କୋଣାର୍କ ମନ୍ଦିରର ମୁଖଦ୍ଵାର (Maindoor) ଖୋଲିଲେ ପ୍ରଳୟ ଆସିବ,କାହିଁକି ଖୋଲାଯାଉନାହିଁ ମୁଖ୍ୟଦ୍ଵାର,ଦେଖନ୍ତୁ ଏହି ବିଶେଷ Video

ତେବେ ଆମ ଓଡ଼ିଶାର କୋଣାର୍କ ମନ୍ଦିର ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ମନ୍ଦିର ସହିତ ଏପରି ଅନେକ ରହସ୍ୟ ଜଡ଼ିତ ହୋଇ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ।ତେବେ ଆମେ ବର୍ତ୍ତମାନ ଏହି ମନ୍ଦିର ସହିତ ଜଡ଼ିତ କିଛି ରହସ୍ୟ ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ମନ୍ଦିର ସମ୍ପର୍କରେ ଏପରି କୁହାଯାଏ କି ଏହି ମନ୍ଦିର ଏକ ଅଭିଶପ୍ତ ମନ୍ଦିର ଅଟେ।ଏହା ସହିତ ଏହି ମନ୍ଦିରର ଆକାର ଏକ ରଥ ଆକୃତିର।

ତେବେ ଏହି ମନ୍ଦିରର ମୁଖଶାଳାକୁ ୧୯୦୩ ମସିହାରୁ ବନ୍ଦ କରି ଦିଆଯାଇଛି।ତେବେ ଏହା କଣ ପାଇଁ କରାଯାଇଛି ଏହା ସମ୍ପର୍କରେ କିଛି ମଧ୍ୟ ଜଣା ନାହିଁ।ତେବେ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ମନ୍ଦିରର ମୁଖ୍ୟ ଦ୍ଵାରକୁ ଖୋଲିବା ପାଇଁ କେହି କେବେ ମଧ୍ୟ ଚିନ୍ତା କରନ୍ତି ନାହିଁ।ଏହା ସହିତ ଏପରି ମଧ୍ୟ କୁହାଯାଇଥାଏ କି ରାତି ସମୟରେ ଏହା ଭିତରୁ ନର୍ତ୍ତକୀ ମାନଙ୍କର ନାଚିବାର ଶବ୍ଦ ସୁଭିଥାଏ।

ଏହା ସହିତ ଏହି ମନ୍ଦିର ସହିତ ଆଉ ଏକ କଥା ମଧ୍ୟ ଜଡିତ ହୋଇ ରହିଛି।ଏପରି କୁହାଯାଏ କି ଏହି ମନ୍ଦିର ସମ୍ମୁଖରେ ଥିବା ଏକ ସ୍ଥାନରେ ଭଗବାନ ଶ୍ରୀ କୃଷ୍ଣଙ୍କ ପୁତ୍ର ଶାମ୍ବ ତପସ୍ୟା କରିଥିଲେ।ସେ କୌଣସି କାରଣରୁ କୋଷ୍ଟ ରୋଗରେ ଆକ୍ରାନ୍ତ ହୋଇଥିଲେ।ଯାହା ଫଳରେ ସେ ଭଗବାନ ସୂର୍ଯ୍ୟ ଦେବଙ୍କ ତପସ୍ୟା କରି ଏହି ରୋଗରୁ ମୁକ୍ତି ପାଇବା ପାଇଁ ତପସ୍ୟା କରିଥିଲେ।

ଏହା ସହିତ ସେ ଏଠାରେ ତପସ୍ୟା କରିବା ସହିତ ସମୁଦ୍ର କୁଳରୁ ଭଗବାନ ସୂର୍ଯ୍ୟଦେବଙ୍କ ଏକ ମୂର୍ତ୍ତି ପାଇଥିଲେ।ତେବେ ଏହି ମନ୍ଦିର ସହିତ ଜଡ଼ିତ ଏପରି ଅନେକ କଥା ଜଡ଼ିତ ହୋଇ ରହିଛି।ଏହା ସହିତ ଏହି ମନ୍ଦିରର ଏପରି ଅନେକ ରହସ୍ୟ ରହିଛି ଯାହା ସମ୍ପର୍କରେ ଜାଣିବା ମଧ୍ୟ ଅସମ୍ଭବ ଅଟେ।

ତେବେ ଏହି ମନ୍ଦିର ସହିତ ଜଡ଼ିତ ହୋଇ ରହିଥିବା ଏପରି ଅନେକ କଥା ରହିଛି ଯାହା ସମ୍ପର୍କରେ ଜାଣିବା ମଧ୍ୟ ଅସମ୍ଭବ ଅଟେ।ତେବେ ଏହି ମନ୍ଦିରର ଅନେକ ରହସ୍ୟ ରହିଛି ଯାହାକୁ ଆଜି ମଧ୍ୟ ଉନ୍ମୋଚନ କରାଯାଇ ପାରି ନାହିଁ।ତେବେ ଏହି ମନ୍ଦିର ସମ୍ପର୍କରେ କୁହା ଯାଉଥିବା ସମସ୍ତ କଥାକୁ ଅନେକ ଲୋକ ଅସତ୍ୟ ବୋଲି କହିଥାନ୍ତି।

ଏହା ସହିତ ଏହି ମନ୍ଦିରର ମୁଖଶାଳାକୁ ଖୋଲିବା ପାଇଁ ଅନେକ ଦାବି ମଧ୍ୟ ହୋଇ ସାରିଲାଣି।କିନ୍ତୁ ଏହା ପରେ ମଧ୍ୟ ଏହି ମନ୍ଦିରର ମୁଖଶାଳା ଖୋଲା ଯାଇ ନାହିଁ।ଏହା ସହିତ ଏହି ମନ୍ଦିରର ଯେଉଁ ପୂର୍ବ ମୂର୍ତ୍ତି ରହିଥିଲା ତାହା ବର୍ତ୍ତମାନ କେଉଁ ସ୍ଥାନରେ ରହିଛି ଏହା ସମ୍ପର୍କରେ ଜଣା ପଡ଼ି ନାହିଁ।

କିନ୍ତୁ ଏହା କୁହାଯାଇଥାଏ କି ସେଠାରେ ଥିବା ସଂଗ୍ରହାଳୟରେ ଯେଉଁ ସୂର୍ଯ୍ୟଙ୍କ ମୂର୍ତ୍ତି ରହିଛି ତାହା ହେଉଛି ସୂର୍ଯ୍ୟ ମନ୍ଦିରର ମୂର୍ତ୍ତି।କିନ୍ତୁ ଏହା ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ପ୍ରମାଣ ମିଳିନାହିଁ।ଏହା ସହିତ ସୂର୍ଯ୍ୟ ମନ୍ଦିର ସହିତ ଜଡ଼ିତ ଏପରି ଅନେକ କଥା ରହିଛି ଯାହା ସମ୍ପର୍କରେ ଆଜି ମଧ୍ୟ ଜଣା ପଡେ ନାହିଁ।

Leave a Reply

Your email address will not be published. Required fields are marked *