ଗଞ୍ଜାମ ଜିଲ୍ଲାର ମହାଲକ୍ଷ୍ମୀ ପିଢ଼ା ହୋଟେଲ ଏକ ବହୁତ ଭଲ ଓ ପ୍ରସିଦ୍ଧ ହୋଟେଲ ଅଟେ।ଏହା ସହିତ ଏଠାକାର ଖାଦ୍ୟ ମଧ୍ୟ ଅନେକ ଭାବରେ ପ୍ରସିଦ୍ଧ ଅଟେ।ତେବେ ଆମେ ବର୍ତ୍ତମାନ ସେହି ହୋଟେଲ ସମ୍ପର୍କରେ ଆଲୋଚନା କରିବା।ଏହା ସହିତ ଏଠାରେ ଯେଉଁ ଖାଦ୍ୟ ପ୍ରସ୍ତୁତ କରା ଯାଇଥାଏ ଏହା ଉପରେ ମଧ୍ୟ ଆଲୋଚନା କରିବା।ତେବେ ଏପରି କୁହା ଯାଇଥାଏ କି ଏଠାରେ ଖାଦ୍ୟ ବହୁତ ଭଲ ପ୍ରସ୍ତୁତ କରା ଯାଇଥାଏ।
ଏହା ସହିତ ଏଠାରେ ଯେଉଁ ଖାଦ୍ୟ ପ୍ରସ୍ତୁତ କରା ଯାଇଥାଏ ଏହା ସମ୍ପୂର୍ଣ୍ଣ ଭାବରେ ଘରୋଇ ସ୍ଵାଦ ଦେଇଥାଏ।ଏହା ସହିତ ବିଶେଷ ଭାବରେ ଏଠାରେ ଖାଦ୍ୟ ଖାଇବା ପାଇଁ ଅନେକ ଦୂରରୁ ଲୋକମାନେ ମଧ୍ୟ ଏଠାକୁ ଆସି ଥାଆନ୍ତି।ଏହା ସହିତ ଏଠାରେ ସବୁ ସମୟରେ ଭିଡ଼ ଦେଖିବାକୁ ମିଳିଥାଏ।
ତେବେ ଏଠାରେ ଖାଦ୍ୟ ଖାଇବା ପରେ ଅନେକ ଲୋକ ଏଠାରେ ଖାଦ୍ୟର ପ୍ରଶଂସା ମଧ୍ୟ କରି ଥାଆନ୍ତି।ତେବେ ଏଠାରେ ବହୁତ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ।ଏହା ସହିତ ଏଠାକୁ ଖାଦ୍ୟ ଖାଇବା ପାଇଁ ବିଶେଷ ଭାବରେ ଅନେକ ଦୂରରୁ ଲୋକମାନେ ଆସି ଥାଆନ୍ତି।ତେବେ ଏଠାରେ ଖାଦ୍ୟ ଖାଇବା ପରେ ସହଜରେ କେହି ଏହି ଖାଦ୍ୟକୁ ଭୁଲି ପାରନ୍ତି ନାହିଁ
ତେବେ ବିଶେଷ ଭାବରେ ଏଠାରେ ମଟନ ସବୁଠାରୁ ଅଧିକ ସ୍ଵାଦିଷ୍ଟ ହୋଇଥାଏ।ଏହା ସହିତ ଏପରି ମଧ୍ୟ କୁହା ଯାଇଥାଏ କି ଏଠାରେ ଥରେ ଯିଏ ଖାଦ୍ୟ ଖାଇ ଥାଏ ତେବେ ସେ ବାରମ୍ବାର ଏଠାକୁ ଖାଦ୍ୟ ଖାଇବା ପାଇଁ ଆସି ଥାଆନ୍ତି।ତେବେ ଏଠାରେ ଖାଦ୍ୟ ମୁଖ୍ୟ ଭାବରେ ଚୁଲିରେ ପ୍ରସ୍ତୁତ ଜରା ଯାଇଥାଏ।
ଯାହା ଫଳରେ ଏଠାରେ ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ଘରୋଇ ଲାଗି ଥାଏ।ତେବେ ଏଠାରେ ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ଘରୋଇ ସ୍ଵାଦ ଦେବା କାରଣରୁ ଏଠାକୁ ଅନେକ ଲୋକ ଖାଦ୍ୟ ଖାଇବା ପାଇଁ ଆସିଥାନ୍ତି।ଏହା ସହିତ ବିଶେଷ ଭାବରେ ଏଠାରେ ମଟନ ସମ୍ପୂର୍ଣ୍ଣ ଭାବରେ ପିତଳ ହାଣ୍ଡିରେ ପ୍ରସ୍ତୁତ କରା ଯାଇଥାଏ ଯାହା ଫଳରେ ଏହା ଅଧିକ ସ୍ଵାଦିଷ୍ଟ ଲାଗିଥାଏ।
ଏହା ସହିତ ଏଠାରେ ଖାଦ୍ୟ ଖାଇବା ପରେ ସହଜରେ କେହି ମଧ୍ୟ ଏହି ଖାଦ୍ୟକୁ ଭୁଲି ପାରିବେ ନାହିଁ ବୋଲି ସେହି ହୋଟେଲ ମାଲିକ କହି ଥାଆନ୍ତି।ଏହା ସହିତ ଏଠାରେ ମଧ୍ୟ ବହୁତ କମ ଦରରେ ଖାଦ୍ୟ ଖାଇବାକୁ ମିଳିଥାଏ।ତେବେ ଏହା ଭଞ୍ଜନଗର ଠାରେ ଅବସ୍ତିତ ଅଟେ।ଏହା ସହିତ ଆପଣ ମଧ୍ୟ ସେଠାରେ ଥରେ ଖାଦ୍ୟ ଖାଇବା ପରେ ସହଜରେ ଏହାକୁ ଭୁଲି ପାରିବେ ନାହିଁ।
ଏହା ସହିତ ସେଠାରେ ଖାଦ୍ୟ ଖାଇବା ପାଇଁ ଅନେକ ଲୋକ ମଧ୍ୟ ଅନେକ ଦୂରରୁ ଆସି ଥାଆନ୍ତି।ଏହା ସହିତ ବିଶେଷ ଭାବରେ ଏଠାକୁ ଛାତ୍ରଛାତ୍ରୀ ମଧ୍ୟ ଅନେକ ଆସି ଥାଆନ୍ତି ବୋଲି ହୋଟେଲ ମାଲିକ କହି ଥାଆନ୍ତି।ଏହା ସହିତ ଏହାର ଖାଦ୍ୟ ମଧ୍ୟ ଅନେକ ଲୋକଙ୍କ ପ୍ରିୟ ଅଟେ।ଯାହା ଫଳରେ ସେଠାରେ ବର୍ଷର ସବୁ ସମୟରେ ଭିଡ଼ ଦେଖିବାକୁ ମିଳିଥାଏ।