Vedvyas ଗାଁ ରେ ଭଗବାନ ହନୁମାନ ନିଜର ଗରିବ ଭକ୍ତର ଘରକୁ ଭାଙ୍ଗିବାରୁ ବଞ୍ଚାଇଲେ,ଜବରଦଖଲ କରୁଥିଲେ ଅଧିକାରୀ,ହଟାତ ହେଲା ଏପରି ଯେ ନତମସ୍ତକ କରି ଗଲେ ଭାରି Officer

ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ବାସିନ୍ଦା ହେଉଛନ୍ତି ହରିବଂଶ ଗୁପ୍ତା।ସେ ଭଗବାନ ହନୁମାନଙ୍କର ଏକ ବହୁତ ବଡ଼ ଭକ୍ତ।ସେ ଭଗବାନ ହନୁମାନଙ୍କୁ ପ୍ରତିଦିନ ପୂଜା କରିଥାନ୍ତି।ସେ ନିଜର ଦୁନର ଆରମ୍ଭ ଭଗବାନ ହନୁମାନଙ୍କୁ ପୂଜା କରିବା ପରେ ଯାଇ ଆରମ୍ଭ କରନ୍ତି।ଏହା ସହିତ ଭଗବାନ ହନୁମାନଙ୍କ ଉପରେ ତାଙ୍କର ବହୁତ ଅଧିକ ବିଶ୍ୱାସ ରହିଥାଏ।ଭଗବାନ ହନୁମାନଙ୍କୁ ସେ ବହୁତ ଶୁଦ୍ଧ ମନରେ ପୂଜା କରନ୍ତି।

ସେ ଭଗବାନ ହନୁମାନଙ୍କ ଏକ ବହୁତ ବଡ଼ ଭକ୍ତ ହୋଇଥିବାରୁ ସେ ନିଜର ଘର ସମ୍ମୁଖରେ ଭଗବାନ ହନୁମାନଙ୍କ ଏକ ବିଶାଳ ମୂର୍ତ୍ତି ସ୍ଥାପିତ କରିଛନ୍ତି।ଭଗବାନ ହନୁମାନଙ୍କ ବିଶାଳ ମୂର୍ତ୍ତି ସ୍ଥାପିତ କରିବା ଫଳରେ ସେ ନିଜେ ପ୍ରତିଦିନ ସକାଳୁ ଉଠି ଭଗବାନ ହନୁମାନଙ୍କ ପୂଜା କରିବା ସହିତ ସେହି ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଆସି ଭଗବାନ ହନୁମାନଙ୍କ ପୂଜା କରିଥାନ୍ତି।

ଏହା ସହିତ ତାଙ୍କର ଏକ ଲୁଗା ଦୋକାନର ବ୍ୟବସାୟ ରହିଛି ଯାହାକୁ ତାଙ୍କର ପତ୍ନୀ ସମ୍ଭାଳି ଥାଆନ୍ତି।ଏହା ସହିତ ଭଗବାନ ହନୁମାନ ମଧ୍ୟ ନିଜର କୃପା ଦୃଷ୍ଟି ତାଙ୍କ ଉପରେ ରଖି ଥାଆନ୍ତି।କିନ୍ତୁ ଅଚାନକ ତାଙ୍କ ସହିତ ଏକ ଅଘଟଣ ଘଟି ଯାଇଥିଲା।ଯାହା ବିଷୟରେ ସେ କେବେ ମଧ୍ୟ ଚିନ୍ତା କରି ନଥିଲେ।ଦିନେ ତାଙ୍କ ଘରେ ଅଚାନକ ଭାବରେ ଏକ ସରକାରୀ ନୋଟିସ ଆସି ପହଞ୍ଚିଲା।

