ଅଭିନେତା ମିହିର ଦାସ ଆଜି ଏହି ଦୁନିଆରେ ନାହାନ୍ତି ଏହା ସତ୍ୟ।କିନ୍ତୁ ସେ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବା ସହିତ ସମସ୍ତ ଓଡ଼ିଆ ଦର୍ଶକ ମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିଯିବେ।ତାଙ୍କୁ ଓଡ଼ିଶାର ସମସ୍ତ ଦର୍ଶକ ସବୁଦିନ ପାଇଁ ମନେ ରଖିବେ।ତେବେ ସେ ଜଣେ ସେହିପରି ଅଭିନେତା ଥିଲେ ଯାହାକୁ କେହି କେବେ ସହଜରେ ଭୁଲି ପାରିବେ ନାହିଁ।ତେବେ ଏହି ଅଭିନେତା ସବୁ ସମୟ ପାଇଁ ଓଡ଼ିଶାର ଦର୍ଶକ ମାନଙ୍କ ମନରେ ନିଶ୍ଚୟ ଭାବରେ ରହିବେ।
ତେବେ ତାଙ୍କର ଅଭିନୟ ବାସ୍ତବରେ ଅନେକ ପ୍ରଭାବଶାଳୀ ହୋଇଥାଏ।ଯେଉଁ କାରଣରୁ ତାକୁ କେହି କେବେ ସହଜରେ ଭୁଲି ପାରିବେ ନାହିଁ।ତେବେ ଅନେକ ଦିନ ଧରି ଚିକିତ୍ସିତ ହେବା ପରେ ଶେଷରେ ଚିକିତ୍ସକ ମାନେ ତାଙ୍କୁ ବଞ୍ଚାଇ ପାରି ନଥିଲେ।ତେବେ ତାଙ୍କର ସ୍ଵାସ୍ଥ୍ୟ ଅନେକ ଦିନ ଧରି ଖରାପ ରହିଥିଲା।ଯାହା ଫଳରେ। ସେ ଅନେକ ଦିନ ଧରି ଚିକିତ୍ସିତ ହୋଇ ଆସୁଥିଲେ।
ତେବେ ଶେଷରେ ଗତ ୧୧ ତାରିଖରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା।ତେବେ ଏହାକୁ ଅନେକ ଲୋକ ବର୍ତ୍ତମାନ ଯାଏ ମଧ୍ୟ ବିଶ୍ୱାସ କରି ପାରୁ ନାହାଁନ୍ତି।ସେ ଜଣେ ସେହିପରି ଅଭିନେତା ଥିଲେ ଯିଏକି ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ତେବେ ଏହି ଅଭିନେତା ସବୁ ସମୟ ପାଇଁ ଅମର ହୋଇଗଲେ।
ତେବେ ବର୍ତ୍ତମାନ ତାଙ୍କର ଜଣେ ବନ୍ଧୁ ନିଜର ମତ ରଖିଛନ୍ତି।ତେବେ ଆମେ ସମସ୍ତେ ଅଭିନେତା ଅଶ୍ରୁମୋଚନ ଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ମଧ୍ୟ ଓଡ଼ିଶାର ଜଣେ ଆଗ ଧାଡ଼ିର ଅଭିନେତା ଅଟନ୍ତି।ସେ ମଧ୍ୟ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ଏହା ସହିତ ଓଡ଼ିଶାର ଘରେ ଘରେ ସେ ମଧ୍ୟ ନିଜକୁ ପରିଚିତ କରି ପାରୁଛନ୍ତି।
ତେବେ ଅଭିନେତା ମିହିର ଦାସ ଓ ତାଙ୍କ ମଧ୍ୟରେ ଅନେକ ଘନିଷ୍ଠ ସମ୍ପର୍କ ଥିଲା।ସେମାନେ ବହୁତ ଭଲ ବନ୍ଧୁ ଥିଲେ।ତେବେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଯିବା ଫଳରେ ସେ ବହୁତ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହିତ ସେ କହିଥିଲେ କି ତାଙ୍କର ବନ୍ଧୁ ଆଜି ତାଙ୍କ ସହିତ ନାହାନ୍ତି ଏହାକୁ ସେ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି।
ସେ ନିଜର ଅଭିନୟ ପାଇଁ ସମସ୍ତଙ୍କ ମନରେ ରହି ପାରିଛନ୍ତି।ଏହା ସହିତ ତାଙ୍କ ସହିତ ସେ ଅନେକ ସମୟ ଅତିବାହିତ କରିଥିଲେ ବୋଲି କହିଥିଲେ।ଏହା ସହିତ ସେମାନେ ଅନେକ ଚଳଚ୍ଚିତ୍ରରେ ଏକାଠି ହୋଇ କାର୍ଯ୍ୟ ମଧ୍ୟ କରିଥିଲେ।ତେବେ ଏହା ସହିତ ସେମାନେ ପରସ୍ପର ସହିତ ଅତି ନିବିଡ଼ ଭାବେ ଜଡ଼ିତ ଥିଲେ ବୋଲି କହିଥିଲେ।
ତେବେ ଏହାପରେ ତାଙ୍କର ଏହିଭଳି ଭାବରେ ଅଚାନକ ମୃତ୍ୟୁ ହୋଇଯିବ ବୋଲି ସେ କେବେ ଭାବି ନଥିଲେ ବୋଲି କହିଥିଲେ।ତେବେ ସେ ସବୁବେଳ ପାଇଁ ସମସ୍ତଙ୍କ ମନରେ ରହିବେ ବୋଲି ସେ କହିଥିଲେ।ଏହା ସହିତ ସେ ତାଙ୍କ ବିଷୟରେ କହୁଥିବା ସମୟରେ କାନ୍ଦି ପକାଇ ଥିଲେ।