
Turn around ହେଇପାରେ ସୁମିତ ତପସ୍ୱିନୀ ମାମଲା,କାହାକୁ ମିଳିବ ନ୍ୟାୟ ତପସ୍ୱିନୀ ନା ସୁମିତଙ୍କ ପରିବାରକୁ…ଦେଖନ୍ତୁ Video
ତପସ୍ୱିନୀ ଓ ସୁମିତଙ୍କ ବିବାଦ ମାମଲାରେ ଆସିପାରେ ନୂଆ ମୋଡ଼।ଆଗାମୀ ୮ ତାରିଖରେ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର। ଗ୍ରିଲ ଭାଙ୍ଗି ଗୃହ ପ୍ରବେଶ କରିଥିବା ଘଟଣା ଉପରେ କୋର୍ଟ ନେବେ କି ଆକ୍ସନ।ଏହା ଜନ ଆକ୍ରୋଶ ଥିଲା ନା …
Read More