ଉଚ୍ଚ ରକ୍ତଚାପ କ’ଣ?ଉଚ୍ଚ ରକ୍ତଚାପର କାରଣ ଓ ଲକ୍ଷଣ କିଭଳି ଭାବେ ଆପଣ ଏହି ବଡ ବ୍ୟାଧି ରୁ ରକ୍ଷା ପାଇ ପାରିବେ – ଡାକ୍ତର Binaya Bhusan Binakar

ଜଣେ ବ୍ୟକ୍ତିର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାର ହୃତପିଣ୍ଡ ସର୍ବଦା ସଙ୍କୁଚିତ ଓ ପ୍ରସାରିତ ହେଉଥାଏ।ଏହା ସହିତ ଏହି ଅଙ୍ଗ ଶରୀରର ସବୁବେଳେ କାର୍ଯ୍ୟ କରୁଥାଏ ଓ ଏହି ଅଙ୍ଗ ଆମ ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ।ଏହା ସହିତ ଏହି ଅଙ୍ଗ ଆମ ଶରୀରର ମୁଖ୍ୟ ଅଙ୍ଗ ଅଟେ।ଏହା ସହିତ ଆମ ଶରୀରର ରକ୍ତକୁ ଏହା ଶୁଦ୍ଧ କରିବାରେ ସହାୟକ ହୋଇଥାଏ।ଏହା ସହିତ ଏହା ସଙ୍କୁଚିତ ଓ ପ୍ରସାରିତ ହୋଇ ଆମ ଶରୀରର ବିଭିନ୍ନ ସ୍ଥାନକୁ ରକ୍ତ ପହଞ୍ଚାଇବାରେ ସହାୟକ ହୋଇଥାଏ।

ଏହା ସହିତ ଏହା ସଙ୍କୁଚିତ ଓ ପ୍ରସାରିତ ହେବାର କାରଣ ହେଉଛି ଏହା ଉପରେ ପଡ଼ୁଥିବା ଚାପ।ତେବେ ସମୟ ସମୟରେ ଏହି ଚାପ ଅଧିକ ହୋଇଯାଏ ଯାହା ଫଳରେ ଏହା ଆମ ହୃତପିଣ୍ଡ ପାଇଁ ବହୁତ ଖରାପ ହୋଇଥାଏ।ଏହା ସହିତ ଏହା ଉପରେ ବାରମ୍ବାର ଅଧିକ ଚାପ ପଡିବା ଫଳରେ ଏହାର ଆକାର ମଧ୍ୟ ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ

ଏହା ଆମ ହୃତପିଣ୍ଡର ଆକାରକୁ ଏପରି ଭାବରେ ବଢାଇ ଦେଇ ଥାଏ ଯାହା ଫଳରେ ହୃଦଘାତ ଆସିବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ।ଏହା ସହିତ ଏହା ଆମ ହୃତପିଣ୍ଡ ଉପରେ ଅନେକ ଖରାପ ପ୍ରଭାବ ପକାଇ ଥାଏ।ଏହା ସହିତ ଏହି ରକ୍ତ ଚାପ ହେବାର କାରଣ ସାଧାରଣ ଭାବରେ ଅଧିକ ମାନସିକ ଚାପ କାରଣରୁ ହୋଇଥାଏ।

ଏହା ସହିତ ଉଚ୍ଚ ରକ୍ତଚାପ ହୋଇଛି ବୋଲି ମଧ୍ୟ ସାଧାରଣ ଭାବରେ ଜଣା ପଡି ନଥାଏ।ଏହା ହେବାର ପରେ ଅଳ୍ପ କେତେକ ଲୋକଙ୍କ ମୁଣ୍ଡ ବୁଲାଇବା ଓ ଅନ୍ୟ କିଛି ସମସ୍ୟା ଦେଖା ଯାଇଥାଏ।ଏହା ସହିତ ଏହାକୁ ନିୟନ୍ତ୍ରଣ କରିବାର ମୁଖ୍ୟ ଉପାୟ ହେଉଛି ନିଜକୁ ମାନସିକ ଚାପରୁ ମୁକ୍ତ ରଖିବା।

ଏହା ସହିତ ନିଜକୁ ସମୟ ଦେବା ଓ ସବୁବେଳେ ଏହି ରୋଗ ପାଇଁ ଆବଶ୍ୟକ ଔଷଧ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଖାଇବା ଆବଶ୍ୟକ।ଏହା ସହିତ ଆମେ ଜାଣୁ କି ଆମ ହୃତପିଣ୍ଡର ସାଧାରଣ ଚାପ ହେଉଛି ୧୨୦/୮୦ ଏହା ଠାରୁ ଅଧିକ ଚାପ ହୋଇଗଲେ ଆମେ ଏହାକୁ ଉଚ୍ଚ ରକ୍ତଚାପ ବୋଲି କହିଥାଉ।

ଏହା ସହିତ ଏହି ଉଚ୍ଚ ରକ୍ତଚାପ ହେଉଛି ମଧୁମେହ ରୋଗ ଭଳି ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମକୁ ନିୟମିତ ଭାବରେ ଔଷଧ ଖାଇବା ଆବଶ୍ୟକ।କାରଣ ଏହାକୁ ନିୟମିତ ଭାବରେ ଔଷଧ ଖାଇବା ଫଳରେ ଯାଇ ଏହା ଆମର ନିୟନ୍ତ୍ରଣରେ ରହିବା।ଏହା ସହିତ ଆମକୁ ନିୟମିତ ଭାବରେ ସୁଷମ ଖାଦ୍ୟ ଖାଇବା ନିହାତି ଭାବରେ ଆବଶ୍ୟକ ଅଟେ।

ଯେପରି ଖାଦ୍ୟରେ ଅଧିକ ତେଲ ମସଲା ରହୁ ନଥିବ ଏହା ସହିତ ଖାଦ୍ୟ ଆମ ଶରୀର ପାଇଁ ଅଧିକ ଲାଭଦାୟକ ହୋଇ ପାରୁଥିବା ଆବଶ୍ୟକ।ତେବେ ଆମକୁ ଖାଦ୍ୟ ଖାଇବା ସମୟରେ ଏହା ଧ୍ୟାନ ରଖିବା ଆବଶ୍ୟକ ଯେପରି ଏହି ଖାଦ୍ୟରେ ତେଲର ପରିମାଣ କମ ରହିବା ଆବଶ୍ୟକ।ଏହା ସହିତ ଖାଦ୍ୟ ମଧ୍ୟ ଏକ ସମୟରେ ଅଧିକ ଖାଇବା ଅନୁଚିତ।

ଖାଦ୍ୟକୁ ଅଳ୍ପ ଅଳ୍ପ କରି ଖାଇବା ଆବଶ୍ୟକ।ଏହା ସହିତ ପ୍ରତିଦିନ ବ୍ୟାୟାମ କରିବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଆମକୁ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ କରିବା ସହିତ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଫଳରେ ଏହାକୁ ଆମେ ନିଜ ନିୟନ୍ତ୍ରଣରେ ରଖି ପାରିବା।

Leave a Reply

Your email address will not be published. Required fields are marked *