ତେବେ ଆଜିକାଲି ଅନେକ ଲୋକ ନିଶା ସେବନ କରୁଛନ୍ତି।ଏହି କାରଣରୁ ସେମାନେ ବିଭିନ୍ନ ପ୍ରକାରର ଅସୁବିଧାର ଶିକାର ମଧ୍ୟ ହୁଅନ୍ତି।ଏହା ସହିତ ଏହି ଅସୁବିଧା କାରଣରୁ ସେମାନଙ୍କୁ ବିଭିନ୍ନ ପ୍ରକାରର ରୋଗର ଶିକାର ମଧ୍ୟ ହେବାକୁ ପଡ଼ିଥାଏ।ତେବେ ଆମେ ବର୍ତ୍ତମାନ ଏହି ଅଭ୍ୟାସ କିପରି ଭାବରେ ସମ୍ପୂର୍ଣ୍ଣ ଘରୋଇ ଉପାୟରେ ଛାଡ଼ି ପାରିବେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ଅନେକ ଲୋକ ଏହାକୁ ଛାଡ଼ିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଥାଆନ୍ତି।
ଏହା ସହିତ ଅନେକ ଉପାୟ ଆପଣାଇବା ପରେ ମଧ୍ୟ ସେମାନେ ଏହାକୁ ଛାଡ଼ି ପାରି ନଥାନ୍ତି।ଏହା ସହିତ ବିଭିନ୍ନ ଚିକିତ୍ସା ଅନୁସରଣ କରି ମଧ୍ୟ ସେମାନେ ଏହି ଅଭ୍ୟାସରୁ ବାହାରି ପାରନ୍ତି ନାହିଁ।ତେବେ ଏହି କାରଣରୁ ସେମାନେ ବିଭିନ୍ନ ପ୍ରକାରର ଅସୁବିଧାର ଶିକାର ହୋଇ ଥାଆନ୍ତି।ତେବେ ଅନେକ ଚିକିତ୍ସା ନେବା କାରଣରୁ ବିଭିନ୍ନ ଲୋକଙ୍କୁ ଏହାର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ସହ୍ୟ କରିବାକୁ ପଡ଼ିଥାଏ।
ଏହା ସହିତ ସେମାନେ ଏହି ଅଭ୍ୟାସକୁ ଛାଡ଼ି ପାରନ୍ତି ନାହିଁ ମଧ୍ୟ।ତେବେ ଆମେ ବର୍ତ୍ତମାନ ଏକ ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା।ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡ଼ିକ ହେଉଛି କିସମିସ,,ଗୁଜୁରାତୀ,ଡାଲଚିନି,ଲବଙ୍ଗ।ପ୍ରଥମେ ଏହି ସମସ୍ତ ସାମଗ୍ରୀକୁ ନେଇ ଏକ ପାତ୍ରରେ ପାଣିରେ ପକାଇ ଭେଦାଇ ଦେବା ଆବଶ୍ୟକ।
କିଛି ସମୟ ପରେ ଯେତେବେଳେ ଏହା ସମ୍ପୂର୍ଣ୍ଣ ଭାବରେ ପାଣିରେ ଭେଦି ଯାଇଥିବ ସେହି ସମୟରେ ଏହାକୁ ନେଇ ପ୍ରଥମେ ପାଣିରୁ ଛାଣି ଦେବା।ଏହାପରେ ଏହି ସମସ୍ତ ଜିନିଷକୁ ନେଇ ଭଲ ଭାବରେ ପେଶି ଦେବା।ଏହାପରେ ଯେତେବେଳେ ଏହା ଭଲ ଭାବରେ ଗୁଣ୍ଡ ହେବା ପରେ ଏହାକୁ ଆଉ ଏକ ପାତ୍ରକୁ କଢ଼ିଦେବା ଆବଶ୍ୟକ।
ଏହାପରେ ଏହାକୁ ଆମେ ଛୋଟ ଛୋଟ ଗୁଳା ଆକାରରେ କରି ରଖିବା ଆବଶ୍ୟକ।ତେବେ ଯେତେବେଳେ ଆପଣଙ୍କୁ ନିଶା ସେବନ କରିବା ପାଇଁ ଇଚ୍ଛା ହେବ ସେହି ସମୟରେ ଆପଣ ଏହି ଗୁଳାରୁ ଏକ ଗୁଳା ନେଇ ପାଟିରେ ପକାଇ ଏହାକୁ ଧୀରେ ଧୀରେ ଚୁଚୁମି ଚୁଚୁମି ଖାଇବା ଆବଶ୍ୟକ।
ତେବେ ଏହାକୁ ଏହିପରି ଭାବରେ ଖାଇବା ଫଳରେ ଏହା ଆପଣଙ୍କ ନିଶା ସେବନ କରିବାର ଅଭ୍ୟାସ ଧୀରେ ଧୀରେ ଛାଡ଼ି ଯିବ।ତେବେ ଏହା ସମ୍ପୂର୍ଣ୍ଣ ଭାବରେ ଏକ ଘରୋଇ ଉପାୟ ଅଟେ।ଯାହା ଫଳରେ ଏହାକୁ କରିବା ଫଳରେ ଏହାର କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଆମ ଉପରେ ପଡ଼ିବ ନାହିଁ।
ଏହା ସହିତ ଏଥିରେ ବ୍ୟବହାର ହେଉଥିବା ସମସ୍ତ ପ୍ରକାରର ସାମଗ୍ରୀ ଆମ ଶରୀର ପାଇଁ ବହୁତ ଅଧିକ ଉପକାରୀ ହୋଇଥିବାରୁ ଏହାକୁ ଖାଇବା ଫଳରେ ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ।ତେଣୁ ଏହାକୁ ଆପଣ ନିଜର ଘରେ ପ୍ରସ୍ତୁତ କରି ବ୍ୟବହାର କରିବାର ମାତ୍ର ଏକ ମାସ ମଧ୍ୟରେ ଆପଣ ନିଜର ନିଶା ସେବନ କରିବାର ଇଚ୍ଛା ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରି ଦେବେ।
ଏହା ସହିତ ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ଅଟେ।ତେବେ ଏହାକୁ ବ୍ୟବହାର କରିବା ଆଗକୁ କୌଣସି ଆୟୁର୍ବେଦିକ ଡାକୟତର ଙ୍କ ପରାମର୍ଶ ନେବା ନିହାତି ଦରକାର,ପରେ kaunaqsi ପ୍ରକାର ଅସୁବିଧା ପାଇଁ ଆମେ ଦାୟୀ ହେବୁ ନାହିଁ