ଦାନ୍ତ ମୋତି ଭଳି ଚମକିବ କେବଳ ଦୁଇ Minute ରେ,ଘରେ Tamato ସହ କରନ୍ତୁ ଏହି ଉପାୟ ଗୁଡିକ

ସାଙ୍ଗମାନେ ଆଜିର ଏହି ଆର୍ଟିକଲରା ଆମେ ଜାଣିବା ଆପଣ ନିଜ ଦାନ୍ତକୁ କିପରି ସ୍ଵଚ୍ଛ ଏବଂ ସଫା ରଖିବେ ସେହି ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଅନେକ କାରଣ ବଶତଃ ଆମର ଦାନ୍ତ ଅପରିଷ୍କାର ବା କଳା ହୋଇଯାଇଥାଏ।ଓ ଏହା ଖରାପ ଦେଖାଯାଇଥାଏ।

ଏମିତି ପରିସ୍ଥିତିରେ ଆପଣ କରିବେ କଣ?ଅନେକ ଲୋକଙ୍କ ଦାନ୍ତର ରଙ୍ଗ ଖରାପ ଯୋଗୁ ସେମାନେ ଡେଣ୍ଟିଷ୍ଟ ପାଖକୁ ଯାଇଥାନ୍ତି।ସେମାନେ କେବେହେଲେ ମନ ଖୋଲି ହସି ପାରି ନଥାନ୍ତି ଯାହାଦ୍ୱାରା ତାଙ୍କ ଖରାପ ଦାନ୍ତ ସାମ୍ନାକୁ ଆସିଯାଇଥାଏ।ଆଜି ଆମେ ଏକ ଏପରି ଘରୋଇ ଉପଚାର ବିଷୟରେ ଜାଣିବା ଯାହାଦ୍ୱାରା ଆପଣ ନିଜ ଦାନ୍ତକୁ ମୋତି ଭଳି ଚମକାଇପାରିବେ।

ଏହା ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି।ଏହାକୁ ବ୍ୟବହାର କରି ଦେଖିବେ ଆପଣଙ୍କ ଦାନ୍ତ ଧଳା ହୋଇଯିବ।ଏହି ଉପାୟ ପାଇଁ ଆପଣଙ୍କୁ ସର୍ଵ ପ୍ରଥମେ ଦରକାର ହେବ ବିଲାତି।ଏହା ଆପଣ ନିଜ ରୋଷେଇ ଘରୁ ନେଇ ପାରିବେ।ଆପଣ ଏଠାରେ ଛୋଟ କିମ୍ବା ମଧ୍ୟମ ଆକାରର ବିଲାତି ନିଅନ୍ତୁ।

ଏହାକୁ ପ୍ରଥମେ ଧୀରେ ଧୀରେ ପିଟନ୍ତୁ ଯେପରି ଏହାର ରସ ବାହାରି ଆସିବ।ଦାନ୍ତ ଧଳା କରିବା ପାଇଁ ବିଲାତି ରସର ଅଵଶ୍ୟକତା ରହିଛି।ଏହାପରେ ତାହାକୁ ଦୁଇ ଫାଳ କରି କାଟି ଦିଅନ୍ତୁ।ଏବଂ ରସ ବାହାର କରନ୍ତୁ।ଏହାପରେ ଯେଉଁ ଦ୍ୱିତୀୟ ସାମଗ୍ରୀର ଅଵଶ୍ୟକତା ଥାଏ ତାହା ହେଉଛି ଲେମ୍ବୁ।ଲେମ୍ବୁ ଆଣି ତାହାକୁ ଦୁଇ ଫାଳ କାଟି ଦିଅନ୍ତୁ

ସେଥିରେ ପୁରା ଲେମ୍ବୁର ରସ ଚିପୁଡି ଦିଅନ୍ତୁ।ଏହାପରେ ତୃତୀୟ ଏବଂ ଶେଷ ସମଗ୍ରୀ ହେଉଛି ଟୁଥ ପେଷ୍ଟ।ଆପଣ ଏଠାରେ ଯେକୌଣସି ଧଳା ରଙ୍ଗର ଟୁଥପେଷ୍ଟର ପ୍ରୟୋଗ କରିପାରିବେ।ଯେତିକି ମାତ୍ରାରେ ଆପଣ ଦାନ୍ତ ଘଷିବା ବେଳେ ପେଷ୍ଟ ନିଅନ୍ତି ସେତିକି ମାତ୍ରାରେ ନେଇ ସେହି ମିଶ୍ରଣରେ ଭଲ ଭାବରେ ମିଶାଇ ଦିଅନ୍ତୁ।ଏହାପରେ ଏହା ପ୍ରସ୍ତୁତ ହୋଇଯିବ।

ଏହାପରେ ଏକ ଟୁଥ ବ୍ରସ ଆଣି ତାହାକୁ ସେହି ମିଶ୍ରଣରେ ବୁଡାଇ ଯେପରି ଦାନ୍ତ ଘସନ୍ତି ସେହିପରି ଘସନ୍ତୁ।ଏହାପରେ ଆପଣ ଦେଖିବେ ଆପଣଙ୍କ ଦାନ୍ତ ସଙ୍ଗେ ସଙ୍ଗେ ଧଳା ହୋଇଯିବ।ଏହା ଏକ ବହୁତ ଚମତ୍କାରୀ ଘରୋଇ ଉପଚାର ଅଟେ।ବହୁ ପୁରାତନ କାଳରୁ ଲୋକମାନେ ନିଜର ଦାନ୍ତକୁ ଚମକାଇବା ପାଇଁ ଏହାର ବ୍ୟବହାର କରି ଆସୁଛନ୍ତି।

ଆପଣ ନିହାତି ଭାବରେ ଥରେ ଏହାର ପ୍ରୟୋଗ କରି ଦେଖନ୍ତୁ।ଏହାପରେ ଆପଣ ଦେଖିବେ ଆପଣଙ୍କ କଳା ପଡିଯାଇଥିବା ଦାନ୍ତ ମୋତି ଭଳି ଚମକି ଉଠିବ।ଓ ଆପଣ ଯଦି ନିଜ ଦାନ୍ତକୁ ଧଳା ରଖିବାକୁ ଚାହାନ୍ତି ତେବେ ପାନ, ଗୁଟକା, ବିଡ଼ି, ସିଗାରେଟ ଆଦିରୁ ନିବୃତ ରୁହନ୍ତୁ।

Leave a Reply

Your email address will not be published. Required fields are marked *