ଦେଖନ୍ତୁ ହିରୋଇନ Rali Nanda କିଭଳି ପାଳନ କଲେ ନିଜ ଝିଅର ଜନ୍ମ ଦିନ,ଦେଖିବା ପରେ ଆପଣ ମଧ୍ୟ ହେଇଯିବେ ଖୁସି…ଦେଖନ୍ତୁ Video

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଓଡ଼ିଆ ସିନେମା ଏବଂ ଟିଭି ଜଗତ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ନିହାତି ଭାବରେ ଓଡ଼ିଆ ସିରିଏଲ ଦେଖୁଥିବେ ଏବଂ ଏହା ଆପଣଙ୍କୁ ପସନ୍ଦ ମଧ୍ୟ ଆସୁଥିବ।ବର୍ତ୍ତମାନ ସମୟରେ ଏହି ସବୁ ଓଡ଼ିଆ ସିରିଏଲର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଅନେକ ଲୋକ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି।ଏହାର ଏକ ମୁଖ୍ୟ କାରଣ ହେଉଛି ଏହି ସବୁ ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ।ତେବେ ଆପଣମାନେ ଓଡ଼ିଆ ଅଭିନେତ୍ରୀ ରାଲି ନନ୍ଦଙ୍କୁ ତ ନିହାତି ଭାବରେ ଜାଣିଥିବେ।ଲୋକମାନେ ତାଙ୍କୁ ଏବଂ ତାଙ୍କ ଅଭିନୟକୁ ଅନେକ ମାତ୍ରାରେ ପସନ୍ଦ କରିଥାନ୍ତି।

ସେ ଅନେକ ସୁନ୍ଦର ସୁନ୍ଦର ଫିଲ୍ମ ଓ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି।ତାଙ୍କ ଅଭିନୟରେ ଏପରି ଯାଦୁ ଥାଏ ଯେ ଦର୍ଶକ ମାନଙ୍କୁ ବଶୀଭୂତ କରିବାପାଇଁ ତାହା ଯଥେଷ୍ଟ ଥାଏ।ଏହି କାରଣ ପାଇଁ ସେ ଆଜି ଶିଖରରେ ପହଞ୍ଚିପାରିଛନ୍ତି।ତାଙ୍କ ଅଭିନିତ ସମସ୍ତ ସିରିଏଲ ଏବଂ ଫିଲ୍ମ ମଧ୍ୟ ଅନେକ ସୁନାମ ଅର୍ଜନ କରିବା ସହିତ ପ୍ରଶଂସାର ପାତ୍ର ହୋଇ ପାରିଛି।

ଆପଣମାନେ ତ ଏହା ଜାଣିଥିବେ ତାଙ୍କର ବିବାହ ହେବା ପରେ ନିକଟରେ ତାଙ୍କର ଏକ କୁନି ଝିଅ ହୋଇଥିଲା।ଏହା ତାଙ୍କ ପାଇଁ ଏକ ବହୁତ ବଡ଼ ଖୁସିର ସମୟ ଥିଲା। ତେବେ ସେହି ଝିଅର ଜନ୍ମଦିନକୁ ମନେ ରଖିବା ପାଇଁ ଖୁବ ଧୁମ ଧାମରେ ପାଳନ କରିଥିଲେ ରାଲି ନନ୍ଦ ଏବଂ ତାଙ୍କର ସ୍ୱାମୀ।ସେମାନେ ଏକ ବଡ଼ ପାର୍ଟି କରି ଏନେକ ଲୋକଙ୍କୁ ଡାକିଥିଲେ ଏବଂ ଖୁବ ଧୁମ ଧାମରେ ଝିଅର ଜନ୍ମ ଦିନକୁ ପାଳିଥିଲେ।

ସେହି ମୁହୂର୍ତ୍ତର ଅନେକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରାଯାଇଛି।ତାହାକୁ ଦେଖି ଅନେକ ଲୋକ ପସନ୍ଦ କରିବା ସହିତ ଝିଅକୁ ଶୁଭେଚ୍ଛା ଏବଂ ଶୁଭକାମନା ମଧ୍ୟ ଦେଉଛନ୍ତି। ସେହି ପାର୍ଟିରେ ଅନେକ ପରିବାର ସଦସ୍ୟ ଏବଂ ଅନ୍ୟ ଲୋକ ଆସି ରାଲି ନନ୍ଦଙ୍କ ସହ ଏବଂ ତାଙ୍କ ଝିଅ ସହିତ ଫଟୋ ମଧ୍ୟ ଉଠାଇଥିଲେ।

Leave a Reply

Your email address will not be published. Required fields are marked *