ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରର ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ତ୍ତମାନ ସମୟରେ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି।ଏହି ଖବର ଶୁଣିଲେ ଆପଣ ଅତ୍ୟନ୍ତ ଭାବରେ ଭୟଭୀତ ହୋଇଯିବେ।ଏହି ଖବର ଅନୁସାରେ ପୃଥିବୀକୁ ମାଡି ଆସୁଛି ବହୁତ ବଡ଼ ଭୟଙ୍କର ସୁନାମି।
ପ୍ରଶାନ୍ତ ମହାସାଗରରେ ହୋଇଛି ଆଗ୍ନେୟଗିରି ଉଦ୍ଗିରଣ।ଅଧିକାଂଶ ଦେଶକୁ ସୁନାମି ଆଲର୍ଟ।ତେବେ ଏହି ବିଭାଗର ବଡ଼ ସୂଚନା ଏବଂ ବୈଜ୍ଞାନିକ ମାନଙ୍କ ବଡ଼ ଘୋଷଣା ଓ ଚେତାବନୀ।ଏହା ଆପଣ ମାନଙ୍କୁ ଭୟଭୀତ କିମ୍ବା ଆତଙ୍କିତ କରିବା ପାଇଁ ନୁହେଁ ବରଂ ଆପଣଙ୍କୁ ସତର୍କ କରିବା ପାଇଁ।ତେବେ ସମୁଦ୍ର ମଧ୍ୟରେ ଆରମ୍ଭ ହୋଇଛି ଆଗ୍ନେୟଗିରି ଉଦ୍ଗିରଣ।
ବିଶ୍ୱର ଅଧିକାଂଶ ଦେଶରେ ହୋଇଛି ସୁନାମି ଆଲର୍ଟ।ସମୁଦ୍ର ତଟରେ ଜାପାନ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମି ବିପଦ ଦେଖାଦେଇଛି।ଆଲାସ୍କା ଠାରୁ ପ୍ରାୟ ୧୦ ହଜାର କିଲୋମିଟର ଦୂରରେ ସମୁଦ୍ର ପଥରେ ଡୋଙ୍ଗା ଠାରେ ଆଗ୍ନେୟଗିରି ଉଦ୍ଗିରଣ ଆରମ୍ଭ ହୋଇଥିଲା।ଏହାପରେ ପ୍ରଶାନ୍ତ ମହାସାଗର ତଟିୟ ଅଞ୍ଚଳରେ ଚାରି ଫୁଟର ଜୁଆର ଉଠିଥିଲା।
ଉଦ୍ଗିରଣ ସମୟରେ ଏହା ପ୍ରବଳ ଗର୍ଜ୍ଜନ କରିଥିବାର ଶୁଣିବାକୁ ମିଳିଛି।ଏହା ସାଟେ ଲାଇଟରୁ ଦେଖା ଦେଇଛି।ଏହାପରେ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା।ଜଳନ୍ତା ଅଙ୍ଗର ଭଳି ଦେଖାଯାଇଥିଲା।ଗତ କାଲି ନିଉଜିଲ୍ୟାଣ୍ଡ ନିକଟ ଟୋଙ୍କା ଦ୍ଵୀପରେ ଭୟଙ୍କର ଆଗ୍ନେୟଗିରି ଉଦ୍ଗିରଣ ହୋଇଥିଲା।
ଏହି ଆଗ୍ନେୟଗିରି ଉଦ୍ଗିରଣର ତୀବ୍ରତା ରେକ୍ଟର ସ୍କେଲରେ ପାଞ୍ଚ ଦଶମିକ ନଅ ରହି ଥିଲା।ଯାହା ଭୁକମ୍ପର ତୀବ୍ରତା ସହିତ ସାମାନ ଥିଲାସେପଟେ ଆଗ୍ନେୟଗିରି ଉଦ୍ଗିରଣ ଦ୍ୱାରା ଟୋଙ୍କା ଦ୍ବୀପର ଅନେକ ଅଞ୍ଚଳ ଛାର ଖାର ହୋଇଯାଇଛି।ତେବେ ସମୁଦ୍ର ମଧ୍ୟରେ ଜ୍ୱାଳାମୁଖୀ ବିସ୍ପୋରଣ।ଆସିବ ସୁନାମି।ଏହି ବିସ୍ପୋରଣର ଏକ ଭୀଡ଼ିଓ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ଵିଟରରେ ପୋଷ୍ଟ କରାଯାଇଛି।
ବିଶେଷଜ୍ଞଙ୍କ ମତରେ ୩୦ ବର୍ଷ ମଧ୍ୟରେ ଟୋଙ୍ଗାରେ ହୋଇଥିବା ସବୁଠାରୁ ବଡ଼ ବିସ୍ପୋରଣ ଅଟେ।ସମୁଦ୍ରରୁ ଦେଶର ଉପକୂଳ ବିଭାଗକୁ ମାଡି ଆସୁଛି।ପାଣିପାଗ ବିଭାଗ ସାରା ଦେଶ ପାଇଁ ସୁନାମି ଚେତାବନୀ ଜାରି କରିଛି।ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି।ଅନ୍ୟପଟେ ସ୍ତିତି ଉପରେ ନଜର ରଖା ଯାଇଛି।ଆବଶ୍ୟକ ସ୍ଥଳରେ ଯଦି ସାହାଯ୍ୟ ପାଇଁ ନିବେଦନ କରାଯାଏ ଏଥିପାଇଁ ନିୟୁଜିଲ୍ୟାଣ୍ଡ ସେନା ପକ୍ଷରୁ କୁହାଯାଇଛି। ସେପଟେ ଅଷ୍ଟ୍ରୀୟା ମଧ୍ୟ ସତର୍କ ସୂଚନା ଜାରି କରିଛି।