ତେବେ ଏକ ବଡ଼ ଖବର ଆମେ ଆପଣଙ୍କ ପାଖକୁ ନେଇକି ଆସିଛୁ। ରଙ୍ଗ ନମ୍ବରରେ ପଟାଇ ପ୍ରଥମ ସ୍ତ୍ରୀକୁ ପଟାଇ ବାହା ହୋଇଥିଲା।ଆଉ ଏବେ ପୁଣି ସେହି ରଙ୍ଗ ନମ୍ୱର ଚକରରେ ଫସାଇ ଥିଲା ଝିଅକୁ।ହେଲେ ସବୁ ମୁଖା ଖୋଲି ଯାଇଛି ଏହି ରଙ୍ଗ ନମ୍ୱର ପ୍ରେମିକର।ପ୍ରେମ ପାଇଁ ଏବେ ଏମିତି ହଟ ହଟା ହେବାକୁ ପଡ଼ିଛି।ହେଲେ ରଙ୍ଗ ନମ୍ୱର ରଙ୍ଗ ନମ୍ୱରରେ ଫସାଉ ଥିଲା ଝିଅଙ୍କୁ।ଆଉ ନିଜ ପ୍ରକୃତା ପରିଚୟ ଲୁଚାଇ ସଂପର୍କ ସ୍ଥାପନ କରିବା
ପାଇଁ ଚେଷ୍ଟା କରୁଥିଲା।ଭଦ୍ରକ ଜିଲ୍ଲାର ଏହି ଘଟଣା।ଏହି ଘଟଣା ଆଖି ଖୋଲି ଦେବ ସେହି ଝିଅ ମାନଙ୍କର ଯେଉଁ ମାନେ ରଙ୍ଗ ନମ୍ୱରରେ ମନ ଦେଇ ବସନ୍ତି।ସେ ଯୁବକ କହିଛି କି ରଙ୍ଗ ନମ୍ୱରରେ ସେମିତି କଥା ହେଉଥିଲି।ସେ ଝିଅ ସହ କଥା ହେଉଥିଲି ଆଉ ତାକୁ ଭଲ ପାଉଥିଲି।ସେ ପଳେଇ ଆସିଥିଲା
ଆମ ଘରକୁ।କହୁଛି ପ୍ରଥମ ସ୍ତ୍ରୀ ମୋର ସେହି ରଙ୍ଗ ନମ୍ୱରରୁ ପଟି ଥିଲା।ପୁଣି ଥରେ ସେହି ରଙ୍ଗ ନମ୍ୱର ଫର୍ମୁଲା ପକାଇ ଆଉ ଜଣେ ଯୁବତୀଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିଲା।ଆଉ ଏହା ପରେ ପ୍ରେମିକାକୁ ରାତିରେ ଦେଖା କରିବାକୁ ଆସି ଗାଁ ବାସୀଙ୍କ ଦ୍ଵାରା ଅଟକ ହୋଇଥିଲା।ପରେ ତା ଘରେ ତାର ସ୍ତ୍ରୀକୁ ଖବର ଦିଆ
ଯାଇଥିଲା।ଆଉ ୨୦ ହଜାର ଟଙ୍କା ଜୋରିମାନା ପରେ ପୋଲିସକୁ ଦିଆ ଯାଇଥିଲା ଏହି ପ୍ରେମିକକୁ।ଆଉ ତାର ଏହି ଘଟଣା ବାବଦରେ କେହି ବି ଜାଣି ନାହାନ୍ତି।ଏଥିରେ ଫସିବାର ସମ୍ଭାବନା ଅଧିକ ହିଁ ଥାଏ।ମୁଖ୍ୟତଃ ଯୁବତୀ ମାନେ ସାବଧାନ ରୁହନ୍ତୁ ଏହି ଭଳି ପ୍ରେମିକ ମାନଙ୍କୁ ଯେଉଁମାନେ ପୂର୍ବ ଭଳି ବିବାହିତ ଥାଇ ବି ଅନ୍ୟ ଝିଅ ମାନଙ୍କୁ ଫସାଇବା ପାଇଁ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ।
ଆଉ ଧରା ପଡ଼ିଯିବା ପରେ କୁହନ୍ତି ମୋର ଭୁଲ ହୋଇଗଲା।କୁହନ୍ତି ତେବେ ଆପଣଙ୍କ ମତ ରେ ଏଭଳି ପ୍ରେମିକ କୁ କଣ ଦଣ୍ଡ ମିଳିବ ଦରକାର ନ ଦ୍ୱିତୀୟ ସ୍ତ୍ରୀ ସହିତ ବିବାହ କରେଇବା ଉଚିତ ନା କଣ ଦଣ୍ଡ ମିଳିବ ଦରକାର ବୋଲି ଆପଣଙ୍କ ଭାବନା