UP ବାହାଘର ରେ ପ୍ରେମିକାକୁ ଧରି ଛୁ ମାରିଲା ବର,ଆଉ ତାପରେ କନ୍ୟା ଯାହାକୁ ବିବାହ କରିଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ତେବେ ଆମେ ଯେଉଁ କଥା ବିଷୟରେ ଆଜି ଜାଣିବା ତାହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ କରିଦେବ।ଓ ଏହି କଥା ଆପଣ ଯାହାକୁ କହିବେ ସେ ମଧ୍ୟ ଏହା ଶୁଣିବା ପରେ ଅନେକ ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଯିବେ।ଆଜିର ସମାଜ ଏହିପରି ଭାବରେ ହୋଇଗଲାଣି ଯେ ଅନେକ ଜାଗାରେ ଏପରି ଖବର ଶୁଣିବାକୁ ମିଳୁଛି ଯାହା ଆମ ମଣିଷ ଜାତି ପାଇଁ ଏକ ବହୁତ ବଡ଼ ଲଜ୍ୟାର ବିଷୟ ଅଟେ।ତେବେ ଆସନ୍ତୁ ନଜର ପକାଇବା କଣ ରହିଛି ଏହି ସମ୍ପୂର୍ଣ୍ଣ ଖବର।

ତେବେ ହାତ ଧରିବ ବୋଲି କହି ଅଧା ରାସ୍ତାରେ ହାତ ଛାଡିଦେଲା ଭାବି ସ୍ୱାମୀ।ଆଉ ଏବେ ବାହା ବେଦିରେ ଭୋ ଭୋ ହୋଇ କାନ୍ଦୁଛି ମଙ୍ଗୁଳା କନ୍ୟା।ତେବେ ଯାହା କିଛି ସୂଚନା ମିଳିଛି ସେହି ଅନୁସାରେ ପର ପାତ୍ର ପାଇଁ ଭାଙ୍ଗିଗଲା ବାହାଘର।ହାତରେ ମେହେନ୍ଦି ଲଗାଇ ବରକୁ ଅପେକ୍ଷା କରିଥିଲେ।

ହେଲେ ତାଙ୍କର ଏହି ସବୁ ସ୍ୱପ୍ନ ଭାଙ୍ଗି ଚୁର ମାର କରିଦେଲା ବର।ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ବାହାଘରର ଠିକ ଦିନକ ପୂର୍ବରୁ ବରଯାତ୍ରୀ ଆସିବେନି ବୋଲି ମନାକରିଦେଲେ ବର ପକ୍ଷ।କାରଣ ବିବାହର ଠିକ ଏକ ଦିନ ପୂର୍ବରୁ ପ୍ରମିକାକୁ ଧରି ଛୁ ମାରିଛି ବର।ଉତ୍ତର ପ୍ରଦେଶର ଏକ ଜିଲ୍ଲାରୁ

ଏପରି ଏକ ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି।ବର ଅନ୍ୟଜଣେ ଝିଅ ସହିତ ପଳାଇ ଯିବାପରେ ଘଟଣା ଏବେ ଥାନାରେ ପହଞ୍ଚିଛି।ହମିରପୁର ଜିଲ୍ଲାର ନିବାସୀ ହେଉଛନ୍ତି ଅନିତା।୨୦ ବର୍ଷ ପୂର୍ବରୁ ସେ ତାଙ୍କ ବାପାଙ୍କୁ ହରାଇଛନ୍ତି।ବାପା ଚାଲିଯିବା ପରେ ଅନିତାଙ୍କୁ ବଡ଼ କଷ୍ଟରେ ବଡ଼ କରିଥିଲେ ତାଙ୍କ ମାଆ।

ଚାରିବର୍ଷ ପୂର୍ବେ ଅନିତାଙ୍କ ବଡ଼ ଭଉଣୀ ବିବାହ କରିସାରିଛନ୍ତି।ଦଶ ତାରିଖରେ ବିବାହ ସ୍ଥିର ହୋଇଥିଲା।ପାରୁ ପର୍ଯ୍ୟନ୍ତ ଜାନି ଯୌତୁକ ଦେଇ ଝିଅକୁ ବିଦା କରିବାକୁ ସ୍ଥିର କରିଥିଲେ ଅଭାବୀ ମାଆ।ବିବାହରେ ଯୋଗ ଦେବାପାଇଁ ଘରେ ସମ୍ପର୍କୀୟ ମଧ୍ୟ ପହଞ୍ଚି ସାରିଥିଲେ।କିନ୍ତୁ ଦୁର୍ଭାଗ୍ୟର କଥା ବର ଘର ଲୋକ

ଠିକ ଗୋଟିଏ ଦିନ ପୂର୍ବରୁ ବରଯାତ୍ରୀ ଆଣିବାକୁ ମନାକରିଦେଇଥିଲେ।ଏହାଫଳରେ ଅନିତାଙ୍କ ମୁଣ୍ଡରେ ଏବେ ଚଡକ ପଡିଛି।ବିବାହ କରିବାର ସବୁ ସୁନେଲି ସ୍ୱପ୍ନ ଭାଙ୍ଗି ଚୁର ମାର ହୋଇଯାଇଛି।ସେ ଏହାକୁ ନେଇ କାନ୍ଦି କାନ୍ଦି ଥାନା ବାବୁଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *