ଏଥର ଆସିବା ବର୍ଷର ସବୁଠୁ ବଡ ଲଘୁଚାପ,ସାରା ରାଜ୍ୟରେ ହେବ ଜୋରଦାର ବର୍ଷା,ଆଜିଠୁ Akasha ରେ ମେଘୁଆ ପାଗ ଜାରୀ,ଏହି ଜିଲ୍ଲାକୁ Alart

ଆଣ୍ଡମାନ ସାଗର ଉପରି ଭାଗରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ରହିଛି।ଏହାର ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଓ ସଂଲଗ୍ନ ଉପକୂଳବର୍ତ୍ତୀ ଆଣ୍ଡମାନ ସାଗରରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାକୁ ଯାଉଛି।ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଏହା ସହିତ ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି।

ଏହା ସହିତ ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ଅନେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ଜିଲ୍ଲା ମାନଙ୍କରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା ୧୫ ଓ ୧୬ ତାରିଖ ପାଇଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣିଂ ଜାରି କରା ଯାଇଛି।

ଏହା ସହିତ ଓଡ଼ିଶାର ବାକି ଅଞ୍ଚଳରୁ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲେଉଟାଣି ଆରମ୍ଭ ହୋଇ ଯାଇଛି।ଏହା ସହିତ ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ବିଶେଷ ଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଓ ସଂଲଗ୍ନ ଉପକୂଳବର୍ତ୍ତୀ ଆଣ୍ଡମାନ ସାଗରରେ ସୃଷ୍ଟି ହୋଇ ଥିବାରୁ ଏହା ଧୀରେ ଧୀରେ ବର୍ତ୍ତମାନ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।

ଏହା ସହିତ ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବର୍ତ୍ତମାନ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।ଏହା ସହିତ ଏହି ବର୍ଷା ଆରମ୍ଭ ଖୁବ ଶୀଘ୍ର ହୋଇଯିବ ବୋଲି ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଏହା ସହିତ ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହା ସୂଚନା ଦିଆ ଯାଇଛି କି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହିତ ଏହି ବର୍ଷା ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହେବାକୁ ଯାଉଛି।ତେବେ ଆଗାମୀ କିଛି ସମୟ ମଧ୍ୟରେ ଏହି ଘୂର୍ଣ୍ଣିବଳୟ ବିଶେଷ ଭାବରେ ଓଡ଼ିଶାର ଦକ୍ଷିଣାଞ୍ଚଳ ଓ ଆନ୍ଧ୍ରର ଉତ୍ତରାଞ୍ଚଳ ଆଡ଼କୁ ଗତି କରିବ ବୋଲି ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଏ

ହା ସହିତ ପାଣିପାଗ ବିଭାଗର ଅନୁମାନ ଅନୁସାରେ ଏହି ଘୂର୍ଣିବଳୟ ବ୍ରହ୍ମପୁର ଓ ପୁରୀ ଉପକୂଳ ଅଞ୍ଚଳରେ ଅଧିକ ବୃଷ୍ଟି କରିବାର ସମ୍ଭାବନା ରହିଛି।ଏହା ସହିତ ଏହି ଅଞ୍ଚଳର ଜିଲ୍ଲାପାଳଙ୍କୁ ଅଧିକ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ନିର୍ଦ୍ଦେଶନାମା ଜାରି କରା ଯାଇଛି।

ଏହା ସହିତ ଆଗାମୀ କିଛି ସମୟ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗୁଡିକରେ ବର୍ଷା ଆରମ୍ଭ ହୋଇଯିବ ବୋଲି ବର୍ତ୍ତମାନ ପାଣିପାଗ ବିଭାଗ ସୂଚନା ଦେଇଛି।ତେବେ ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ୪.୫ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ହୋଇ ଗତି କରୁଛି।ତେବେ ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା – ଆନ୍ଧ୍ର ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *