ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଆଶ୍ଚର୍ଯ୍ୟ ଜନକ ଖବର ବିଷୟରେ ଜାଣିବା।ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏବଂ ଆପଣ ଏହି ଘଟଣା ଯାହାକୁ କହିବେ ସେ ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।ସାଙ୍ଗମାନେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରଭୁ ହନୁମାନ ଆଜି ମଧ୍ୟ ଜୀବିତ ଅଛନ୍ତି।କିନ୍ତୁ କଣ ଆପଣ ଜାଣନ୍ତି ପ୍ରଭୁ ହନୁମାନଙ୍କ ବାସ୍ତଵ ଫଟୋ ମଧ୍ୟ ରହିଛି ବୋଲି
ହିମାଳୟର ପର୍ବତତୁ ଗୁମ୍ଫା ଭିତରେ ଜଣେ ଯାତ୍ରୀ ନେଇଥିବା ଏକ ପ୍ରକୃତ ଫଟୋ ରହିଛି।ଏହି ଫଟୋରେ ଭଗବାନ ହନୁମାନ ରାମାୟଣର ଉପନ୍ୟାସୀକ ପୁସ୍ତକ ପଢୁଥିବାର ଦେଖିବାକୁ ମିଳିଛନ୍ତି।ହିମାଳୟ ପର୍ବତର ଗୁମ୍ଫା ମଧ୍ୟରୁ ଜଣେ ଯାତ୍ରୀ ନେଇଥିବା ଏହା ପ୍ରଭୁ ହନୁମାନଙ୍କ ଅସଲି ଫଟୋ ଅଟେ।ଭଗବାନ ହନୁମାନ ଜି ରାମାୟଣ ପୁସ୍ତକ ସେହି ଫଟୋରେ ପଢୁଛନ୍ତି।
ସୂଚନା ଅନୁସାରେ ଏକ ଗୋଷ୍ଟି ଏକ ତୀର୍ଥ ଯାତ୍ରାରେ ମାନ ସରୋବର ନାମକ ଏକ ପବିତ୍ର ହ୍ରଦକୁ ଯାଇଥିଲେ।ସେଠାରେ ଥିବା ଜଣେ ବ୍ୟକ୍ତି ପ୍ରଭୁ ହନୁମାନଙ୍କ ଜଣେ ମହାନ ଅନୁଗାମୀ ଥିଲେ।ସେ କିଛି ତଥ୍ୟ ଅନୁସନ୍ଧାନ କରୁଥିଲେ।ଏବଂ ହଠାତ ପ୍ରଭୁ ହନୁମାନଙ୍କ ଭଳି ଦେଖାଯାଉଥିବା ଏକ ବାନରଙ୍କୁ ସେ ଦେଖିଥିଲେ।
ସେହି ବ୍ୟକ୍ତିଙ୍କର ଏକ କ୍ୟାମେରା ଥିଲା ଏବଂ ସେ ସେହି କ୍ୟାମେରାରୁ ଏହି ଫଟୋ ନେଇଥିଲେ।ଫଟୋ ନେଉଥିବା ବେଳେ ହଠାତ ହାର୍ଟ ଚୋକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।ଡାକ୍ତରଙ୍କ ଅନୁସାରେ ଅଜଣା କାରଣରୁ ତାଙ୍କର ତୀର୍ଥ ଯାତ୍ରାରେ ମୃତ୍ୟୁ ହୋଇଥିଲା।ଏହି ଘଟଣା ପ୍ରମାଣ କରେଯେ ଭଗବାନ ହନୁମାନ ଆଜି ମଧ୍ୟ ଶରୀର ରୂପରେ ବିଦ୍ୟମାନ ଅଛନ୍ତି।କାରଣ ସେ ଜଣେ ଚିରଞ୍ଜିବି ଅଟନ୍ତି।
ଚିରଞ୍ଜିବି ଅର୍ଥାତ ସେହି ବ୍ୟକ୍ତି ମହାପ୍ରଲୟ ବା ସୃଷ୍ଟିର ଅନ୍ତ ପର୍ଯ୍ୟନ୍ତ ବଞ୍ଚିବେ।ସୀତା ମାତାଙ୍କ ଦ୍ଵାରା ପ୍ରଭୁ ହନୁମାନଙ୍କୁ ଏହି ବରଦାନ ପ୍ରଦାନ କରାଯାଇଥିଲା।ଯାହାଦ୍ୱାରା ସେ ପ୍ରଭୁ ରାମଙ୍କ ନାମ ଜପ କରି ସାରା ବିଶ୍ୱରେ ବିସ୍ତାର କରିବେ।ସେହି ଫଟୋଟି ଉକ୍ତ ବ୍ୟକ୍ତିଙ୍କ ସାଙ୍ଗଙ୍କ ଠାରୁ ମିଳିଥିଲା।ସେ କୁହନ୍ତି ଏହି ଫଟୋ ପ୍ରଭୁ ହନୁମାନଙ୍କ ଅସଲି ଫଟୋ ଅଟେ।
ସେହି ବ୍ୟକ୍ତି ଭ୍ରମଣ କରୁଥିବା ସମୟରେ ତାଙ୍କ ସାଙ୍ଗଙ୍କ ମୃତ ଶରୀର ଏବଂ ସେହି କ୍ୟାମେରା ମିଳିଥିଲା ଏବଂ ସେଥିରୁ ସେହି ଫଟୋ ମିଳିଥିଲା।।ପରେ ଏହି ଫଟୋ ଭାଇରାଲ ହୋଇଥିଲା।ଭାରତ ସରକାର ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଡାକ୍ତରୀ ଯାଞ୍ଚ ପରେ ମନୋନୀତ ବ୍ୟକ୍ତିଙ୍କୁ ଅନୁମତି ଦେଇ ମାନସରୋବରକୁ ପଠାନ୍ତି।ଏହିଭଳି ଗୋଷ୍ଠୀ ଭାରତର ବିଭିନ୍ନ ଜାତି ଏବଂ ଗୋଷ୍ଠୀକୁ ନେଇ ଗଠିତ ହୋଇଥାଏ।ସେହି ଫଟୋ ୧୯୯୮ର ଗ୍ରୀଷ୍ମ ସମୟରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିଆଯାଇଥିବାର ଜଣା ପଡିଛି।