Sadhi ପିନ୍ଧି କୁନି ଝିଅର ମାଉସୀ ଚରିତ୍ର ଅଭିନୟ ଆପଣଙ୍କୁ ହସି ହସି ଗଡ଼େଇ ଦେବ,ଅଭିନୟ ଦେଖିବା ପରେ ଆପଣ ମଧ୍ୟ ହେଇଯିବେ ଖୁସି…ଦେଖନ୍ତୁ Video

ମାଉସୀ ଗାଧେଇ ସାରିଲେଣି।ହଁ ଏଇ ଭାତ ଖାଉଥିଲି ଆଉ।ଆଉ ମଉସା। ହଁ ସେ ଅଫିସ ଯାଇଛନ୍ତି।ଆଉ ପୁଅ ବୋହୂ।ପୁଅ ଯାଇକି କୁଆଡେ ବୁଲୁଛି ଆଉ ବୋହୂ ଯାଇ ସଫା କରୁଛି।ପୁଅ କଣ କରେ ମାଉସୀ।ପୁଅ ଚାକିରୀ କରେ।ବୋହୂ ଭଲ ତ।ହଁ ବୋହୂ ଭଲ ସବୁ ଭଲ।ଆଉ ଝିଅ।ଝିଅ ପରା ଘରେ ଅଛି।ଆଉ ଝିଅ ବାହା ହୋଇ ଯାଇଛି କି।ହଁ ଝିଅ ବାହା ହୋଇ ଯାଇଛି।ଆଉ ଜ୍ବାଇଁ କଣ କରୁଛନ୍ତି।

ଆମ ଜ୍ବାଇଁ ପା ଚାକିରି କରିଛନ୍ତି।ବିନି ଝିଅ ସିଲୁ ଝିଅ ଯୋଉଠି ପଢୁଛି ସେଠି।ତାଙ୍କ ଝିଅ ଯୋଉଠି ପଢୁଛନ୍ତି ଜ୍ବାଇଁ ସେଇଠି ଚାକିରୀ କରୁଛନ୍ତି। ସେଠି ଥିବା ଦିଦିମାନେ ବି ଭଲ।ସେ ସ୍କୁଲରେ ଥିବା ସବୁ ଦିଦି ଭଲ।ସେ ପୁଅକୁ ବହୁତ ସାହାର୍ଯ୍ୟ କରୁଛନ୍ତି।ଆଉ ମଉସା କୁଆଡେ ଯାଇଛନ୍ତି। ମୋଉସା ଅଫିସ ଯାଇଥିଲେ।

ସେଠୁ ଆସି କହିଲେ କି କଣ ମେଡିସିନ ଆଣି ଯିବେ।ମତେ କହିଲେ ଖାଲି ପେଟରେ ମେଡିସିନ ଖାଇବା ପାଇଁ।ଡାକ୍ତର ଯାହା କହିବେ ନା ମୁଁ କଣ ମନ ଇଚ୍ଛା ସବୁ କରି ଦେବି।ଯଦି ମୋଉଷାଙ୍କ ଦେହ ଖରାପ ହୁଏ ତେବେ ସେ କହୁଛନ୍ତି ଆହୁରି ମେଡିସିନ ଖାଇବେ।ପୁଣି ସବୁ ଭୁଲ ସମୟରେ ଖାଇବ।

କିଏ ଜାଣେ କଣ ହେବ। ଗୋଡ଼ଠୁ ମୁଣ୍ଡ ଯାଏ କେତେ କଣ କିଣି ଦେଇଛନ୍ତି।କେତେ ଟଙ୍କାରେ କିଣି ଦେଇଛନ୍ତି।ସେ ୨୦୦ ହଜାର ଟଙ୍କାରେ କିଣି ଦେଇଛନ୍ତି।ପୁଣି ଚାଉଳ ଦେଖିଲ ସେଥିରେ କେତେ ଗଣି।ବୋହୂ କିଛି କରୁନି।ଆଉ ମଉସା କଣ କିଛି କହୁ ନାହାନ୍ତି।କାମ କାମ କାମ ସବୁବେଳେ କାମ।

ବୋହୂ କିଛି କରୁନି କି। ବୋହୂ ତ କିଛି କରୁନି। ଖାଲି ଦିନ ରାତି ମୋବାଇଲ ଧରି ବସୁଛି। ଯୋଉତ ବୋହୂ।ଘରକୁ ଆସି କିଛି କାମ କରୁନି।ମୁଁ ସବୁ କାମ କରୁଛି।ତେବେ କୁନି ଝିଅ ର ଏହି ଭିଡିଓ ଏବେ ବହୁତ ଭାଇରଲ ହେବାରେ ଲାଗିଛି ଓ ଲୋକ କୁନି ଝିଅ ର ଏହି ଅଭିନୟ କୁ ବହୁତ ପସନ୍ଦ କରିଛନ୍ତି

Leave a Reply

Your email address will not be published. Required fields are marked *