Doctors ଓ ନର୍ସ ମାନେ କାହିଁକି ସବୁବେଳେ ଧଳା କୋର୍ଟ ପିନ୍ଧିଥାନ୍ତି,କଣ ରହିଛି ଏହା ପଛର ଅସଲ କାରଣ,ଜାଣିଲେ ଚମକି ପଡିବେ ଆପଣ…

ସାଙ୍ଗମାନେ ଆଜି ଆମେ କିଛି ବିଶେଷ ଓଡ଼ିଆ ଢଗଡ଼ମାଳି ପ୍ରଶ୍ନ ଓ କିଛି ସାଧାରଣ ପ୍ରଶ୍ନ ବିଷୟରେ ଜାଣିବା।ଏହା ସହିତ ଏହି ସବୁ ପ୍ରଶ୍ନର ଉତ୍ତର ଗୁଡିକ ମଧ୍ୟ ଜାଣିବା।ପ୍ରଥମ ପ୍ରଶ୍ନ ହେଉଛି କେଉଁ ଜୀବ ଖାଦ୍ୟ ଖାଏ ନାହିଁ କିମ୍ବା ପାଣି ପିଏ ନାହିଁ?ଏହାର ସଠିକ ଉତ୍ତର ହେଉଛି ନିର୍ଜୀବ।ଦ୍ୱିତୀୟ ପ୍ରଶ୍ନ ହେଉଛି ହଡା ମାରିଛି ହଡା ଚାରିପଟେ ବଗ ଚେରିଛି।ଏହାର ସଠିକ ଉତ୍ତର ହେଉଛି ଘୋରଣା।ପରବର୍ତ୍ତୀ ପ୍ରଶ୍ନ ହେଉଛି ପଶୁ ନୁହଁ କି ସେ ପକ୍ଷୀ ନୁହଁ ଦିନରେ ସୋଇ ସେ ରାତିରେ ଚିଏଂ।

କହିଲା ଦେଖି ସେ କିଏ?ଏହାର ଉତ୍ତର ହେଉଛି ଚିମିରି।ପରବର୍ତ୍ତୀ ପ୍ରଶ୍ନ ହେଉଛି ତିନି ଅକ୍ଷର ନାମ ତାହାର ଓଲଟା ସିଧା ଏକା ସମାନ ତାହା କଣ?ଏହାର ସଠିକ ଉତ୍ତର ହେଉଛି କଟକ।ପରବର୍ତ୍ତୀ ପ୍ରଶ୍ନ ହେଉଛି ଏମିତି କେଉଁ ଜିନିଷ ଯାହା ମଣିଷ ନେଇଯିବ ହେଲେ କେବେ ଦେବ ନାହିଁ।ଏହାର ସଠିକ ଉତ୍ତର ହେଉଛି ଜୀବନ।

ପରବର୍ତ୍ତୀ ପ୍ରଶ୍ନ ହେଉଛି ତାହା କଣ ଯାହାକୁ ବାନ୍ଧିଲେ ମଧ୍ୟ ଚାଲିଥାଏ?ଏହାର ସଠିକ ଉତ୍ତର ହେଉଛି ଘଣ୍ଟା।ପରବର୍ତ୍ତୀ ପ୍ରଶ୍ନ ହେଉଛି ଗାଁ ସହରରେ ବୁଲିଥାଏ ମନ୍ଦିରକୁ ଗଲେ ଡରିଥାଏ।ଏହାର ସଠିକ ଉତ୍ତର ହେଉଛି ଚପଲ।ପରବର୍ତ୍ତୀ ପ୍ରଶ୍ନ ହେଉଛି ଗୋଟିଏ ବାକ୍ୟ କୁହ ଯାହାକୁ ସିଧା ଲେଖିଲେ ଯାହା ଓଲଟା ଲେଖିଲେ ତାହା।

ଏହାର ସଠିକ ଉତ୍ତ ହେଉଛି ବଣିଟା କୁଟା ଟାକୁ ଟାଣିବ।ପରବର୍ତ୍ତୀ ପ୍ରଶ୍ନ ହେଉଛି କେଉଁ ଜିନିଷ ପ୍ରଥମ ଦୁଇ ଥର ମାଗଣାରେ ମିଳିଥାଏ ତୃତୀୟ ଥର ପଇସା ଦେବାକୁ ପଡିଥାଏ?ଏହାର ଉତ୍ତର ହେଉଛି ଦାନ୍ତ।ପରବର୍ତ୍ତୀ ପ୍ରଶ୍ନ ହେଉଛି ଡିଜିଟାଲ ପେମେଣ୍ଟ କରିବାପାଇଁ କେଉଁଠି ସ୍କାନ କରାଯାଏ?ଏହାର ସଠିକ ଉତ୍ତର ହେଉଛି କ୍ୟୁଆର କୋଡ଼।

