ହେ ଭଗବାନ ଫିଲ୍ମ ଜଗତ ପାଇଁ ଆସିଲା ସବୁଠୁ ବଡ ଦୁଃଖର ଖବର,ଏବେ ଏବେ ଏହି Legend ଅଭିନେତା ଙ୍କ ହେଲା ଦେହାନ୍ତ,ସାରା ଦେଶରେ ଶୋକର ଛାୟା..

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଏକ ଅତ୍ୟନ୍ତ ଦୁଃଖ ଦାୟକ ଖବର ବିଷୟରେ।ଯାହା ଜାଣିଲେ ଆପଣଙ୍କ ଆଖି ମଧ୍ୟ କାନ୍ଦ କାନ୍ଦ ହୋଇଯିବ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଯେଉଁ ସୂଚନା ମିଳିଛି ସେହି ଅନୁସାରେ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି।

ଯାହା ଆପଣ ଶୁଣିଲେ ଅତ୍ୟନ୍ତ ଦୁଃଖିତ ହେବେ।ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣା ପରେ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି।ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ।ଆମ ଦେଶରେ ଏକରୁ ଏକ ଭଲ ଭଲ କଳାକାର ରହିଛନ୍ତି।

ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ।ତେବେ ଯାହା କିଛି ସୂଚନା ମିଳୁଛି ସେହି ଅନୁସାରେ ଏହି ପ୍ରସିଦ୍ଧ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଜଣେ ୭୨ ବର୍ଷୀୟ ପ୍ରସିଦ୍ଧ ଅଭିନେତା କରୋନାରେ ଆକ୍ରନ୍ତ ହୋଇଥିଲେ।ଏହାପରେ ତାଙ୍କର ଅବସ୍ଥା ଗୁରୁତର ରହିଥିଲା।କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ପ୍ରସିଦ୍ଧ ସୁନ୍ଦର କଳାକାର ଏବଂ ଅଭିନେତାଙ୍କ ବିଷୟରେ ଏକ ଖବର ଆସିଥିଲା

ଯେ କିଛି ଆର୍ଥିକ ସମସ୍ୟା ହେତୁ ତାଙ୍କ ପରିବାର ତାଙ୍କର ଭଲ ଚିକିତ୍ସା କରିପାରୁ ନାହାନ୍ତି।ଶଙ୍କରଙ୍କ ମୃତ୍ୟୁରେ ଅନେକ ଅଭିନେତା ହୃଦୟରୁ ଭାଙ୍ଗିପଡିଛନ୍ତି।ଜଣେ କଳାକାର ଟୁଇଟରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି ଶଙ୍କର ମାଷ୍ଟରଜି ଙ୍କର ଦେହାନ୍ତ ଖବର ଶୁଣି ମୁଁ ବହୁତ ଦୁଃଖିତ।ତାଙ୍କୁ ବଞ୍ଚାଇବା ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା କରିଥିଲୁ

କିନ୍ତୁ କିନ୍ତୁ ଭଗବାନ ଅନ୍ୟ କିଛି ସ୍ଥିର କରିଥିଲେ।ଆମେ ସବୁବେଳେ ମାଷ୍ଟରଜିଙ୍କୁ ମନେ ପକାଇବୁ।ଭଗବାନ ଏହ କ୍ଷତି ସହିବାକୁ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ।ସିନେମା ସବୁବେଳେ ଆପଣଙ୍କୁ ମନେ ପକାଇବ।ଶିଵ ଶଙ୍କର ସିନେମା ଜଗତକୁ ଶିବ ଶଙ୍କର ସିନେମା ଜଗତରେ ଜଣେ ଜଣାଶୁଣା ଅଭିନେତା ତଥା କୋରିଓଗ୍ରାଫର ଥିଲେ।

୨୦୦୮ରେ ସେ ମଗଧିରା ଫିଲ୍ମରେ ଧରେ ଧୀରେ ଗୀତର କୋରିଓ ଗ୍ରାଫି କରିଥିଲେ।ଏହି କାର୍ୟ୍ଯ ପାଇଁ ସେ ଜାତୀୟ ଫିଲ୍ମ ପୁରସ୍କାର ଗ୍ରହଣ କରିଥିଲେ।ଏଜି ଫିଲ୍ମରେ ରାମ ଚରଣ ଏବଂ କାଜଲ ଅଗ୍ରୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।ଅଭିନେତା ତଥା ଜଣାଶୁଣା କୋରିଓଗ୍ରାଫର ଶିବଶଙ୍କରଙ୍କ ପରଲୋକ ହୋଇଛି ଏବଂ ଶିବ ଶଙ୍କରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *