ସାମ୍ନା ଙ୍କୁ ଆସିଲା ସାଙ୍ଘାତିକ କଥା,ସପ୍ତାହେ ମଧ୍ୟରେ ପୃଥିବୀ ସଙ୍ଗେ ଉଲକା ପିଣ୍ଡର ଧକା? NASA ଦେଲା ଏଭଳି ବଡ ସୂଚନା,ଦେଖନ୍ତୁ Video

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।୨୦୧୯ରୁ କରୋନା ସାରା ଦୁନିଆକୁ ନିଜ ଅଧୀନରେ ରଖିଛି।ଏହି ମହାମାରୀ ଦୁନିଆକୁ କାରାଗାରରେ ରହିବାକୁ ବାଧ୍ୟ କରିଥିଲା।ବର୍ତ୍ତମାନ ପୁଣିଥରେ ଏହାର ନୂଆ ଭାରିଆଣ୍ଟ ହଲଚଲ ସୃଷ୍ଟି କରିବା ଆରମ୍ଭ କରିଦେଲାଣି।

ବର୍ତ୍ତମାନ ଏହି ସମୟରେ ଆହୁରି ଏକ ନୂଆ ସମସ୍ୟା ପୃଥିବୀ ଆଡ଼କୁ ମାଡି ଆସୁଛି।ତେବେ ଯାହା କିଛି ସୂଚନା ମିଳିଛି ସେହି ଅନୁସାରେ ନେରସ ନାମରେ ଏକ ଉଲକା ପିଣ୍ଡ ଯାହା ଅନ୍ତରିଖ ଠାରୁ ୩୩୦ ମିଟର ବଡ଼ ଏବଂ ଏହା ପୃଥିବୀ ଆଡ଼କୁ ମାଡି ଆସୁଛି।ଏହି ଉଲକା ପିଣ୍ଡ ଆଇଫେଲ ଟାୱାର ଠାରୁ ମଧ୍ୟ ଅଧିକ ବଡ଼।

ତେବେ ଏହି ଘଟଣା ଅତ୍ୟନ୍ତ ମାତ୍ରାରେ ଭୟଙ୍କର ଅଟେ।କୁହାଯାଉଛି ଯେ ଏହି ଗ୍ରହଟି ପ୍ରତି ସେକେଣ୍ଡରେ ଚାରି ମାଇଲ ବେଗରେ ପୃଥିବୀ ଆଡ଼କୁ ଗତି କରୁଛି।ଡିସେମ୍ବର ୧୧ ସୁଦ୍ଧା ଏହା ପୃଥିବୀ ଗ୍ରହର କକ୍ଷ ପଥରେ ପହଞ୍ଚିବ ବୋଲି ଆଶା କରାଯାଉଛି।ନାସାର ରିପୋର୍ଟ ଅନୁସାରେ ଆସନ୍ତା ସପ୍ତାହରେ ଏଭଳି ଏକ ବୃହତ ଗ୍ରହ ପୃଥିବୀ ଆଡ଼କୁ ଆସିପାରେ ଏବଂ ପୃଥିବୀକୁ ଧକ୍କା ଦେଇପାରେ।

ଯାହା ଆଗକୁ ଏକ ବିରାଟକାୟ ଧ୍ୱଂସ ମଧ୍ୟ ଆଣିପାରେ।ନାସା ବୈଜ୍ଞାନିକ ମାନଙ୍କ ଦ୍ୱାରା କରାଯାଇଥିବା ଗଣନା ଅନୁସାରେ ଏହି ଉଲ୍କା ପିଣ୍ଡ ଆସନ୍ତା ସପ୍ତାହ ସୁଦ୍ଧା ପୃଥିବୀର କକ୍ଷ ପଥରେ ପହଞ୍ଚିବ।ଏହା ପୃଥିବୀର ଅତି ନିକଟରେ ଘୁରି ବୁଲିବ।ଏହା ସମୟରେ ଯଦି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ଆକର୍ଷଣ କରେ ତେବେ ପୃଥିବୀର ବିନାଶ ସୁନିଶ୍ଚିତ।

କିନ୍ତୁ ଏହାର ସମ୍ଭାବନା ବହୁତ କମ ବୋଲି ନାସା ପକ୍ଷରୁ ସୂଚନା ଦିଆ ଯାଇଛି।ନାସା ଏହି ଗ୍ରହର ନାମ ୪୪୬୦ ନେରସ ରଖିଛି।ବର୍ତ୍ତମାନ ସମୟରେ ଏହା ପ୍ରତି ସେକେଣ୍ଡରେ ଚାରି ମାଇଲ ବେଗରେ ପୃଥିବୀ ଆଡ଼କୁ ଗତି କରୁଛି।ନାସା ଏହାକୁ ବିପଦଜନକ ବର୍ଗରେ ସ୍ଥାନିତ କରିଛି।ଅବଶ୍ୟ ଏହି ଉଲକା ପିଣ୍ଡ ପୃଥିବୀ ଏବଂ ଚନ୍ଦ୍ର ଦୂରତା ଠାରୁ ଦଶ ଗୁଣ ଦୂରରେ ଅତିକ୍ରମ କରିବ।

ଏହା ସତ୍ତ୍ୱେ ମଧ୍ୟ ନାସା ଏହାକୁ ଏକ ବିପଦ ବୋଲି କହିଛନ୍ତି।ଯେଉଁ ଗତିରେ ଏହା ପୃଥିବୀ ଆଡ଼କୁ ମାଡି ଆସୁଛି ତାହା ଆସନ୍ତା ସପ୍ତାହ ସୁଦ୍ଧା କକ୍ଷ ପ୍ରଥରେ ପହଞ୍ଚିବ ବୋଲି କୁହାଯାଉଛି।ପ୍ରକାଶ ଥାଉ ଯେ ଆସନ୍ତା ସପ୍ତାହରେ ପୃଥିବୀର କକ୍ଷ ପଥକୁ ମାଡି ଆସୁଥିବା ଉଲକା ପିଣ୍ଡକୁ ଆବିଷ୍କାର କରାଯାଇଥିଲା।ସେବେଠାରୁ ବୈଜ୍ଞାନିକ ଏହା ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *