ଶୀତଦିନେ କିପରି ନିଜ ଓଠର ଯତ୍ନ ନେବେ,ଏଭଳି ଭାବେ ନିଜ ସ୍ୱାସ୍ଥ୍ୟ କୁ ଶୀତ ଦିନରେ ସତେଜ ରଖିପାରିବେ ଆପଣ – ଡାକ୍ତର Prabha ସିଂ

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ପ୍ରତି ଦିନ କିଛି ନା କିଛି ଜିନିଷ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଆଜି ମୁଁ ଆପଣ ମାନଙ୍କୁ ଏପରି ଗୋଟିଏ ଘଟଣା ବିଷୟରେ ଅବଗତ କରାଇବି।ତେବେ ଏହି ବିଷୟରେ ଆପଣ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆସନ୍ତୁ ଜାଣିବା ଆଜିର ତଥ୍ୟ ବିଷୟରେ।

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ କି ଶୀତ ଦିନେ ସମସ୍ତଙ୍କର ଓଠ ଫାଟି ଥାଏ।ଆଉ ଓଠ ଫାଟିବା ଗୋଟିଏ ବହୁତ ସାଧାରଣ କଥା ହେଲେ ବି ଆମକୁ ଏହାର ଯତ୍ନ ନେବାର ଅଛି।ଏମିତି ଅନେକ ଲୋକଙ୍କର ସମସ୍ୟା ରହିଛି।ଆଜି ଆମେ ଜାଣିବା କିଭଳି ଭାବେ ଆପଣ ଶୀତ ଦିନେ ନିଜ ଓଠର ଯତ୍ନ ନେବେ।କିପରି ନିଜ ଓଠକୁ କୋମଳ ବା ନରମ ରଖିବେ।

ଏମିତି ପ୍ରାୟ ଋତୁ ପରିବର୍ତ୍ତନ ବା ଓଠକୁ ବେଶି ଓଦା କରିବା ଦ୍ଵାରା ଏହା ଶୁଖିଲା ପଡ଼ିଯାଏ। ଓଠର ଚର୍ମ ଏମିତିରେ ବି ବହୁତ ପତଳା ଓ ସୂକ୍ଷ୍ମ ହୋଇଥାଏ।ଯଦି ଏହା ଅଧିକ ଶୁଖିଯାଏ କିମ୍ୱା ଏହା ନରମ ହୋଇଥାଏ ଏହା ଫାଟି ଏଥିରୁ ରକ୍ତ ବାହାରିବାକୁ ଲାଗିଥାଏ।ଯଦି ରକ୍ତ ବାହାରୁଛି ଏହାକୁ ସଫା କରି ରଖନ୍ତୁ।ଆବଶ୍ୟକ ନଥିଲେ ଓଠକୁ ଲିକ କରନ୍ତୁ ନାହିଁ।

ଏହା ସହ ଆପଣ ସବୁବେଳେ ଲିପ ବାମ ବ୍ୟବହାର କରନ୍ତୁ।ଲିପ ବାମ ଭାବେ ସୀୟା ବଟରକୁ ବ୍ୟବହାର କରିପାରିବେ।ଏହା ସହ ନିଜ ଭୋଜନରେ ଭିଟାମିନ ଓ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।ଯାହା ଦ୍ଵାରା ଆପଣଙ୍କ ଚର୍ମ ଭିତରୁ ମଧ୍ୟ ସ୍ଵସ୍ଥ୍ୟ ରହିବ।ତେବେ ଏହା ସହ ଆପଣ ଲଜିନ, ହାଇଲୋରୋନିକ ଏସିଡ ବ୍ଯବହାର କରିପାରିବେ।

ଏହା ପରେ ଯଦି ଆପଣଙ୍କ ସମସ୍ୟାର ସମାଧାନ ହେଉ ନାହିଁ ବା ଲିପ ବାମ ଲଗାଇଲେ ମଧ୍ୟ ଆପଣଙ୍କ ସମସ୍ୟାର ସମାଧାନ ହେଉ ନାହିଁ ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।ଡାକ୍ତର ମାନେ ତାର ପ୍ରତିକାର ପାଇଁ କେବେ କେବେ ହାଇଡ୍ରୋନିକ ଏସିଡ ନହେଲେ ପିଆରପି ଚିକିତ୍ସାର ପ୍ରୟୋଗ କରନ୍ତି।

ଏହା ଦ୍ଵାରା ଆପଣଙ୍କ ଓଠର କୋମଳତା ବା ନରମ ଠିକ ଠାକ ରୁହେ।ସେଥିରେ ଗୋଟିଏ ଚମକ ଦେଖାଯାଏ ଓ ଆଉ ଫାଟି ରକ୍ତ ବାହାରେ ନାହିଁ। ଖରାକୁ ଯିବା ସମୟରେ ମଧ୍ୟ ସନ ସ୍କ୍ରିମର ବ୍ୟବହାର କରନ୍ତୁ।ଏହା ସହ ଲିପ ବାମ ଆଜି କଲି ସନ ସ୍କ୍ରିନ ଯୁକ୍ତ ଆସୁଛି।ଆଉ ରାତିରେ ଶୋଇବା ପୁର୍ବରୁ ଓଠରେ ମଏଶ୍ଚରାଇଜର ଲଗାଇବା ଭୁଲାନ୍ତୁ ନାହିଁ।ଏହା ଦ୍ଵାରା ଆପଣଙ୍କ ଓଠ କୋମଳ ରହିବ ଓ ଗ୍ଲୋ କରିବ।ଏହା ଆପଣଙ୍କ ଓଠର ସ୍କିନକୁ ଅଦରକାରୀ କ୍ଷତିରୁ ରକ୍ଷା କରିବ।

Leave a Reply

Your email address will not be published. Required fields are marked *