Dhanush ଓ ଐଶ୍ୱର୍ଯ୍ୟା ହେଲେ ଅଲଗା, ଏହି ଛାଡପତ୍ର ପାଇଁ ଦାୟୀ ଅଟନ୍ତି Shruti ହାସନ୍,କଣ ରହିଛି ଏହାର କାରଣ..ଦେଖନ୍ତୁ Video

ସାଉଥ ସୁପର ଷ୍ଟାର ଧନୁଷଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ଅଭିନୟ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରି ପାରିଥିଲେ।ତେବେ ତାଙ୍କର ଅଭିନୟ ପାଇଁ ସେ ସମଗ୍ର ଭାରତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ତାଙ୍କର ଭାରତରେ ଅନେକ ପ୍ରଶଂସକ ରହିଛନ୍ତି।ତେବେ ସେ ମେଗା ଷ୍ଟାରଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ।ତେବେ ଦୀର୍ଘ ୧୮ ବର୍ଷ ଧରି ସେମାନେ ଏକାଠି ହୋଇ ରହିଥିଲେ।

ତେବେ ଏହାପରେ ସେମାନେ ଅଚାନକ ଭାବରେ ପରସ୍ପର ଠାରୁ ଏପରି ଅଲଗା ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିଏହା ସହିତ ସେମାନେ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ହେବା ସମ୍ପର୍କରେ ସୋସିଆଲ ମିଡ଼ିଆ ମଧ୍ୟରେ ସମସ୍ତଙ୍କୁ ସୂଚନା ଦେଇ ସାରିଛନ୍ତି।ଏହା ସହିତ ଧନୁଷ ଓ ଐଶ୍ୱର୍ଯ୍ୟା ଏକାଠି ଭାବରେ ଅନେକ ଭଲ ସମୟ ଅତିବାହିତ କରିଛନ୍ତି ବୋଲି ସୋସିଆଲ ମିଡିଆରେ ଲେଖିଥିଲେ।

ଏହା ସହିତ ସେମାନେ ବର୍ତ୍ତମାନ ଯେଉଁ ସ୍ଥାନରେ ଛିଡା ହୋଇ ରହିଛନ୍ତି ସେହି ସ୍ଥାନରୁ ସେମାନଙ୍କ ରାସ୍ତା ସମ୍ପୂର୍ଣ୍ଣ ଅଲଗା ବୋଲି ସେ ଲେଖିଥିଲେ।ତେବେ ବର୍ତ୍ତମାନ ଯାହା ଜଣା ପଡ଼ୁଛି ସେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇ ଯାଇଛନ୍ତି।ତେବେ ଏହା ବର୍ତ୍ତମାନ ତାଙ୍କର ସମସ୍ତ ପ୍ରଶଂସକ ମାନଙ୍କୁ ଅନେକ ଦୁଃଖିତ କରିଛି।

ଏହା ସହିତ ତାଙ୍କର ପ୍ରଶଂସକ ମାନେ କେବେ ଚିନ୍ତା ମଧ୍ୟ କରି ନଥିଲେ କି ସେମାନେ ଏପରି ଭାବରେ ପରସ୍ପର ଠାରୁ ଅଲଗା ହୋଇଯିବେ।ତେବେ ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି କି ସେମାନେ ଅଲଗା ହେବାର କାରଣ ହେଉଛନ୍ତି ଅଭିନେତ୍ରୀ ଶ୍ରୁତି ହସନ।ତେବେ ଧନୁଷ ଓ ଶ୍ରୁତି ବହୁତ ଭଲ ବନ୍ଧୁ ଅଟନ୍ତି।ଏହା ସହିତ ସେମାନେ ଅନେକ ସମୟ ଏକାଠି ମଧ୍ୟ ରୁହନ୍ତି।

ତେବେ ସେମାନେ ଅଲଗା ହେବାର କାରଣ ସେ ବୋଲି ଅନେକ ଲୋକ ବର୍ତ୍ତମାନ ମତ ରଖିଛନ୍ତି।ତେବେ ଶ୍ରୁତି କହିଛନ୍ତି କି ଧନୁଷ ତାଙ୍କର କେବଳ ଜଣେ ଭଲ ବନ୍ଧୁ ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ ଆଉ କିଛି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।ତେବେ ସେମାନେ ବର୍ତ୍ତମାନ ଅଲଗା ହୋଇ ଯାଇଛନ୍ତି ବୋଲି ବର୍ତ୍ତମାନ ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକ ମାନେ ଅନେକ ଦୁଃଖ ପ୍ରକାଶ କରିଛନ୍ତି।

ଏହା ସହିତ ଏହା ଉପରେ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ରଖିବା ଆରମ୍ଭ ମଧ୍ୟ କରି ସାରିଲେଣି।ଏହା ସହିତ ଏହି ଘଟଣା ଉପରେ କେହି କେହି ଖରାପ ମନ୍ତବ୍ୟ ମଧ୍ୟ ଦେବା ଆରମ୍ଭ କରି ସାରିଲେଣି।ତେବେ ପ୍ରାୟ ଦୀର୍ଘ ୧୮ ବର୍ଷ ଏକାଠି ରହିବା ପରେ ସେମାନେ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ହେବାକୁ ଯାଉଛନ୍ତି।ଏହା ସହିତ ସେମାନେ କେଉଁ କାରଣ ପାଇଁ ଏପରି ନିଷ୍ପତି ନେଇଛନ୍ତି ଏହା ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ଭାବରେ ଜଣା ପଡି ନାହିଁ।ତେବେ କୌଣସି ଅନ୍ୟ କଳହ ପାଇଁ ସେମାନେ ଅଲଗା ମଧ୍ୟ ହୋଇ ଥାଇ ପାରନ୍ତି।

Leave a Reply

Your email address will not be published. Required fields are marked *