ସୁନା ରଥରେ ଥିଲା ଦୁର୍ଲଭ ରତ୍ନମଣି,କୁଆଡେ ଗଲା ସେହି Ratnamani,କେତେ ଦାମିକା ଥିଲା ଯେ କୁଳ ରେ ଲାଗୁ ଲାଗୁ ହେଲା ଗାୟବ…ଦେଖନ୍ତୁ Video

ନିକଟରେ ଆନ୍ଧ୍ରପ୍ରଦେଶର ସିକାକୁଲମ ଠାରେ ଆସି ଲାଗିଥିବା ସୁନାର ରଥ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ସୁନାର ରଥ ସେଠାରେ ଆସି ଲାଗିବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।ଏହା ସହିତ ଏହାକୁ ନେଇ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରି ଦେଇଥିଲେ।ତେବେ ଏହି ରଥ କେଉଁ ସ୍ଥାନରୁ ଆସିଛି ଏହାକୁ ନେଇ ବହୁତ ଲୋକ ବହୁତ ପ୍ରଶ୍ନ କରିଥିଲେ।

ତେବେ କିଛି ଲୋକଙ୍କ କହିବା ଅନୁସାରେ ଏହା ଥାଇଲ୍ୟାଣ୍ଡରୁ ଆସିଛି।ସେଠାରେ ଏହିପରି ଅନେକ ମନ୍ଦିର ରହିଛି।ଏହା ସେହିଠାରୁ ଭାସି ଭାସି ଚାଲି ଆସିଛି ବୋଲି କିଛି ଲୋକ କହିଛନ୍ତି।ଏହା ସହିତ ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଅନେକ ମାତ୍ରାରେ ଭିଡ଼ ଦେଖିବା ପାଇଁ ମଧ୍ୟ ମିଳିଥିଲା।

ତେବେ ସରକାର ଏହାକୁ ନିଜର ଅଧିନକୁ ନେଇ ଯାଇଛନ୍ତି।ବର୍ତ୍ତମାନ କିଛି କଥା ଶୁଣିବାକୁ ମିଳୁଛି ଯାହା ସମସ୍ତଙ୍କୁ ଚକିତ କରିଛି।ତେବେ କିଛି ଲୋକଙ୍କ କହିବା ଅନୁସାରେ ଥାଇଲ୍ୟାଣ୍ଡ ଠାରେ ଥିବା ଏହିପରି ପ୍ରତ୍ୟେକ ରଥରେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ରହିବା ସହିତ ସେଥିରେ କିଛି ମୂଲ୍ୟବାନ ରତ୍ନ ମଧ୍ୟ ରହିଥାଏ।

ଏହା ବ୍ୟତୀତ ସେଥିରେ କିଛି ଦୈବିକ ଶକ୍ତି ମଧ୍ୟ ରହିଥାଏ ବୋଲି ଅନେକ ଲୋକ କହି ଥାଆନ୍ତି।ଯଦି ଏପରି ହୋଇଥାଏ ତେବେ ସେହି ସମସ୍ତ ଜିନିଷ କୁଆଡେ ଗଲା ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି।ଏହା ବ୍ୟତୀତ ଏହି ସମସ୍ତ ଜିନିଷ ସମୁଦ୍ର ମଧ୍ୟରେ ପଡ଼ି ଯାଇଥାଏ ପାରେ ବୋଲି ଅନୁମାନ କରା ଯାଉଛି।

ଏହା ପରେ ମଧ୍ୟ ଏହାକୁ ଖୋଜିବା ପାଇଁ ଅନେକ ପ୍ରୟାସ ମଧ୍ୟ କରାଯାଉଛି ବୋଲି ଶୁଣିବାକୁ ମିଳିଛି।ତେବେ ଏହା ସହିତ ଜଡ଼ିତ ସେହି ସମସ୍ତ ଜିନିଷ କେଉଁଠାରେ ରହିଲା ଏହାକୁ ଜାଣିବା ପାଇଁ ଅନେକ ଲୋକ ପ୍ରୟାସ କରୁଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି।ତେବେ କିଛି ଲୋକଙ୍କ କହିବା ଅନୁସାରେ ହୁଏତ

ଏହାକୁ କେହି ଚୋରି କରି ନେଇଛି।ଆଉ ଏକ କଥା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ତାହା ହେଉଛି କି ଏହା ଏତେ ଦୂରରୁ କିପରି ଭାବରେ ଭାସି ଭାସି ଆସି ଏହି ସ୍ଥାନରେ ପହଞ୍ଚି ପାରିଲା।କାରଣ ଏତେ ଅଧିକ ବାଟରୁ ଏପରି ଭାବରେ ଭାସି ଭାସି ଆସିବା କୌଣସି ଏକ ସାଧାରଣ କଥା ନୁହେଁ।ଏହାକୁ ନେଇ ଅନେକ ଲୋକ ବର୍ତ୍ତମାନ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି

ଏହା ବ୍ୟତିତ ଏହାକୁ ବର୍ତ୍ତମାନ ସରକାର ନିଜର ଅଧୀନରେ ରଖିବା ସହିତ ଏହାକୁ ତଦାରଖ କରିବା ସହିତ ଏହି ମନ୍ଦିର ସହିତ ଜଡ଼ିତ ସମସ୍ତ ତଥ୍ୟ ବାହାର କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି ବୋଲି ଶୁଣିବାକୁ ମିଳିଛି ତେବେ ଏହା କିପରି ଭାବରେ ଏତେ ଦୂର ଆସିଲା ଏହା ଜାଣିବା ପାଇଁ ମଧ୍ୟ ପ୍ରୟାସ କରା ଯାଉଛି।

Leave a Reply

Your email address will not be published. Required fields are marked *