ତେବେ ଆମେ ବର୍ତ୍ତମାନ ଆପଣଙ୍କୁ ଏପରି କିଛି ଚିତ୍ର ସମ୍ପର୍କରେ କହିବୁ ଯାହାକୁ ଶୁଣିବା ପରେ ଆପଣ ସେହି ଚିତ୍ର ସହିତ ଜଡିତ ବସ୍ତୁ ସମ୍ପର୍କରେ କହିବେ।ତେବେ ସେହି ବସ୍ତୁର ନାମ କଣ ଆପଣଙ୍କୁ ତାହା କହିବାକୁ ହେବ।୧:- ଆପଣଙ୍କୁ ଏକ ଚିତ୍ରରେ ଏକ କାନ ଓ କିଛି ଚଣାର ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ଗଛର ନାମ ଅଟେ।ଉତ୍ତର:- ଏହାର ଉତ୍ତର ହେଉଛି କଞ୍ଚନା।
୨:- ଆପଣଙ୍କୁ ଏକ ଚିତ୍ରରେ ଏକ ଚାବି ଓ ଏକ ଇଁରାଜୀ ଅକ୍ଷର ଭିର ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ଫଳର ନାମ ଅଟେ।
ଉତ୍ତର:- ଏହାର ସଠିକ ଉତ୍ତର କିଭି।
୩:- ଆପଣଙ୍କୁ ଏକ ଚିତ୍ରରେ ଏକ ବୁଢିଆଣୀ ଓ ଏକ ମଣିଷର ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ଫିଲ୍ମର ନାମ ଅଟେ।
ଉତ୍ତର:- ଏହାର ଉତ୍ତର ହେଉଛି ସ୍ପାଇଡର ମ୍ୟାନ।
୪:- ଆପଣଙ୍କୁ ଏକ ଚିତ୍ରରେ କିଛି ମିଠା ଓ ଚାହାର ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ଝିଅର ନାମ ଅଟେ।
ଉତ୍ତର:- ଏହାର ସଠିକ ଉତ୍ତର ହେଉଛି ସୁଇଟି।
୫:- ଆପଣଙ୍କୁ ଏକ ଚିତ୍ରରେ ଏକ ଟଙ୍କା ଓ ଏକ ଗଛର ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ଗଛର ନାମ ଅଟେ।
ଉତ୍ତର:- ଏହାର ଉତ୍ତର ହେଉଛି ମନି ପ୍ଲାଣ୍ଟ।
୬:- ଆପଣଙ୍କୁ ଏକ ଚିତ୍ରରେ ଏକ ମହୁମାଛି ଓ ଏକ ପିନର ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ପିଲାର ନାମ ଅଟେ।
ଉତ୍ତର:- ଏହାର ଉତ୍ତର ହେଉଛି ବିପିନ।
୭:- ଆପଣଙ୍କୁ ଏକ ଚିତ୍ରରେ ଏକ ଇଂରାଜୀ ପାଞ୍ଚର ଓ ଏକ ତାରାର ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ଚକୋଲେଟର ନାମ ଅଟେ।
ଉତ୍ତର:- ଏହାର ଉତ୍ତର ହେଉଛି ଫାଇଭ ଷ୍ଟାର।
୮:- ଆପଣଙ୍କୁ ଏକ ଚିତ୍ରରେ ଏକ ଘର ଓ ଏକ ଫୁଲ ଲେଖା ହୋଇଥିବାର ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ଫିଲ୍ମର ନାମ ଅଟେ।
ଉତ୍ତର:- ଏହାର ଉତ୍ତର ହେଉଛି ହାଉସଫୁଲ।
୧୦:- ଆପଣଙ୍କୁ ଏକ ଚିତ୍ରରେ ଏକ ଚନ୍ଦ୍ର ଓ ଏକ ଚିତ୍ର ଦେଖା ଯାଇଛି।ତେବେ ଆପଣଙ୍କୁ ଏହା ଅନୁମାନ କରିବାକୁ ହେବ ଏହା କେଉଁ ଝିଅର ନାମ ଅଟେ।
ଉତ୍ତର:- ଏହାର ଉତ୍ତର ହେଉଛି ଚନ୍ଦ୍ରକଳା।