ଅଭିନେତା ମିହିର ଦାସଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ଥିଲେ।ତାଙ୍କର ଅଭିନୟ ପାଇଁ ସମସ୍ତେ ତାଙ୍କୁ ନିଜର ପ୍ରିୟ ଅଭିନେତା ଭାବରେ ଗ୍ରହଣ କରି ଥିଲେ।ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତରେ ପ୍ରାୟ ୪୦ ବର୍ଷ ଧରି ଅଭିନୟ କରିଥିଲେ।ନିଜର ଅଭିନୟ ଜୀବନରେ ସେ ପ୍ରାୟ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ପାଇଁ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି।
ତେବେ ଏହି ଅଭିନେତା ନିଜର ଅଭିନୟ ଜୀବନରେ ଏପରି ଅନେକ କାର୍ଯ୍ୟ କରିଛନ୍ତି ଯାହା ସବୁ ଦିନ ପାଇଁ ଲୋକମାନଙ୍କ ମନରେ ରହିବ।ତେବେ ଏହି ଅଭିନେତା ଆଜି ଆମ ଗହଣରେ ନାହାନ୍ତି।ସେ ଆମ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି।ତେବେ ଏହା ପରେ ମଧ୍ୟ ସେ ସବୁଦିନ ପାଇଁ ଲୋକମାନଙ୍କ ମନରେ ରହିବେ।ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ମାନଙ୍କ ମନରେ ସେ ରହି ଯାଇଛନ୍ତି।
ଯାହା ଫଳରେ ତାଙ୍କୁ କେହି ମଧ୍ୟ ସହଜରେ ଭୁଲି ପାରିବେ ନାହିଁ।ଗତ ୧୧ ତାରିଖରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା।ଯାହା ଫଳରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।ତେବେ ଏହି ଅଭିନେତାଙ୍କ ବିୟୋଗରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଭିନୟ ଜଗତରେ ଶୋକର ଛାୟା ଖେଳି ଯାଇଛି।ତେବେ ବର୍ତ୍ତମାନ ଏହି କଥାକୁ ନେଇ ଅଭିନେତା ସୁମନ ମଧ୍ୟ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି।
ସେ ଅଭିନେତା ମିହିର ଦାସଙ୍କ ସ୍ମୃତିରେ କିଛି କଥା କହିଛନ୍ତି।ତେବେ ସେ କହିଛନ୍ତି କି ଏହିଭଳି ଜଣେ ଅଭିନେତା ଓଡ଼ିଆ ଅଭିନୟ ଜଗତକୁ ଆଉ କେବେ ମଧ୍ୟ ମିଳିବ ନାହିଁ।ତାଙ୍କର ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରି ପାରିଥିଲେ।ତେବେ ସେ ସମସ୍ତ ପ୍ରକାରର ଚରିତ୍ରକୁ ଭଲ ଭାବରେ ଅଭିନୟ ମାଧ୍ୟମରେ ଉପସ୍ଥାପନ କରି ପାରନ୍ତି।
ଏହା ସହିତ ଏହି ଅଭିନେତାଙ୍କ ଏପରି ଭାବରେ ଅଚାନକ ବିୟୋଗ ହୋଇଯିବ ବୋଲି ସେ ବିଶ୍ୱାସ କରି ପାରୁ ନାହାଁନ୍ତି।ଏହା ସହିତ ସେ କହିଥିଲେ କି ସେ ତାଙ୍କ ପାଖରୁ ଅନେକ କିଛି ଶିକ୍ଷା କରିବାକୁ ପାଇଛନ୍ତି।ସେ ସମସ୍ତଙ୍କୁ କହିଥାନ୍ତି କି ଅଭିନୟ କରିବା ସମୟରେ ନିଜର ମନରୁ ଅଭିନୟ କର।ଏହା ସହିତ ଅଭିନୟକୁ ଜୀବନ୍ତ କରିବା ପାଇଁ ଚେଷ୍ଟା କର।
ତେବେ ଏହି ଅଭିନେତାଙ୍କ ସହିତ ସେ ଅନେକ ସମୟ ଅତିବାହିତ କରିଛନ୍ତି ବୋଲି କହିଥିଲେ।ଏହା ସହିତ ସେ କହିଥିଲେ କି ସେ ତାଙ୍କ ପାଖରୁ ଅନେକ କିଛି ଶିକ୍ଷା କରିବାକୁ ପାଇଛନ୍ତି।ତେବେ ସେ ତାଙ୍କର ସ୍ମୃତିରେ ଏହି ସମସ୍ତ କଥା କହୁଥିବା ସମୟରେ କାନ୍ଦି ପକାଇ ଥିଲେ।ଏହା ସହିତ ଅଭିନେତା ମିହିର ଦାସଙ୍କ ଭଳି ଅଭିନେତା ବାସ୍ତବରେ ଆମ ଅଭିନୟ ଜଗତକୁ ଆଉ କେବେ ମିଳି ପାରିବ ନାହିଁ ବୋଲି ସେ କହିଥିଲେ।