ମକର (Makara) ସଂକ୍ରାନ୍ତି ଦିନ ଜାଣିରଖନ୍ତୁ ଏହି ୧ ଜିନିଷ ଖାନ୍ତୁ ଧନର ବର୍ଷା ହେବ,ଏହି ଜିନିଷ ଦାନ କରନ୍ତୁ,ଜୀବନରେ ବଡ ଖୁସି ଖବର ମିଳିବ..

Spread the love

ମକର ସଂକ୍ରାନ୍ତିରେ ଘରକୁ ଝାଡ଼ୁ ଆଣିବା ବହୁତ ଶୁଭ ହୋଇଥାଏ।ଏହି ଦିନ ମୟୂର ପଂଖ ଘରକୁ ଆଣିବା ମଧ୍ୟ ଶୁଭ ହୋଇଥାଏ। ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଏହି ଦିନ ଘରେ ମିଠା ଜାତୀୟ ଖାଦ୍ୟ ପ୍ରସ୍ତୁତ କରନ୍ତୁ ଓ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ।ମକର ସଂକ୍ରାନ୍ତି ଦିନ ରାଶି ଓ ଗୁଡ଼ର ଲଡ଼ୁ ବନା ଯାଇଥାଏ

ତାକୁ ଭୋଗ ଲଗାଇ ସମ୍ପର୍କୀୟ ମାନଙ୍କ ଭିତରେ ବଣ୍ଟା ଯାଇଥାଏ।ଆପଣଙ୍କ ଚାକିରି, ବ୍ୟବସାୟ ମାନଙ୍କରେ ଯଦି ଉନ୍ନତି ଆସୁନାହିଁ ତେବେ ଏହି ସବୁ ଉପାୟ ଦ୍ଵାରା ତାହା ସମାଧାନ ହେବ।ମକର ସଂକ୍ରାନ୍ତି ଦିନ ଚାଉଳ ଓ ବିରି ଡାଲିର ଖିଚିଡି ବନା ଯାଇଥାଏ। ଏହି ଦିନ ଖିଚିଡି ଦାନ କରିବା ମଧ୍ୟ ଶୁଭ ହୋଇଥାଏ।

ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପାଖରେ ଏହାକୁ ଭୋଗ ଲଗାନ୍ତୁ ଓ ଗରିବ ମାନଙ୍କୁ ଭୋଗ ଦିଅନ୍ତୁ।ମକର ସଂକ୍ରାନ୍ତି ଦିନ ଖିଚିଡି ସେବନ କରିବା ଅତ୍ୟନ୍ତ ଶୁଭ ଓ ଫଳଦାୟକ ହୋଇଥାଏ। ମକର ସଂକ୍ରାନ୍ତି ଦିନ ଖିଚିଡି ସେବନ ଓ ଦାନ ଦ୍ଵାରା ସୂର୍ଯ୍ୟ ଦେବତା ବି ପ୍ରସନ୍ନ ହୋଇ ଥାଆନ୍ତି। ଯଦି ପରିବାରର କୌଣସି

ସଦସ୍ୟ ଲମ୍ବା ସମୟ ଠାରୁ ବେମାର ହୋଇ ପଡ଼ିଛନ୍ତି ତେବେ ମକର ସଂକ୍ରାନ୍ତି ଦିନ ଏହି ଫଳ ପ୍ରସାଦ ଖାଇବା ପାଇଁ ଦିଅନ୍ତୁ।ମକର ସଂକ୍ରାନ୍ତି ଦିନ ଆପଣ ମାନଙ୍କୁ ଲୁଣ ନିହାତି ଭାବରେ ଖାଇବା ପାଇଁ ପଡିବ। ଏହା ଦ୍ଵାରା ମାଆ ଲକ୍ଷ୍ମୀଙ୍କ କୃପା ସର୍ବଦା ବନି ରହିବ ଓ ଘରେ ଧନର ଅଭାବ କେବେ ହେବ ନାହିଁ।

ଚାକିରି ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ।ବେଲ ,ଚଣା ସେବନ କରନ୍ତୁ ଓ ଦାନ ମଧ୍ୟ କରନ୍ତୁ। ଏହି ଦିନ ଘରର ମୂଖ୍ୟ ଦ୍ଵାର ଆଗରେ ଦୀପ ଜଳାନ୍ତୁ। ମହିଳା ମାନଙ୍କୁ ମକର ସଂକ୍ରାନ୍ତି ଦିନ କେସ ନ ଧୋଇବା ଉଚିତ। ଏହି ଦିନ ଦାନ ପୁଣ୍ୟ ନିହାତି କରିବା ଉଚିତ। ଭଗବାନଙ୍କ ନାମ ଜପ କରନ୍ତୁ, ସତ କର୍ମ କରନ୍ତୁ , ଜୟ ଲକ୍ଷ୍ମୀ ନାରାୟଣ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *