ମୁଁ B-TECH ଝିଅ, ମୋତେ ଭୋଟ ଦିଅ,ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ ଓଡ଼ିଶାର ଜଣେ ବି ଟେକ ଛାତ୍ରୀ ଆଉ କହିଲେ ଏଭଳି କଥା..ଦେଖନ୍ତୁ Video

ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ ବର୍ତ୍ତମାନ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି।ତେବେ ଜଣେ ଶିକ୍ଷିତ ଝିଅ ବର୍ତ୍ତମାନ ସେଠାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ବର୍ତ୍ତମାନ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।ତେବେ ସୂଚନା ଅନୁସାରେ ସୁଭସ୍ମିତା ସାହୁ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ମହିଳା।ଏହା ସହିତ ସେ ବର୍ତ୍ତମାନ ମୁମ୍ବାଇର ଏକ ଟାଟା କମ୍ପାନୀର କାର୍ଯ୍ୟରତ ମଧ୍ୟ ଅଛନ୍ତି।ତେବେ ତାଙ୍କର ଅଞ୍ଚଳରେ ଅନେକ ପ୍ରକାରର ସମସ୍ୟା ଲାଗି ରହିଛି।

ଯାହା ଫଳରେ ସେ ବର୍ତ୍ତମାନ ସେହି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ବର୍ତ୍ତମାନ ରାଜନୀତିକୁ ଆସିବା ପାଇଁ ସ୍ଥିର କରିଛନ୍ତି।ଏହା ସହିତ ଏହି କାରଣ ପାଇଁ ସେ ବର୍ତ୍ତମାନ ରାଜନୀତିରେ ପାଦ ରଖିବା ପାଇଁ ଯାଉଛନ୍ତି ବୋଲି କହିଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ସମସ୍ତ ବିଳାସପୂର୍ଣ୍ଣ ଜୀବନ ଛାଡ଼ି ବର୍ତ୍ତମାନ ଲୋକମାନଙ୍କ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଯାହା ଫଳରେ ସେ ବର୍ତ୍ତମାନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଆଜି ନିଜର ନାମ ପଞ୍ଜିକରଣ କରିଛନ୍ତି।ଏହା ସହିତ ଏହା ବର୍ତ୍ତମାନ ଅନେକ ଯୁବ ସମାଜ ପାଇଁ ବର୍ତ୍ତମାନ ଉଦାହରଣ ସୃଷ୍ଟି କରିଛି।ତେବେ ବର୍ତ୍ତମାନ ରାଜନୀତିକୁ ଶିକ୍ଷିତ ଲୋକଙ୍କ ଆବଶ୍ୟକତା ରହିଛି ବୋଲି ବର୍ତ୍ତମାନ ଅନେକ ଲୋକ ମଧ୍ୟ ଦାବି କରିବା ଆରମ୍ଭ କରି ସାରିଲେଣି।

ତେବେ ରାଜନୀତି କ୍ଷେତ୍ରରେ ବର୍ତ୍ତମାନ ଶିକ୍ଷିତ ଲୋକଙ୍କ ଉପସ୍ଥିତି ବହୁତ କମ।ଯାହା ଫଳରେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇ ପାରୁ ନାହିଁ।ଏହା ସହିତ ସମସ୍ୟା ଅଧିକ ଜଟିଳ ମଧ୍ୟ ହୋଇ ଯାଉଛି।ତେବେ ଏହି ସମସ୍ୟାର ସମାଧାନ କରିବା ପାଇଁ ବର୍ତ୍ତମାନ ରାଜନୀତିକୁ ଶିକ୍ଷିତ ଲୋକଙ୍କ ଆବଶ୍ୟକତା ରହିଛି ବୋଲି ଅନେକ ଲୋକ ଅନୁଭବ ମଧ୍ୟ କରିବା ଆରମ୍ଭ କରି ସାରିଲେଣି।

ତେବେ ସେ ନିଜର ଅଞ୍ଚଳରେ ଥିବା ସମସ୍ତ ସମସ୍ୟାକୁ ନିଜେ ନିଜର ଆଖିରେ ଦେଖୁଛନ୍ତି ବୋଲି କହିଥିଲେ।ଯାହା ଫଳରେ ସେ ସେହି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ନିଜେ ରାଜନୀତିକୁ ଆସିବା ପାଇଁ ଚାହୁଁଛନ୍ତି ବୋଲି କହିଥିଲେ।ଏହା ସହିତ ଏହା ଫଳରେ ବର୍ତ୍ତମାନ ସେ ରାଜନୀତିକୁ ଆସି ଏହି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ନିଜର ଶ୍ରେଷ୍ଠ ପ୍ରୟାସ କରିବେ ବୋଲି କହିଛନ୍ତି।

ତେବେ ବାସ୍ତବରେ ବର୍ତ୍ତମାନ ରାଜନୀତିକୁ ଶିକ୍ଷିତ ଲୋକଙ୍କ ଆବଶ୍ୟକତା ରହିଛି।ଏହା ସହିତ ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ଅନେକ ସମସ୍ୟା ମଧ୍ୟ ରହିଛି ଯାହାକୁ କେବଳ ଶିକ୍ଷିତ ଲୋକମାନେ ହିଁ ସମାଧାନ କରି ପାରିବେ।ତେବେ ବର୍ତ୍ତମାନ ସେ ଏପରି କରି ଅନେକ ଲୋକଙ୍କ ପାଇଁ ବର୍ତ୍ତମାନ ଉଦାହରଣ ସୃଷ୍ଟି କରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ଏହି କ୍ଷେତ୍ରରେ ଲୋକମାନଙ୍କ ପାଇଁ ମଧ୍ୟ ଅନେକ କିଛି ଭଲ କାର୍ଯ୍ୟ କରି ପାରିବେ ବୋଲି ଦୃଢ଼ ଭାବରେ କହିଛନ୍ତି।ଏହ ସହିତ ସେ ନିଜର ଅଞ୍ଚଳର ସମସ୍ତ ସମସ୍ୟାର ସମାଧାନ କରିବାର ପ୍ରୟାସ କରିବେ ବୋଲି ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *