ପଛକୁ ଘୁଞ୍ଚଛନ୍ତି ଅନୁଭବ,ଏବେ ଆଗେଇଛନ୍ତି Barsa,ନରମିଲେ କି ଅନୁଭବ ଆଉ ଆଗାମୀ ଦିନ ରେ ଯାହା ହେବ ସେଇଥି ପାଇଁ ଯିଏ ଦାୟୀ ହେବ….ଦେଖନ୍ତୁ Video

ଅନୁଭବ ବାରମ୍ବାର ଚେଷ୍ଟା କରୁଛନ୍ତି କି ତାଙ୍କ କେସ ସରି ଯାଉ।କାରଣ ଆପଣ କେସକୁ ଯେତେ ଟାଣିବେ ତାହା ଅଧିକ ବଢିବ।ସମାଧାନ ହେବ ନାହିଁ।ଅନୁଭବ ସିଧା କହି ଦେଇଛନ୍ତି କି ତାଙ୍କର ଛାଡପତ୍ର ଦରକାର।ସେ ଆଉ ରହିବା ପାଇଁ ଚାହୁଁ ନାହାନ୍ତି। ଯେବେଠୁ ତାଙ୍କର ଛାଡପତ୍ର ଫାଇଲ ହେଲାଣି ବର୍ଷା ବହୁତ ଆଗକୁ ଆସିଛନ୍ତି।ବର୍ଷା ବହୁତ ହିଟ ହେଉଛନ୍ତି।କିନ୍ତୁ ଅନୁଭବ ପଛକୁ ପଛ ପଳେଇ ଯାଉଛନ୍ତି।ଅନୁଭବ ନିଜକୁ ମାନସିକ ଭାବେ ଅସ୍ଥିର ହେବା ଆରମ୍ଭ କରି ଦେଲେନି।

ଦେଖିବାକୁ ଗଲେ ବର୍ଷାଙ୍କ ମାନସିକ ଅବସ୍ଥା ବହୁତ ଭଲ ଅଛି।ଯଦି ଆପଣଙ୍କୁ ସ୍ବାମୀ ରଖିବାକୁ ଚାହୁଁନି ସ୍ବାମୀ ଆପଣଙ୍କୁ ଅତ୍ୟାଚାର କରୁଛନ୍ତି ତେବେ ଆପଣ ସେଠୀ କାହିଁକି ରହିବା ପାଇଁ ଚାହୁଁଛନ୍ତି।ଗୋଟିଏ ଫ୍ୟାମିଲି କୋର୍ଟର ଏହା ଗୋଟିଏ ପ୍ରଥମ ପ୍ରଶ୍ନ ରହିବ।ବର୍ଷାଙ୍କ କେଶରେ ଏ ସବୁ ଜିନିଷ ଦେଖା ଯାଉ ନାହିଁ।

ତାଙ୍କୁ ମାରୁଛନ୍ତି ବୋଲି ସେ କେଶ କରିଥିଲେ।ଏହା ଏକ ଘରୋଇ ର ଅଭିଯୋଗ। ଆଇନଗତ ଦୃଷ୍ଟିରୁ ଦେଖିବାକୁ ଗଲେ ଏହାର ତିନୋଟି କାରଣ ଅଛି।ଗୋଟିଏ ସାମାଜିକ କାରଣ,ଗୋଟିଏ ଆଇନ ଦୃଷ୍ଟିରୁ ଆଉ ଗୋଟିଏ ଲୋକ ମାନଙ୍କର କାରଣ ସେମାନେ ହେଲେ ସେଲିବ୍ରିଟି।ଯଦି ସବୁ ଆମେ ମିଶେଇକି

ଦେଖିବା କୋଉଠି ନା କୋଉଠି ସବୁ ମିଶେଇ ଗୋଲେଇ ହୋଇ ଯାଉଛି।ଗୋଟିଏ ପାରିବାରିକ କେଶ ଆଜି ସରିବ କି କାଲି ସରିବ ତାର କିଛି ସମୟ ସୀମା ନାହିଁ।ଏହି କେଶରେ ଦେଖିବାକୁ ହେଲେ ପ୍ରଥମ ଦିନରୁ ସେ ଛାଡପତ୍ର ଫାଇଲ କରିଥିଲେ।ଆଉ ସେ କହିଛନ୍ତି କି ବାହାଘର ପରେ ଯେଉଁ ଅଧିକାର ଥାଏ

ସ୍ୱାମୀର ତାଙ୍କୁ ତାହା ମିଳିନି।ଯାହା ସେ ପିଟିସନରେ କହିଛନ୍ତି।ତାଙ୍କର ଯାହା କେସ ଥିଲା ସେ ସେମିତି ଅଛନ୍ତି।କିନ୍ତୁ ବର୍ଷା କହିଥିଲେ କି ମୁଁ ମୋ ସ୍ବାମୀଙ୍କ ସହ ରହିବା ପାଇଁ ଚାହୁଁଛି ଏହା ସେ କହିଥିଲେ।କିନ୍ତୁ ଆଜି ଯଦି ଆପଣ ଦେଖିବେ କେଶର ପୁରା ଦିଗ ବଦଳି ଯାଇଛି।ସେ ତାଙ୍କୁ ମାନସିକ ଭାବେ ବହୁତ ହଇରାଣ କରୁଛନ୍ତି।

ଏହା ସହିତ ଘରୋଇ ମାମଲା ରୁଜୁ ମଧ୍ୟ କଲେ।ଗୋଟିଏ ପୁଅ ପାଇଁ ସହଜ ହୋଇଯିବ କି ସେ କହିବ କି ତାର ଆଉ କାହା ସହିତ ସମ୍ପର୍କ ଅଛି।ସେ ରହିବାକୁ ଚାହୁଁଛନ୍ତି।ଆମେ ସମସ୍ତେ ଆଇନକୁ ନେଇ ଚାଲିଛନ୍ତି।ଆଉ ମୁଁ ମନ ଗଢା କଥା କେବେ ବି କହେ ନାହିଁ।ମୁଁ ଏହା ଆଇନକୁ ଆଧାର କରି କହୁଛି।

କି ମୁଁ କାହା ମନକୁ ମ୍ୟାଚ କରିବା ଭଳି କଥା ମଧ୍ୟ କୁହେ ନାହିଁ।ଯେତେବେଳେ ଆପଣ ଗୋଟିଏ ହିନ୍ଦୁ ଆଇନ ଅନୁସାରେ ବାହାଘର କରି ଛାଡପତ୍ର ପାଇଁ କେସ କରୁଛନ୍ତି ଏହା କୋର୍ଟର ଏକ ଦାୟିତ୍ଵ ଯେ ସେ କିପରି ଏହାକୁ ଭଲ ଭାବେ ସମାଧାନ କରିବ।

Leave a Reply

Your email address will not be published. Required fields are marked *