Hollywood ପରଦାରେ ଢେମସା ନାଚ,ଏବେ ସାରା ଦୁନିଆ ଦେଖିବ ଆମ କୋରାପୁଟ ର ନାଚ..ଦେଖନ୍ତୁ Video

ତେବେ କୋରାପୁଟ ଜିଲ୍ଲାର ଢେମସା ନାଚ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ଢେମସା ନାଚ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛି।କିଛିଦିନ ତଳେ କୋରାପୁଟ ଜିଲ୍ଲାର ଏକ ଗ୍ରାମରେ ଏହି ଢେମସା ନାଚର ସୁଟିଂ କାର୍ଯ୍ୟ କରାଯାଉଥିବାର ଦେଖବାକୁ ମିଳିଥିଲା।ତେବେ ଏହା ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେବେ ଏହା ସବୁଠାରୁ ଆଶ୍ଚର୍ଯ୍ୟର କଥା ନଥିଲା।ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା କି ଯେଉଁମାନେ ସୁଟିଂ କରୁଥିଲେ ସେମାନେ ଆମ ଦେଶର ନଥିଲେ।

ତେବେ କିଛି ବିଦେଶୀ ଲୋକ ଆସି ଏହି ସୁଟିଂ କାର୍ଯ୍ୟ କରୁଥିଲେ।ତେବେ ଏହା ହେବା ଫଳରେ ବର୍ତ୍ତମାନ ଏହା ଅନୁମାନ କରାଯାଉଛି କି ଢେମସା ନାଚ ବର୍ତ୍ତମାନ କେବଳ ଆମ ଦେଶରେ ନୁହେଁ ବରଂ ସମ୍ପୂର୍ଣ୍ଣ ବିଶ୍ୱରେ ବର୍ତ୍ତମାନ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛି।ତେବେ କିଛି ଓଡ଼ିଆ କଳାକାର ମାନଙ୍କ ସହିତ କିଛି ବିଦେଶୀ କଳାକାର ମାନେ ମଧ୍ୟ ସେହି ସ୍ଥାନରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା।

ସେମାନେ ମଧ୍ୟ ଓଡ଼ିଆ କଳାକାର ମାନଙ୍କ ସହିତ ନୃତ୍ୟ କରିଥିଲେ।ତେବେ ସେମାନେ ଓଡ଼ିଶାର କୋରାପୁଟ ଜିଲ୍ଲାର ଏହି ଢେମସା ନାଚକୁ ବର୍ତ୍ତମାନ ଦେଶର ବାହାରେ ମଧ୍ୟ ପରିଚୟ ଦେବାକୁ ପ୍ରୟାସ କରିଛନ୍ତି।ତେବେ ଏହା ଅନୁମାନ କରାଯାଉଛି କି ସେମାନଙ୍କର ପ୍ରୟାସ ବର୍ତ୍ତମାନ ଅନେକ ଭାବରେ ସଫଳ ହେବାକୁ ଯାଉଛି।ସେହି ଅନ୍ୟ ଦେଶର ଷ୍ଟୁଡିଓ ପକ୍ଷରୁ କିଛି କଳାକାର ମାନେ ସେହି ଜନଜାତିର କିଛି ଲୋକମାନଙ୍କ ସହିତ ମିଶି ନୃତ୍ୟ କରିଥିଲେ।

ଯାହାକୁ ସେମାନେ ସୁଟିଂ କରିଥିଲେ ଏହା ସହିତ ସେମାନେ ଏହାକୁ ନିଜ ଦେଶରେ ପ୍ରସାରିତ କରିବେ ବୋଲି ଅନୁମାନ କରାଯାଉଛି।ତେବେ ବଣ ଜଙ୍ଗଲ ଭରା କୋରାପୁଟ ଜିଲ୍ଲାର ଏହି ଢେମସା ନାଚକୁ ବର୍ତ୍ତମାନ ଧିରେ ଧିରେ ଲୋକ ଲୋଚନକୁ ଆଣିବା ପାଇଁ ବର୍ତ୍ତମାନ ଅନେକ ପ୍ରୟାସ କରାଯାଉଛି।ଏହା ସହିତ ଏହି ପ୍ରୟାସ ଫଳରେ କୋରାପୁଟ ଜିଲ୍ଲାର ଜନଜାତି ମାନଙ୍କର ଏହି ନୃତ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରିବ।

ଏହା ସହିତ ଲୋକମାନେ ମଧ୍ୟ ଏହି ନାଚକୁ ବହୁତ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି।ତେବେ ଏହା ଦେଖିବାକୁ ବାକି ରହିଲା ଏହା ପ୍ରସାରିତ ହେବା ପରେ ଲୋକମାନଙ୍କୁ ଏହା କେତେ ମାତ୍ରାରେ ପସନ୍ଦ ଆସୁଛି।ତେବେ ଏହି ସୁଟିଂ କାର୍ଯ୍ୟରେ ଶାଶ୍ଵତ ଯୋଶୀ ଅନେକ ସହାୟତା କରିଥିଲେ।ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହି ସୁଟିଂ ସମ୍ପର୍କରେ କିଛି କଥା ମଧ୍ୟ କହିଥିଲେ।

ତେବେ ଲୋକମାନେ ବର୍ତ୍ତମାନ ଏହାକୁ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି।ଏହା ସହିତ ଓଡ଼ିଆ କଳାକାର ମାନଙ୍କ ସହିତ ବିଦେଶୀ କଳାକାର ମାନେ ମଧ୍ୟ ମିଶି ନିଜର ନୃତ୍ୟ ଉପସ୍ଥାପନ କରିଥିଲେ।ସେମାନେ ଓଡ଼ିଶାର କଳା ଓ ସଂସ୍କୃତି ସହିତ କିଛି କିଛି ପରିଚିତ ହୋଇ ପାରିଥିଲେ।

ଏହା ସହିତ ଏହା ଅନୁମାନ କରାଯାଉଥିଲା ସେମାନଙ୍କୁ ଏହି ଢେମସା ନାଚ ବହୁତ ଅଧିକ ପସନ୍ଦ ଆସିଥିଲା।ସେମାନେ ଏହିଠାରେ କିଛି ସମୟ ବିତାଇବା ସହିତ ଏହି ନାଚ ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଥିଲେ।

Leave a Reply

Your email address will not be published. Required fields are marked *