ଓଡ଼ିଶାର Legendary ଅଭିନେତା ମିହିର ଦାସ କଣ ପାଇଁ ଖାଇଲେ ଆମିଷ ବା Nonveg,ସ୍ତ୍ରୀ ଙ୍କୁ ହରେଇବାପରେ ଏହି କାମ କରିବା ପାଇଁ ବାଧ୍ୟ ହେଇଥିଲେ ସେ,ଏପରି ମିଳିଥିଲା ପ୍ରଥମ ଫିଲ୍ମ

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଅଭିନେତା ମିହିର ଦାସଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଯେତେବେଳେ ବାପା ମାଆଙ୍କ ପାଖରୁ ପିଲାଟିଏ ଧାରା ପୃଷ୍ଠକୁ ଆସେ ସେତେବେଳେ ବାପା ମାଆଙ୍କ ଖୁସି କହିଲେ ନସରେ।ଯେତେବେଳେ ଏହିଭଳି ଏକ ପିଲାଟିଏ ଜନ୍ମ ହୁଏ ସେତେବେଳେ ବାପାମାଆ ବହୁତ ଖୁସି ହୁଅନ୍ତି।

କିନ୍ତୁ ଚିନ୍ତା ଥାଏ ପିଲାଟିର ଗୋଡ଼ ପ୍ରତି।ତାର ଗୋଡ଼ ବଙ୍କା ଥାଏ।ଏଥିପାଇଁ ଅନେକ ସ୍ଥାନକୁ ଯାଇ ପିଲାଟିର ଚିକିତ୍ସା କରନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୁଅନ୍ତି।ଏବଂ ସେହି ପିଲା ଜଣଙ୍କ ଜୋଇଥାନ୍ତି ସମସ୍ତିଙ୍କ ପ୍ରିୟର ଅଭିନେତା ଓଲିଉଡର ଲୋକପ୍ରିୟ ମିହିର ଦାସ।ବାରିପଦାରେ ଜନ୍ମ ହୁଅନ୍ତୁ ମିହିର ଦାସ।ପରିବାରରେ ବାପା ମାଆ ଏବଂ ଭାଇ ଭଉଣୀଙ୍କ ମଧ୍ୟରେ ସାନ ପୁଅ ଥାନ୍ତି ମିହିର ଦାସ

ସ୍କୁଲରେ ପଢିବା ସମୟରେ ମିହିରଙ୍କ ଦୁଷ୍ଟାମି ବହୁତ ଉପରେ ଥିଲା।ମିହିର କ୍ଲାସ ବନ୍ଦ କରି ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିବାକୁ ପଳାନ୍ତି।ପାଠ ପଢିବା ମିହିରଙ୍କ ପାଇଁ ବେଶ କାଠିକର ପାଠ ଥାଏ।କିନ୍ତୁ ମିହିରଙ୍କୁ ସ୍କୁଲ ସମୟରେ ଅଭିନୟର ସୁଯୋଗ ମିଳେ।ଏବଂ ସେଥିରେ ଥିବା ଡାଇଲଗକୁ ମିହିର ମନେ ରଖିଦିଅନ୍ତି।ଅଭିନୟ ପ୍ରତି ଏକ ଦୁର୍ବଳତା ଆରମ୍ଭ ହୁଏ ମିହିରଙ୍କ ଜୀବନରେ।

ଏହାପରେ ଅଭିନୟ ପ୍ରତି ଏକ ଦୁର୍ବଳତା ଆରମ୍ଭ ହୁଏ ମିହିରଙ୍କ ଜୀବନରେ।ସ୍କୁଲ ପାସ କରିବା ପରେ ମିହିର ଦାସ ଡ୍ରାମାରେ ଅଭିନୟ କରିବା ଆରମ୍ଭ କରନ୍ତି।ଏବଂ ତାଙ୍କୁ ଦର୍ଶକଙ୍କ କରତାଳି ମଧ୍ୟ ମିଳେ।କଲେଜ ଡ୍ରାମାରେ ବେସ ଭଲ ଅଭିନୟ କରୁଥିବାରୁ ମିହିରଙ୍କୁ ମିଳେ ଭଲ ଅଭିନେତା ଆୱାର୍ଡ।ଏହାପରେ ମିହିରଙ୍କୁ ମିଳେ ତାଙ୍କର ପ୍ରଥମ ସିନେମାର ଅଫର।

ତାହାର ନାମ ଥାଏ ରାମାୟଣ।ଏହାପରେ ମିହିର ଅନେକ ସିନେମା, ନାଟକ ଆଦି କରନ୍ତି।ଏବଂ ମଞ୍ଚରେ ଅନେକ ଭଲପାଇବା ସାଉଁଟନ୍ତି।ଏହାପରେ ପ୍ରଯୋଜକମାନେ ମିହିରଙ୍କ ଉପରେ ବିଶ୍ୱାସ କରିବା ଆରମ୍ଭ କରିଦିଅନ୍ତି ଏବଂ ମିହୀରଙ୍କୁ ମିଳେ ନାୟକର ରୋଲ।ଏହାପରେ ମିହିର ବିବାହ କରନ୍ତି ସଙ୍ଗିତା ଦାସଙ୍କୁ ଏବଂ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଜାତ ହୁଏ ଯାହାଙ୍କୁ ନେଇ ମିହିର ଖୁସି ଖୁସି ଜୀବନ ଯାପନ କରୁଥାନ୍ତି।

କିନ୍ତୁ ତାଙ୍କ ଜୀବନରେ କଳା ବାଦଲ ଘେରି ଆସେ ଏବଂ ତାଙ୍ ପତ୍ନୀ ମିହିରଙ୍କୁ ସବୁଦିନ ପାଇଁ ବିଦାୟ ଦିଅନ୍ତି।ମିହିର ନାୟକ ସହିତ ଅନେକ ଖଳନାୟକର ଚରିତ୍ର ମଧ୍ୟ କରନ୍ତି।ନିଜ ଅଭିନୟ କ୍ୟାରିଅର ମଧ୍ୟରେ ମିହିର ଯଦିଓ ସବୁକିଛି ଆପଣେଇଦେଇଥାନ୍ତି କିନ୍ତୁ କେବେହେଲେ ଆମିଷକୁ ଆପଣେଇ ନଥାନ୍ତି।କିନ୍ତୁ ଏକ ଫିଲ୍ମରେ ନିର୍ଦେଶକଙ୍କ କଥା ରଖିବାପାଇଁ ଆମିଷକୁ ଘୃଣା କରୁଥିଲେ ମଧ୍ୟ ସେହି ଫିଲ୍ମରେ ଆମିଷ ଖାଇଥାନ୍ତି।କିନ୍ତୁ ସେ ସେହି ଫିଲ୍ମରେ ଚିକେନ୍ ଲେଗ ପିସ କାମୁଡ଼ି ଖାଇବା ପରେ ତାହାକୁ ପାଟିରୁ କାଢିଦେଇଥିଲେ।

Leave a Reply

Your email address will not be published. Required fields are marked *