ ପ୍ରୟାସ କରିଥିଲେ ମଧ୍ୟ ସେମାନେ ବିଫଳ ହେବା ସହିତ ସେମାନେ ତାଙ୍କୁ ତାଙ୍କର କାନ୍ଦିବାର କାରଣ ପାଇଁ ଶକ୍ତ ହେବା ସହିତ ତାଙ୍କୁ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଆଶ୍ୱାସନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *