ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଫିଲ୍ମ ଓ ଧାରାବାହିକ ନିଶ୍ଚୟ ଭାବରେ ଦେଖୁଥିବେ।ଆପଣ ମାନଙ୍କୁ ତାହା ନିଶ୍ଚିତ ଭାବରେ ପସନ୍ଦ ଆସୁଥିବ।ଯଦି ଆପଣ ଧାରାବାହିକ ଦେଖୁଥିବେ ତ ନିଶ୍ଚୟ ଆଦି ଓ ଭକ୍ତିଙ୍କୁ ଜାଣିଥିବେ।ତେବେ ସେ ଓଡ଼ିଆ ଧାରାବାହିକ ଓ ଫିଲ୍ମ ଜଗତରେ ଏକ ସୁପ୍ରସିଦ୍ଧ କଳାକାର।ତାଙ୍କ ଅଭିନୀତ ସିରିଏଲ ଓ ଫିଲ୍ମ ମାନ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ସାର୍ଥକ ଟିଭିରେ ତାଙ୍କର ଅନେକ ଗୁଡ଼ିଏ ସିରିଏଲ ପ୍ରସାରିତ ହେଉଛି।
ସାଙ୍ଗମାନେ ସେ ତାଙ୍କ ପରିଶ୍ରମ ବଳରେ ଆଜି ଏତେ ବାଟ ଯାଏ ପହଞ୍ଚି ପାରିଛନ୍ତି।ତେବେ ତାଙ୍କ ଅଭିନୀତ ଧାରାବାହିକ ସବୁ ଦର୍ଶକ ମାନଙ୍କ ମଧ୍ୟରେ ଅତି ପ୍ରିୟ ଅଟେ।ସାଙ୍ଗମାନେ ଏବେ ଚାଲିଛି ବାହାଘରର ସିଯିନ।ତେବେ ଓଲିଉଡ କପଲ ମାନେ ଜଣଙ୍କ ପରେ ଜଣେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି।
ତେବେ ଆସି ଯାଇଚି ଆଉ ଏକ ଖୁସି ଖବର।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ହେଲେ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଦି ଏବଂ ଭକ୍ତି।ସାଙ୍ଗମାନେ ଆପଣ ମାନେ ତ ଆଦି ଓ ଭକ୍ତିଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ଯାହାଙ୍କ ପ୍ରକୃତ ନାମ ହେଉଚି ଯେଶି ସାମଲ ଓ
ଅମର।ଜି ସାର୍ଥକ ଚ୍ୟାନେଲର ଧାରାବାହିକର ମୁଖ୍ୟ ହିରୋଇନ ଓ ହିରୋ ହେଉଛନ୍ତି ଆଦି ଏବଂ ଭକ୍ତି।ଯିଏ କି ଖୁବ କମ ସମୟ ଭିତରେ ଚମତ୍କାର ଅଭିନୟ କରି ଲୋକପ୍ରୀୟତା ହାସଲ କରି ପାରିଛନ୍ତି।ଆଉ ଏହି ଦୁଇ ଜଣଙ୍କ କେମେଷ୍ଟ୍ରୀକୁ ମଧ୍ୟ ଲୋକେ ବହୁତ ପସନ୍ଦ କରିଛନ୍ତି।ତେବେ ଆପଣ ମାନେ ଜାଣିଥିବେ କି ଆଦି ଏବଂ ଭକ୍ତି ରିଅଲ ଲାଇଫରେ ମଧ୍ୟ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି।
ତେବେ ସେମାନେ ଦୁଇ ଜଣ ଏ ବିଷୟରେ କିଛି ଖୋଲିକି କହି ନାହାଁନ୍ତି।ବର୍ତ୍ତମାନ ବାହାଘରର କିଛି ଫଟୋ ଭାଇରାଲ ହେବାରେ ଲାଗିଛି ଆଦି ଏବଂ ଭକ୍ତିଙ୍କ ସୋସିଆଲ ମିଡିଆରେ।ଯାହାକୁ ଦେଖି ଆଦି ଓ ଭକ୍ତୀଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ପ୍ରଶ୍ନ ଆସୁଚି ଯେ କଣ ସତରେ ଆଦି ଓ ଭକ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ତେବେ ଦର୍ଶକ ବନ୍ଧୁ ଏ ଖବର ବିଲକୁଲ ବି ସତ୍ୟ ନୁହେଁ।ଆଦି ଏବଂ ଭକ୍ତି ଏପର୍ଯ୍ୟନ୍ତ ମ୍ୟାରେଜ କରିନାହାନ୍ତି।ତେବେ ଦର୍ଶକ ବନ୍ଧୁ ଯେଉଁ ଫଟୋ ଭାଇରାଲ ହେଉଛି ସେ ହେଉଛି ଜୀବନ ସାଥି ସିରିଏଲର ଆଦି ଏବଂ ଭକ୍ତିଙ୍କ ରିଲ ଲାଇଫ ଫଟୋ।ତେବେ ଏପର୍ଯ୍ୟନ୍ତ ମୁଁହ ଖୋଲି ନାହାଁନ୍ତି ଆଦି ଏବଂ ଭକ୍ତି ତାଙ୍କ ବାହାଘର ବିଷୟରେ।ତେବେ ସାଙ୍ଗମାନେ ଆପଣ ମାନଙ୍କୁ ଆଦି ଓ ଭକ୍ତି କିପରି ଲାଗନ୍ତି ମୋତେ ଜଣାଇବେ।