ଆମେ ସମସ୍ତେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଥିବା ୨୨ ପାହାଚ ସମ୍ପର୍କରେ ଭଲ ଭାବରେ ଜାଣୁ ତେବେ ଏହି ପାହାଚ ସହିତ ଅନେକ କଥା ଜଡ଼ିତ ହୋଇ ରହିଛି ଏହା ବ୍ୟତୀତ ଏହା ଉପରେ ଅନେକ ଲୋକ ଅନେକ କଥା କହି ଥାଆନ୍ତି।ତେବେ ଏହି ପାହାଚ ସହିତ ଅନେକ ରହସ୍ୟ ଜଡ଼ିତ ହୋଇ ରହିଛି।ଆମେ ବର୍ତ୍ତମାନ ଏହା ସମ୍ପର୍କରେ ସେହିପରି କିଛି କଥା ସମ୍ପର୍କରେ ଆଲୋଚନା କରିବା।ତେବେ ଏପରି କୁହା ଯାଇଥାଏ କି
ଏହା ଯେ କୌଣସି ଲୋକଙ୍କର ସମସ୍ତ ପାପକୁ କ୍ଷୟ କରି ଦେଇ ଥାଏ।ଏହା ଲୋକ ମାନଙ୍କୁ ମୁକ୍ତି ପ୍ରଦାନ କରି ଥାଏ।ତେବେ ଏହି ପାହାଚରେ ଏକ କଳା ରଙ୍ଗର ପଥର ରହିଛି।ଯାହା ସମ୍ପର୍କରେ ଅନେକ ଲୋକ ଅନେକ କଥା କହିଥାନ୍ତି।ତେବେ ଏହି ପାହାଚ ସମ୍ପର୍କରେ କିଛି ଲୋକଙ୍କର ଭିନ୍ନ ଭିନ୍ନ ମତ ରହି ଥାଏ।
ତେବେ ଆମେ ବର୍ତ୍ତମାନ ଏହି ପାହାଚ ସମ୍ପର୍କରେ କିଛି କଥା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ଅନେକ ଭାବରେ ଆଶ୍ଚର୍ଯ୍ୟ ପ୍ରକାଶ କରିବେ।ତେବେ ଅନେକ ଲୋକ କହି ଥାଆନ୍ତି କି ଏହି ପାହାଚକୁ ଯମ ଶିଳା ବୋଲି କୁହାଯାଇଥାଏ।ଏହା ବ୍ୟତୀତ ଏହି ପାହାଚ ପାଖକୁ ସ୍ଵୟଂ ଯମ
ମଧ୍ୟ ଆସିବାକୁ ଭୟ କରି ଥାଆନ୍ତି ବୋଲି ଲୋକ ମାନେ କହି ଥାଆନ୍ତି।ଏହା ବ୍ୟତୀତ ଏହି ପାହାଚ ସହିତ ଅନେକ କଥା ଜଡ଼ିତ ହୋଇ ରହିଛି ତେବେ କିଛି ଲୋକଙ୍କର କହିବା ଅନୁସାରେ ଏହି ପାହାଚ ଲୋକଙ୍କର ସମସ୍ତ ପାପ କ୍ଷୟ କରିବା ସହିତ ସମସ୍ତଙ୍କର ସମସ୍ତ ଅସୁବିଧା ହରଣ କରିଥାଏ।
ତେବେ କିଛି ଲୋକ ମାନଙ୍କର କହିବା ଅନୁସାରେ ଯଦି ଆପଣ ଏହି ପାହାଚ ଉପରେ କିଛି ସମୟ ଛିଡା ହୋଇ ରହିବେ ତେବେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ ଏହା ବ୍ୟତୀତ ଆପଣଙ୍କ ଜୀବନରେ ଯଦି କୌଣସି ବିଶେଷ ସମସ୍ୟା ଅନେକ ଦିନ ଧରି ଚାଲିଛି ତେବେ
ଏହି ସମସ୍ୟା ମଧ୍ୟ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇ ଯିବ ବୋଲି ଅନୁମାନ କରା ଯାଇଛି।ଥରେ ଜଣେ ବ୍ୟକ୍ତି ନିଜର ଖରାପ କାମ କାରଣରୁ ଅନେକ ରୋଗରେ ପୀଡିତ ହୋଇ ରହି ଥିଲା।ତେବେ ସେ ଆସି ସେହି ପାହାଚ ଉପରେ ଛିଡା ହୋଇ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ନିଜର
ଭୁଲକୁ କ୍ଷମା କରିବା ପାଇଁ ହାତ ଯୋଡ଼ି ରହି ଥିଲା।ତେବେ ଅଚାନକ ଭାବରେ ତାଙ୍କର ଶରୀରର ସମସ୍ତ ରୋଗ ଭଲ ହୋଇ ଯାଇ ଥିଲା।ଏହିପରି ଭାବରେ ଏହି ପଥର ସହିତ ଅନେକ କଥା ଜଡ଼ିତ ହୋଇ ରହିଛି ବୋଲି ଅନେକ ଲୋକ କହି ଥାଆନ୍ତି।