ଯଦି ଆପଣ ସାଙ୍ଗ କୁ ଭଲ ପାଉଛନ୍ତି ତେବେ ଏହି ଝିଅ କହୁଥିବା କଥା କୁ ନିଶ୍ଚୟ ଦେଖନ୍ତୁ…ସୁନ୍ଦର Video

ତେବେ ଜଣେ ଝିଅର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ସେ ପ୍ରେମ ଓ ବନ୍ଧୁତା ସମ୍ପର୍କରେ କିଛି କଥା ବର୍ଣ୍ଣନା କରିଛନ୍ତି।ତେବେ ସୂଚନା ଅନୁସାରେ ସେହି ଝିଅ ଜଣଙ୍କ ଏକ ସୁନ୍ଦର ଗପ ମାଧ୍ୟମରେ ବନ୍ଧୁତା ଓ ପ୍ରେମ ମଧ୍ୟରେ କେଉଁଟା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ତେବେ ଆମେ ବର୍ତ୍ତମାନ ସେ ସେହି ଭିଡିଓରେ କହିଥିବା ସମସ୍ତ କଥା ସମ୍ପର୍କରେ ଭଲ ଭାବରେ ଆଲୋଚନା କରିବା।

ତେବେ ଜଣେ ଝିଅର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ସେ ଏକ ଛୋଟ ଗପ କହିଥିଲେ।ସେ କହିଥିଲେ କି ଥରେ ଏକ ପୁଅ ନିଜର ଜଣେ ବନ୍ଧୁ ଓ ନିଜର ପ୍ରେମିକାକୁ ଫୋନ କରିଥିଲା।ସେ କହିଥିଲେ କି ଆଜି ମୁଁ ମରିବାକୁ ଯାଉଛି।ଏହା ଶୁଣିବା ପରେ ତାର ବନ୍ଧୁ ଓ ତାର ପ୍ରେମିକା ଉଭୟ କଣ ନିଜର କଥା ରଖି ଥିଲେ ସେ ସେହି ସମ୍ପର୍କରେ କହିଥିଲେ।

ଏହା ସହିତ ଏହି କଥା କାହା ଉପରେ ମତ ଦେଇଥିଲା ଏହା ଉପରେ ସେ ନିଜର ମତ ରଖିଛନ୍ତି।ସେ ସେହି ଭିଡିଓରେ ନିଜର କଥା ରଖି କହିଥିଲେ କି ସେହି ପିଲା ଯେତେବେଳେ ଏହା କହିଥିଲା କି ସେ ମରିବାକୁ ଯାଉଛି ସେହି ସମୟରେ ତାଙ୍କର ପ୍ରେମିକା କହିଥିଲା କି ସେ ବର୍ତ୍ତମାନ ବ୍ୟସ୍ତ ଅଛି ଏହା ସମ୍ପର୍କରେ ସେ ପରେ କଥା ହେବ।

ଏହା ଶୁଣିବା ପରେ ସେ ବହୁତ ଦୁଃଖିତ ହୋଇ ଯାଇଥିଲେ।ଏହା ସହିତ ସେ ଏହା ଭାବିଥିଲେ କି ସେ ଯାହାକୁ ଏତେ ଅଧିକ ଭଲ ପାଉଥିଲେ ଯାହା ସହିତ ସେ ସାରା ଜୀବନ ବିତାଇବେ ବୋଲି ଚିନ୍ତା କରିଥିଲେ ସେ ତାଙ୍କ ମରିବା କଥା ଶୁଣିବା ପରେ ମଧ୍ୟ ବ୍ୟସ୍ତ ହେଉ ନାହାନ୍ତି।ଏହା ଶୁଣିବା ପରେ ସେ ବହୁତ ଦୁଃଖିତ ହୋଇ ପଡ଼ିଥିଲେ।

ଏହା ପରେ ତାଙ୍କର ବନ୍ଧୁ ମଧ୍ୟ ତାଙ୍କୁ ଫୋନ କରିଥିଲେ।ସେ କହିଥିଲେ କି ଆରେ ରହିଯା ଏକା କୁଆଡେ ଯାଉଛୁ ମୁଁ ବି ତୋ ସହ ଯିବି ଆଉ ଟିକେ ଅପେକ୍ଷା କରେ।ଏହାପରେ ସେହି ପୁଅ ଜଣଙ୍କ କାନ୍ଦି ପକାଇ ଥିଲା।ଏହା ସହିତ ସେ କହିଥିଲା କି ଆଜି ପୁଣି ପ୍ରମାଣିତ ହୋଇଗଲା କି ବନ୍ଧୁତା ଓ ପ୍ରେମ ମଧ୍ୟରେ ବନ୍ଧୁତା ସବୁଠାରୁ ଅଧିକ ଆଗରେ ରହିଥାଏ।

ଏହା କହୁଥିବାର ସେହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏହା ସହିତ ସେହି ଭିଡିଓକୁ ବର୍ତ୍ତମାନ ବହୁତ ଲୋକ ପସନ୍ଦ ମଧ୍ୟ କରୁଛନ୍ତି।ଏହା ସହିତ ଅନେକ ଲୋକ ଏହି ଭିଡିଓକୁ ବର୍ତ୍ତମାନ ସମର୍ଥନ କରିବା ସହିତ ଏହାକୁ ଏକ ଠିକ କଥା ବୋଲି କହିଛନ୍ତି।ତେବେ ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଏହା ସହିତ ଏହାକୁ ବର୍ତ୍ତମାନ ଅନେକ ଲୋକ ସେୟାର କରିବାରେ ମଧ୍ୟ ଲାଗିଛନ୍ତି।ତେବେ ସେହି ମହିଳାଙ୍କ କଥା ମଧ୍ୟ ବାସ୍ତବ ଜୀବନରେ ସତ୍ୟ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *