ଯାତ୍ରା ର ସବୁଠୁ ଚର୍ଚିତ ହିରୋ Subash ବେହେରା ଙ୍କ ବିଷୟରେ ଏହି କଥା ଆପଣ କେବେ ଜାଣି ନଥିବେ,ସୁବାସ ବେହେରା କେମିତି ଆସିଥିଲେ ଯାତ୍ରା କୁ…ଦେଖନ୍ତୁ Video

ଅଭିନେତା ସୁବାସ ବେହେରାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପସନ୍ଦ ଆସିଥାଏ।ଅଭିନୟ ଦୁନିଆରେ ସେ ନିଜକୁ ଏକ ବିଶେଷ ଭାବରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କର ପ୍ରିୟ ଅଟେ।ଅଭିନୟ ଦୁନିଆରେ ସେ ନିଜକୁ ବହୁତ ଅଧିକ ପ୍ରତିଷ୍ଠିତ କରି ପାରିଛନ୍ତି।କିନ୍ତୁ ଅଭିନୟ ଦୁନିଆରେ ସେ ନିଜକୁ ପରିଚିତ କରିବା ପାଇଁ ତାଙ୍କୁ

ଅନେକ ସଂଘର୍ଷ କରିବା ପାଇଁ ପଡ଼ି ଥିଲା।ଅଭିନୟ ଦୁନିଆରେ ସେ ନିଜକୁ ପରିଚୟ ଦେବା ପାଇଁ ବହୁତ ଅଧିକ ପରିଶ୍ରମ କରିଛନ୍ତି।ତେବେ ତାଙ୍କର ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା।ସେହି କାରଣରୁ ତାଙ୍କର ପିତା ତାଙ୍କୁ ପାଠ ପଢ଼ାଇ ପାରୁ ନଥିଲେ।ଏହା ପରେ ମଧ୍ୟ ସେ ଅନେକ ସଂଘର୍ଷ କରି ପାଠ ପଢ଼ି ଥିଲେ।

ଏହା ପରେ ସେ ଦଶମ ମଧ୍ୟ ପାସ କରି ଥିଲେ।ଏହା ପରେ ସେ ଅଭିନୟ କରିବେ ବୋଲି ଚିନ୍ତା କରି ସବୁ କିଛି ଛାଡ଼ି ଚାଲି ଆସି ଥିଲେ।ତେବେ ସେ ଘର ଛାଡ଼ି ଆସିବା ପରେ ତାଙ୍କର ପାଖରେ କିଛି ମଧ୍ୟ ନଥିଲା।ଶେଷରେ ସେ ଏକ ଯାତ୍ରା ହେଉଥିବା ସ୍ଥାନରେ ଯାଇ ରହି ଯାଇ ଥିଲେ।ସେଠାରେ ତାଙ୍କୁ ଖାଇବାକୁ ମିଳି ଯାଇଥିଲା।

ଏହା ପରେ ସେ ସେଠାରେ ରହି ଯାଇ ଥିଲେ।ତେବେ ତାଙ୍କର ପିତା ଏହା ଜାଣିବା ପରେ ତାଙ୍କୁ ଆସି ତାଙ୍କର ଘରକୁ ନେଇ ଯାଇଥିଲେ।ଏହା ପରେ ତାଙ୍କର କଲେଜରେ ନାମ ଲେଖାଇ ଦେଇ ଥିଲେ।ତେବେ ତାଙ୍କର ନାମ ଲେଖାଇବା ପରେ ସେ ସେଠାରେ ପଢ଼ିବା ଆରମ୍ଭ କରି ଦେଇଥିଲେ।ସେ ସେଠାରେ

ପାଠ ପଢ଼ିବା ପରେ ମଧ୍ୟ ତାଙ୍କୁ ଭଲ ଲାଗୁ ନଥିଲା।ଏହା ପରେ ସେ ଅନେକ କଷ୍ଟ ମଧ୍ୟ ପାଇଥିଲେ।ତେବେ ଏହା ପରେ ତାଙ୍କର ଜୀବନରେ ବହୁତ ପରିବର୍ତ୍ତନ ଆସିଥିଲା।ସେ ଚାକିରି କରି ମଧ୍ୟ ତାଙ୍କର ଚାକିରି ଚାଲି ଯାଇଥିଲା।ସେ ଏହା ପରେ ଯାତ୍ରା ଦୁନିଆକୁ ଫେରି ଯାଇଥିଲେ।ସେଠାରେ ତାଙ୍କୁ ବାର୍ଷିକ

୧୧ ହଜାର ଟଙ୍କାରେ ଚାକିରି ମିଳି ଯାଇଥିଲା।ସେ ସେଠାରେ ଚାକିରି କରିବା ସହିତ ନିଜର ଘରକୁ ମଧ୍ୟ ଆଉ ଯାଉ ନଥିଲେ।ତାଙ୍କର ଘର ଲୋକ ତାଙ୍କର ମୁହଁ ଦେଖିବା ପାଇଁ ଚାହୁଁ ନଥିଲେ।ଏହା ଭିତରେ ପ୍ରାୟ ୩ ବର୍ଷ ବିତି ଯାଇଥିଲେ।ଏହା ପରେ ସେ ଜାଣିବାକୁ ପାଇଲେ କି ତାଙ୍କର ଘରେ ଅନେକ ସମସ୍ୟା ରହିଛି।

ତାଙ୍କର ପାଖରେ ଥାଏ ୩୫ ହଜାର ଟଙ୍କା ସେ ସେହି ସମସ୍ତ ଟଙ୍କାକୁ ନେଇ ନିଜର ଘରକୁ ବାହାରି ପଡ଼ିଥିଲେ।ସେଠାକୁ ଯାଇ ନିଜର ମାଆଙ୍କ ହାତକୁ ସମସ୍ତ ଟଙ୍କା ଦେଇ କହିଥିଲେ କି ଘରର ସମସ୍ୟା ଏହା ମାଧ୍ୟମରେ ସମାଧାନ ହୋଇଯିବ।ଏହା ପରେ ମଧ୍ୟ ତାଙ୍କର ପିତା ତାଙ୍କୁ ସେଠାରେ ଅନେକ ଗାଳି କରିଥିଲେ।ସେ ଏହାପରେ ନିଜର ମାଆଙ୍କ ହାତ ରନ୍ଧା ଖାଇ ସେଠାରୁ ପୁଣି ଚାଲି ଆସିଥିଲେ।ତେବେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ବହୁତ କଷ୍ଟକର ରହିଥିଲା।

Leave a Reply

Your email address will not be published. Required fields are marked *