ତପସ୍ୱିନୀ କହିଲେ ଏସଡିଯେଏମ ସାରଙ୍କୁ ସବୁ ଜଣେଇଛି,ଯାହା ହେବ ୧୭ରେ ହେବ,ସେ ଦିନ ସବୁ କଥା Clear ହେଇଯିବ..ଦେଖନ୍ତୁ Video

ସାଙ୍ଗମାନେ ଆପଣ ମାନେ ତ ତପସ୍ୱିନୀ ଓ ସୁମିତଙ୍କ କେସ ବିଷୟରେ ଜାଣିଥିବେ।ଦୁହେଁ ଏବେ ବହୁତ ଚର୍ଚ୍ଚାରେ।ଏବେ ଯେଉଁ ଅଭିଯୋଗ ତପସ୍ୱିନୀ ଆଣିଛନ୍ତି ଆପଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।ତପସ୍ୱିନୀଙ୍କ କହିବା ହିସାବରେ ସେ ଆଜି ସକାଳୁ ମେଡିକାଲ ଯିବା ପାଇଁ ବାହାରିଥିଲେ।ଏବେ ତାଙ୍କ ସ୍ବାମୀ ତାଙ୍କୁ ଛାଡି କୁଆଡେ ଚାଲି ଯାଇଛନ୍ତି।କୋର୍ଟ ଦେଇଥିବା ୭ ଦିନ ହେବା ମାତ୍ରେ ସେ ତାଙ୍କୁ ଛାଡି ଚାଲିଗଲେ।

କୁଆଡେ ଗଲେ କାହାକୁ କିଛି ଜଣା ନାହିଁ।ତେବେ ତପସ୍ୱିନୀଙ୍କ କହିବା ଅନୁସାରେ ତାଙ୍କ ବାପା ଏମିତି ସବୁ କରିଛନ୍ତି।ଏମିତି ବହୁତ ଘଟଣା ସାମ୍ନାକୁ ଆସୁଛି।ହେଲେ ଦେଖିବା ଏ ଘଟଣାର କଣ ରେଜଲ୍ଟ ଆସୁଛି।ଏସଡିଜେଏମ ସାରଙ୍କୁ ସବୁ ଜଣେଇଛି।ଯାହା ହେବ ୧୭ରେ ହେବ କହିଲେ ତପସ୍ୱିନୀ।୧୭ରେ ଯେହେତୁ ଡେଟ ଅଛି ଯାହା ହେବ ଆଉ।

ଯୋଉଠି ଥିଲି ସେଇଠି ରହିବି ଓ ଯେମିତି ଥିଲି ସେମିତି ରହିବି। କୋର୍ଟ ତ ପିଟିସନ ଦେଇଥିଲେ।ସେ ଯେଉଁ କୋର୍ଟର ଅର୍ଡରକୁ ଭାଓଲେନ୍ସ କରିଛନ୍ତି।ତାହା ମୁଁ ଜଣାଇଥିଲି ପିଟିସନ ମାଧ୍ୟମରେ।କିନ୍ତୁ ସାର ମତେ କହିଲେ କି ଯେହେତୁ ମୋର ୧୭ ଯାଏଁ ଲାଷ୍ଟ ଡେଟ ଅଛି।ତେଣୁ ମୋର ଯାହା ପରବର୍ତ୍ତୀ ପିଟିସନ ରହିବ ତାହା ମୁଁ ଦେବି।

ତାକୁ ୧୭ ତାରିଖ ପରେ ଦେବି।ତେବେ ଅନ୍ୟ ରିପୋର୍ଟ ସବୁ ପୋଲିସ ଆଣି ଦେବ।ଆପଣ କଣ ଜଣାଇଲେ କି ମତେ ୭ ଦିନ ରଖିବା ପରେ ପଳେଇଲେ ବୋଲି।ହଁ ମୁଁ ସବୁ ଜଣାଇଲି ସାରଙ୍କୁ।ମୁଁ ତ ଲିଖିତ ଭାବେ ଦେଲି।ମୁଁ ସାରଙ୍କ ସହ ଯେଉଁ ଯାଇଥିଲି ସବୁ ସେ ବିଷୟରେ କହିଲି।ସେଠି ଉଭୟ ପକ୍ଷର ଓକିଲ ଥିଲେ ଓ ସାରଙ୍କ ସହ କଥା ହେଉଥିଲେ।

ତେବେ ଆପଣଙ୍କ ସୁରକ୍ଷା ବିଷୟରେ କଣ ପଚରା ଉଚରା କଲେ କି।ଆପଣ କଣ ପୋଲିସକୁ କହିଥିଲେ ବା ପୋଲିସ କଣ ସୁରକ୍ଷା ନେଉଛି।ନେଇ ସେମାନେ ସେ ବିଷୟରେ କିଛି କହିଲେ ନାହିଁ।ବର୍ତ୍ତମାନ କେଉଁଠି ରହିବା ପାଇଁ କହିଲେ।ଯେଉଁଠି ଥିଲି ମୁଁ ଏବେ ସେଇଠି ରହିବି।ଆଉ ଯେମିତି ଥିଲି ସେମିତି ହିଁ ରହିବି।

ଏହା ସହ ତପସ୍ୱିନୀ ଏକ ସାକ୍ଷାତକାରରେ କହିଥିଲେ କି ସୁମିତଙ୍କ ବାପାଙ୍କ ହାତ ଏହି ସବୁରେ ଅଛି।ତେବେ ସେ କହିଥିଲେ କି ଏଥିରେ ଆପଣଙ୍କ ଶଶୁରଙ୍କ ହାତ ଅଛି ବୋଲି ଆପଣଙ୍କୁ କିଛି ଲାଗୁଛି କି।ହଁ ହଁ ତାଙ୍କର ହିଁ ସବୁ ହାତ ରହୁଛି।ସେ କାହାକୁ ଫୋନ କରିଥିଲେ। ଆଉ ତା ପର ଦିନ ସକାଳୁ ସେ ଫେରାର ହୋଇ ଯାଇଥିଲେ।

Leave a Reply

Your email address will not be published. Required fields are marked *