ଅଭିନେତ୍ରୀ ଉଷାସି ମିଶ୍ରଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରି ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଭାବରେ ନିଜକୁ ସମ୍ପୂର୍ଣ୍ଣ ଓଡ଼ିଶାର ଲୋକଙ୍କ ପାଖରେ ପରିଚିତ କରି ପାରିଥିଲେ।ତେବେ ଏହି ଅଭିନେତ୍ରୀ ଅନେକ ଧାରାବାହିକ ଓ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଲୋକଙ୍କ
ପାଖରେ ନିଜକୁ ପରିଚିତ କରି ପାରିଥିଲେ।ତେବେ ଏହି ଅଭିନେତ୍ରୀ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରି ଥାଆନ୍ତି।ସେ ନିକଟରେ ଏକ ସାକ୍ଷାତକାରରେ ଆସି ସେଠାରେ ନିଜର ଜୀବନ ସମ୍ପର୍କରେ କିଛି କଥା କହି ଥିଲେ।
ନିଜର ସମ୍ପୂର୍ଣ୍ଣ ଜୀବନରେ ସେ କିପରି ସଂଘର୍ଷ କରି ଏହି ସଫଳତା ପାଇ ପାରିଛନ୍ତି ଏହା ସମ୍ପର୍କରେ ମଧ୍ୟ କହିଥିଲେ।ତେବେ ଏହି ଅଭିନେତ୍ରୀଙ୍କ ଅଭିନୟ ବାସ୍ତବରେ ବହୁତ ଆକର୍ଷଣୀୟ ହୋଇଥାଏ।ସେହି କାରଣରୁ ଅନେକ ଲୋକ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଭାବରେ ପସନ୍ଦ କରି ଥାଆନ୍ତି।
ଏହା ସହିତ ନିଜର ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରି ପାରିଛନ୍ତି।ତାଙ୍କର ଅଭିନୟ ସମସ୍ତଙ୍କୁ ବହୁତ ଅଧିକ ପସନ୍ଦ ଆସିଥାଏ।ତାଙ୍କର ଅଭିନୟ ସମସ୍ତଙ୍କର ଅନେକ ପ୍ରିୟ ଅଟେ।ତେବେ ଏହି ଅଭିନେତ୍ରୀ ପିଲାବେଳୁ ଅଭିନୟ କରିବା ପାଇଁ ପସନ୍ଦ କରି ଥାଆନ୍ତି।ଏହା କାରଣରୁ
ସେ ପ୍ରଥମେ ଯାତ୍ରାରେ ଅଭିନୟ କରିବା ଆରମ୍ଭ କରିଥିଲେ ତେବେ ସେଠାରେ ସେ ଅନେକ ସଫଳତା ପାଇ ଥିଲେ।ତାଙ୍କର ଅଭିନୟ ଦେଖିବା ପରେ ଲୋକମାନେ ତାଙ୍କର ଅନେକ ପ୍ରଶଂସା କରୁଥିଲେ ଯାହା ଫଳରେ ସେ ଧୀରେ ଧୀରେ ଅନେକ ସଫଳତା ପାଇ ଚାଲିଲେ।ତାଙ୍କର ଅଭିନୟ ପାଇଁ ସେ ବହୁତ ଲୋକଙ୍କ ପ୍ରିୟ ହୋଇ ଯାଇଥିଲେ।
ଏହି ଅଭିନେତ୍ରୀ ବାସ୍ତବରେ। ଜଣେ ବହୁତ ପ୍ରତିଷ୍ଠିତ ଅଭିନେତ୍ରୀ ଭାବରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି ଏହା ସହିତ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ଅଭିନୟ ଦୁନିଆରେ ସେ ନିଜକୁ ଏକ ବିଶେଷ ପରିଚୟ ଦେବାରେ ସଫଳ ହୋଇ ପାରିଥିଲେ।ନିକଟରେ ତାଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା।
ତେବେ ସେ ଏହା ଉପରେ କହିଥିଲେ କି ତାଙ୍କର ପ୍ରେମ ବିବାହ ହୋଇଥିଲା।ଏହା ପରେ ମଧ୍ୟ ସେମାନେ ଧୀରେ ଧୀରେ ପରସ୍ପରକୁ ବୁଝିବାରେ କିଛି ଭୁଲ ରହି ଯାଇଥିଲା।ଯାହା ଫଳରେ ସେମାନଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ଭୁଲ ବୁଝାମଣା ହୋଇ ଯାଉଥିଲା।ଏହା କାରଣରୁ ସେମାନଙ୍କ ମଧ୍ୟରେ ଫାଟ ଆସିଥିଲା।
ଯାହା ଫଳରେ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ବୋଲି ସେ କହିଥିଲେ ଏହା ସହିତ ସେମାନେ ବର୍ତ୍ତମାନ କେବଳ ଏକ ଭଲ ବନ୍ଧୁ ହୋଇ ରହିଛନ୍ତି ବୋଲି ମଧ୍ୟ ସେ କହିଥିଲେ