ଯେଉଁଥିରେ ଲେଖା ଥିଲା କି ତାଙ୍କର ଘରର ଏକ ଅଂଶ ସରକାରି ଜମିରେ ଛିଡ଼ା ହୋଇଛି।ଯାହାକୁ ଭାଙ୍ଗିବା ପାଇଁ ସରକାରଙ୍କ ପାଖରୁ ନୋଟିସ ଆସିଥିଲା।ଏହା ସହିତ ଏହା ଶୁଣିବା ପରେ ହରିବଂଶ ଗୁପ୍ତା କଣ କରିବେ ସେ ଜାଣି ପାରୁ ନଥିଲେ।ତେବେ ସେଥିରେ ଲେଖାଥିଲା କି ତାଙ୍କ ପାଖକୁ ଆଗରୁ ମଧ୍ୟ ଏହି ଘଟଣା ସମ୍ପର୍କରେ ନୋଟିସ ଆସି ସାରିଛି କିନ୍ତୁ ସେ ଏହାକୁ ଗୁରୁତର ଭାବରେ ନେଇ ନାହାଁନ୍ତି।

ତେବେ ଏହାର କିଛି ଦିନ ପରେ ସେ ଭଗବାନ ହନୁମାନଙ୍କୁ ପୂଜା କରି ଫେରିବା ସମୟରେ ଦେଖିଲେ କି ତାଙ୍କର ଘର ସମ୍ମୁଖରେ ଅନେକ ଲୋକ ଜମା ହୋଇଛନ୍ତି।ଏହା ସହିତ ତାଙ୍କର ଘର ସମ୍ମୁଖରେ ଏକ ଜେସିବି ମଧ୍ୟ ଛିଡା ହୋଇଛି।ଏହା ଦେଖିବା ପରେ ସେ ସେଠାକୁ ଯାଇ ଦେଖିଲେ କି ତାଙ୍କର ପତ୍ନୀ ସେହି ସରକାରୀ କର୍ମଚାରୀ ମାନଙ୍କ ସହିତ ଝଗଡ଼ା କରୁଛନ୍ତି

କାରଣ ସେମାନେ ସେହି ଘରର କିଛି ଅଂଶକୁ ଭାଙ୍ଗିବାକୁ ଆସିଛନ୍ତି।ଏହା ଦେଖିବା ପରେ ହରିବଂଶ ଗୁପ୍ତା ଦୁଃଖିତ ହୋଇ ଭଗବାନ ହନୁମାନଙ୍କ ମୂର୍ତ୍ତି ପାଖରେ ଯାଇ ବସି ପଡିଲେ।ଏହାର କିଛି ସମୟ ପରେ ସେଠାକୁ ଏକ ବଡ଼ ଅଫିସରଙ୍କ ଗାଡ଼ି ଆସିଲା ଓ ସେ ସେହି ଘରକୁ ନ ଭାଙ୍ଗିବାକୁ ଆଦେଶ ଦେଲେ।ସେ କହିଲେ କି ତାଙ୍କର ଗ୍ରାମର କେହିଜଣେ କହିଛନ୍ତି କି ତାଙ୍କର ଘରକୁ ଭାଙ୍ଗିବା ଫଳରେ ଘର ପାଖରେ ଥିବା ହନୁମାନଙ୍କ ମୂର୍ତ୍ତିକୁ ମଧ୍ୟ କ୍ଷତି ପହଞ୍ଚି ପାରେ।

ଯାହା ପରେ ଲୋକମାନେ ଅନେକ ସମସ୍ୟା ସୃଷ୍ଟି କରି ପାରନ୍ତି।ଫଳରେ ବିଧାୟକ ସେହି ଘରକୁ ନ ଭାଙ୍ଗିବା ପାଇଁ କହିଥିଲେ ଓ ଏହା ଜାଣିବା ପରେ ହରିବଂଶ ଗୁପ୍ତା ଭଗବାନ ହନୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ସେ କହିଲେ କି ଭଗବାନ ନିଜର ଭକ୍ତଙ୍କୁ କେବେ ମଧ୍ୟ ଅସୁବିଧାରେ ଛାଡନ୍ତି ନାହିଁ।ସେ ସର୍ବଦା ତାଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରି ଥାଆନ୍ତି।ଏହା ତାହାର ଏକ ଉଦାହରଣ ଅଟେ।

Leave a Reply

Your email address will not be published. Required fields are marked *