ପରବର୍ତ୍ତୀ ପ୍ରଶ୍ନ ହେଉଛି କେଉଁ କଳାକାର ରାପ ମ୍ୟୁଜିକ ସହିତ ସମ୍ବନ୍ଧିତ ଅଛନ୍ତି?ଏହାର ସଠିକ ଉତ୍ତର ହେଉଛି ବାଦସାହ।ଆଣ୍ଡ୍ରୋଏଡ଼ ଫୋନର ଆପ୍ଲିକେସନ ଡ଼ାଉନଲୋଡ଼ କରିବାପାଇଁ ଆମେ କଣ ବ୍ୟବହାର କରିଥାଉ?ଏହାର ସଠିକ ଉତ୍ତର ହେଉଛି ଗୁଗୁଲ ପ୍ଲେ ଷ୍ଟୋର।ପରବର୍ତ୍ତୀ ପ୍ରଶ୍ନ ହେଉଛି କେଉଁ ଫଳ ସହିତ ଜାପାନ, ଚାଇନା, ନାଗପୁର ଓ ବେଳେନ୍ସିଆର ସମ୍ବନ୍ଧ ରହିଛି?

ଏହାର ସଠିକ ଉତ୍ତର ହେଉଛି କମଳା।କିଏ ପିପୁଲ ପର ଆନିମଲ ନାମକ ସଂଘଟନର ସଂସ୍ଥାପକ ଅଟନ୍ତି?ଏହାର ଉତ୍ତର ହେଉଛି ମେନକା ଗାନ୍ଧୀ।ପରବର୍ତ୍ତୀ ପ୍ରଶ୍ନ ହେଉଛି ହିନ୍ଦୀ ଚଳଚ୍ଚିତ୍ରର କେଉଁ ଖଳନାୟକଙ୍କ ଆତ୍ମକଥାର ନାମ ବ୍ୟାଡ ମ୍ୟାନ ଅଟେ?ଏହାର ସଠିକ ଉତ୍ତର ହେଉଛି ଗୁଲସନ ଗ୍ରୋଭର।କେଉଁ ରାସାୟନିକ ତତ୍ତ୍ୱକୁ ପିରିୟଡିକ ଟେବୁଲରେ ଗୋଟିଏ ଅକ୍ଷର ଦ୍ବାରା ଦର୍ଶାଯାଇଛି।ଏହାର ଉତ୍ତର ହେଉଛି ପୋଟାସିୟମ।

ପରବର୍ତ୍ତୀ ପ୍ରଶ୍ନ ହେଉଛି ଡାକ୍ତର ଓ ନର୍ସ ମାନେ କାହିଁକି ଧଳା କୋର୍ଟ ପିନ୍ଧିଥାନ୍ତି?ଏହାର ଉତ୍ତର ହେଉଛି ଧଳା ରଙ୍ଗ ଶାନ୍ତି ଓ ମୈତ୍ରୀର ପ୍ରତୀକ ଅଟେ।ଦେଖାଯାଇଛି ଯେ ବହୁ ବର୍ଷ ତଳୁ ଡାକ୍ତର ଓ ନର୍ସ ଧଳା କୋର୍ଟ ପିନ୍ଧିଥାନ୍ତି।କେବଳ ଆମ ଦେଶ ନୁହଁ ଅନ୍ୟ ଦେଶରେ ମଧ୍ୟ ଏପରି ଦେଖାଯାଇଛି।ଧଳା କୋର୍ଟ ସ୍ୱଚ୍ଛତାର ପ୍ରତୀକ ଅଟେ।ଏହା ବ୍ୟତୀତ ସଚୋଟତା ପବିତ୍ରତା ଓ ଈଶ୍ୱରବିଶ୍ୱାସୀର ପ୍ରତୀକ ଅଟେ।

Leave a Reply

Your email address will not be published. Required fields are marked *