ଆଜିକି ୪ ଦିନ ହେଲାଣି କୁଆଡେ Gayab ଯାଇଛନ୍ତି ସୁମିତ, କୌଣସି ପ୍ରକାର ପତା ମିଳୁନି କାହିଁକି ସୁମିତ ଙ୍କର,ଆଜି ଫେରିବେ ଓ ସବୁ ସତ ଜଣାପଡ଼ିଯିବ..ଦେଖନ୍ତୁ ଏହି Video

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ତପସ୍ୱିନୀ ଏବଂ ସୁମିତଙ୍କୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ନିଶ୍ଚୟ ଭାବରେ ତପସ୍ୱିନୀ ଏବଂ ସୁମିତଙ୍କ କେସ ବିଷୟରେ ଜାଣିଥିବେ।ସୁମିତ ଫେରାର ହେବା କଥା ମଧ୍ୟ ନିହାତି ଭାବରେ ଜାଣିଥିବେ।ତେବେ ଏହା ସମ୍ପର୍କରେ ତପସ୍ୱିନୀ କଣ କହୁଛନ୍ତି ଆସନ୍ତୁ ଜାଣିବା।

ତେବେ ତପସ୍ୱିନୀ ଏହା ବିଷୟରେ କହୁଛନ୍ତି ଯେ ମୋର ତ ବିଶ୍ୱାସ ନାହିଁ କାରଣ ପ୍ରଥମ ଦିନ ଯେତେବେଳେ ମୋ ସ୍ୱାମୀ ଏଠାରୁ ଦୌଡି ଦୌଡି ଯାଇ ସ୍କୁଟିରେ ବସି ପଳେଇଲେ ମୁଁ ଥାନା ଅଧିକାରୀଙ୍କୁ ଜଣାଇଛି ସେ ସିଧା ମତେ କହିଥିଲେ ଯେ ଆମେ କିଛି କରିପାରିବୁ ନାହିଁ।ସନ୍ଧ୍ୟାବେଳେ ଯେତେବେଳେ ଆଇ ଆଇ ସି ଏବଂ ଏସ ଡି ପି ଓ ସାର ଆସିଥିଲେ

ମୁଁ ଯେତେବେଳେ ସାରଙ୍କୁ ଏତେ ଗୁହାରି କରି କାନ୍ଦି କାନ୍ଦି କହିଥିଲି ସାର ମତେ କହିଥିଲେ କେଉଁ ଅର୍ଡରରେ ଲେଖା ହେଇଛି ଯେ ତୁମ ସ୍ୱାମୀ ସହିତ ତୁମେ ମିସିକି ରହିବ ବୋଲି।ଦେଖୁଛନ୍ତି ତ ଚାରିଦିନ ହୋଇଗଲା କିନ୍ତୁ ତାଙ୍କର କିଛି ମଧ୍ୟ ଖୋଜ ଖବର ନାହିଁ ପୋଲିସ ପ୍ରଶାସନ ତରଫରୁ ବି ମତେ କୌଣସି ସୂଚନା ଦିଆଯାଇନାହିଁ।

ସେ ମତେ ସାନ୍ତ୍ୱନା ମଧ୍ୟ ଦେଇ ନାହାନ୍ତି ଯେ ଆପଣ ଚିନ୍ତା କରନ୍ତୁ ନାହିଁ ଆମେ ଖୋଜିଦେବୁ।କିନ୍ତୁ ମୁଁ ମୋ ପ୍ରୟାସ ଜାରି ରଖିଛି।ମୁଁ ବହୁତ ଖୋଜିବା ପାଇଁ ଚେଷ୍ଟା କରୁଚି।ମୁଁ କୋର୍ଟକୁ ମଧ୍ୟ ଯିବି।ତାଙ୍କର ଓକିଲ ଯେଉଁ କହୁଥିଲେ ଯେ ସେ ଘର ଖୋଜୁଛନ୍ତି ମୁଁ ବି ସନ୍ଧେହରେ ଅଛି ଯେ ଯଦି ଜଣେ ଘର ଖୋଜୁଛନ୍ତି ତେବେ ସେ ଫେରାର କାହିଁକି ହୋଇଛନ୍ତି।

ଯେହେତୁ ତାଙ୍କର ଛୁଟି ସାରିବାକୁ ଯାଉଛି ତେବେ ସେ ଆସିବେ ନା ନାହିଁ ତାହା କାଲି ଜଣା ପଡିବ ଏବଂ କାଲି ଯଦି ସେ ଆସୁନାହାନ୍ତି ତେବେ ତାଙ୍କ ଉପରେ ନିଶ୍ଚୟ ଏକ ଅଙ୍କୁଶ ଲାଗିଯିବ ଯେ ସେ ନିଜର ଦାଇତ୍ୱ ପୂର୍ଣ କରି ନିଜର କ୍ଷମତାକୁ ସ୍ୱୀକାର କରି ତାଙ୍କ ସ୍ତ୍ରୀକୁ ଛାଡି ଯାଇ ଏକ ବହୁତ ବଡ଼ ଭୁଲ କାମ କରିଛନ୍ତି।ଏହାପ୍ରତି ନ୍ୟାଳୟ ମଧ୍ୟ ଆହୁରି ପଦକ୍ଷେପ ନେବ।ମୁଁ ବର୍ତ୍ତମାନ ଚାରି ଦିନ ହୋଇଗଲାଣି ଥାନାରେ ଜଣାଇବା ସତ୍ୱେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନାହାନ୍ତି।ଯଦି ପଦକ୍ଷେପ ନେଇଛନ୍ତି ତେବେ ମତେ କାହିଁକି କହିନାହାନ୍ତି।

Leave a Reply

Your email address will not be published. Required fields are marked *