ତୃତୀୟ ବିଶ୍ଵ – ବହୁତ ବଡ଼ ଭୟଙ୍କର ହେବ।।୨୦୨୪ ମସିହାରେ ଭାରତ ଉପରକୁ ଆସିବା ସମସ୍ୟା। କଳିଯୁଗରେ ସ୍ଵୟଂ ଜଗନ୍ନାଥ କଳ୍କୀ ରୂପରେ ଆବିର୍ଭାବ ହେବେ।ଏହି ବହିର ନାମ ହେଉଛି ମାଳିକା ସିଦ୍ଧ ଉତ୍କଳ ଅନନ୍ତ ପ୍ରକାଶ।ଏହାର ଲେଖକ ହେଉଛନ୍ତି ଶ୍ରୀ ପ୍ରଦୀପ କୁମାର ପାଣି।ଆମେ ଆଗରୁ ନନାଙ୍କ ସହ କଥା ହୋଇଥିଲେ।ଯାହା ସବୁ ନନା କହିଥିଲେ ସେ ସବୁ ସତ ହୋଇଛି।କଣ ଆଗକୁ ଘଟିବାକୁ ଯାଉଛି।
ନନାଙ୍କ ଗବେଷଣା ଓ ମାଳିକା ଗଣନା କଣ କହୁଛି। ଏ ପୁସ୍ତକର ୨୨୦ ନମ୍ବର ପୃଷ୍ଠାକୁ ଆସିବା।ଏ ଅଧ୍ୟାୟରେ କଣ ସବୁ ଘଟିବ। ଭବିଷ୍ୟତରେ କଣ ସବୁ ସମସ୍ୟା ଆସିବ ସେ ବିଷୟରେ ସବୁ ଲେଖା ଯାଇଛି।୨୦୦୦ ମସିହା ପାଖକୁ ୨୦୨୧ ଯାଏ ଲେଖା ଯାଇଥିବା ସମସ୍ୟା ଗୁଡ଼ିକ ପ୍ରାୟ ଘଟି ସାରିଛି।
ବର୍ତମାନ ୨୦୨୧ରୁ ୨୦୨୯ ମଧ୍ୟରେ କଣ ସବୁ ସମସ୍ୟା ମାନ ଘଟିବ। କଳିର ମୀମାଂସା ୩୦ରେ ସରିବ।ତେଣୁ ସେହି ୨୧ରୁ ୨୯ ମଧ୍ୟରେ ସବୁ ସମସ୍ୟା ଗୁଡ଼ିକ ଲେଖା ଅଛି।ଏ ଯାହା ଲେଖା ଯାଇଛି ଏହାର ଗୋଟିଏ ବଡ଼ ଅଧ୍ୟାୟ ହେଲା ଯୁ-ଦ୍ଧ।ଅନ୍ୟ ମାନଙ୍କ ମାଳିକାରେ ଯାହା ଅଛି ସେଥିରୁ କିଛି ଏହା ମଧ୍ୟରେ ବର୍ଣ୍ଣିତ ହୋଇଛି।
ବହୁତ ନ ଘଟିଥିବା ଜିନିଷ ଯେମିତି କି ନନ୍ଦିଘୋଷ ଯାତ୍ରା ବନ୍ଦ ହେବ।ଗୋଟିଏ ଥିଲା ନନ୍ଦିଘୋଷ ଯାତ୍ରା ହେବ କିନ୍ତୁ ଲୋକ ହେବେ ନାହିଁ।ତାହା ହୋଇଗଲା କୋରୋନା ସମୟରେ।ଯେତେବେଳେ ହରିହରପୁରରେ ମହାପ୍ରଭୁ ଜନ୍ମ ହେବେ। ପତିତପାବନ ଯାତ୍ରା ସେଠୀ ହେବ।ଏହା ପରେ ନୀଳାଚଳ ଯାତ୍ରା ହେବ।
କେହି ଦର୍ଶକ ଗଲେ ନାହିଁ କୋରୋନାରେ।ଯାତ୍ରା ପଡିଆ ହେଲା।ଠାକୁର ପୂଜା ପାଇଲେ।ଏହା ସହ ଋଷିଆ ଯୁ-ଦ୍ଧ ବିଷୟରେ ମଧ୍ୟ ବର୍ଣ୍ଣନା ହୋଇଛି। କଣ ପାଇଁ ସେ ଆମକୁ ସହର୍ୟ କରୁଛି।କାରଣ ସେ ଆମ ଦେଶର ବଂଶଧର।ଧର ମାର୍ଚ୍ଚ ୧୪ରୁ ଏପ୍ରିଲ ୧୪ ମଧ୍ୟରେ ମୀନ ମାସ ଓ ଚୈତ୍ର ମାସ ପଡେ। କଳିଯୁଗରେ ସ୍ଵୟଂ ଜଗନ୍ନାଥ ଏହି ଠାରୁ କଳ୍କୀ ରୂପରେ ଆବିର୍ଭାବ ହେବେ।
ଏ କ୍ଷେତ୍ରରେ ମହିମା ଚାରି ଆଡେ଼ ବିଖ୍ୟାତ।ପୁରା ବିଶ୍ୱରେ ଶ୍ରୀଜଗନ୍ନାଥ କ୍ଷେତ୍ର ବିଖ୍ୟାତ।ଅନେକ ଦେଶରେ ଜଗନ୍ନାଥ ପୂଜା ହେଉଛନ୍ତି। ୧୧୧ଟି ଦେଶରେ ରଥ ଯାତ୍ରା ହୁଏ।ଏହା ସହ ଲେଖା ଅଛି କି ୧୧୧ଟି ଦେଶ ମାଲିକାକୁ ମାନିବେ।ଏହା ସହ ଲେଖା ହୋଇଛି ଜଗନ୍ନାଥ ସ୍ଵୟଂ କଳ୍କୀ ରୂପ ଧାରଣ କରିବେ।ଲେଖା ଅଛି ଯେ ୫ ଖଉଣି ସେନା ଚୀନ କ୍ଷେତ୍ରରୁ ଆସିବେ।ଖଉଣୀ କେତେ ଆମେ ବି ଜାଣି ନାହୁଁ।ଏହା ପୁରୁଣା ହିସାବ।ଏବେ ଯେଉଁ ପରିସ୍ଥିତି ଅଛି ତାହା କିଛି ଦିନ ମଧ୍ୟରେ ଯୁ-ଦ୍ଧ ହୋଇଯିବ।ଏମିତି ୨୦୨୪ ମସିହା ପାଖରୁ ଆରମ୍ଭ ହେବ।