ଆସିଲା ବଡ ଖୁସି ର ଖବର,ରୁପା ପିଣ୍ଟୁଙ୍କ କରିବେ କି ଓଡ଼ିଆ ସିରିଏଲ ବା Telifilm ଏହାକୁ ନେଇ ପ୍ରଥମଥର ଆସିଲା ଏହି ବଡ ଖବର…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ପ୍ରସିଦ୍ଧ ୟୁଟ୍ୟୁବର ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସଙ୍କ ବିଷୟରେ ତ ନିହାତି ଭାବରେ ଜାଣିଥିବେ।ତେବେ ସେ ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଅନେକ ପ୍ରସିଦ୍ଧ ହୋଇଛନ୍ତି ଏବଂ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛନ୍ତି।

ପ୍ରଥମରୁ ପିଣ୍ଟୁ ଟିକଟକରେ ଭିଡିଓ ଅପଲୋଡ଼ କରୁଥିଲେ ଏହା ସେତେବେଳେ ଦର୍ଶକ ମାନଙ୍କୁ ଅନେକ ପସନ୍ଦ ଆସୁଥିଲା ଏବଂ ଏହି ସବୁ ଭିଡିଓ ଦ୍ୱାରା ସେ ଅନେକ ପ୍ରସିଦ୍ଧି ଲାଭ କରିପାରିଥିଲେ।ତେବେ ଏହାପରେ ସେ ନିଜର ୟୁଟ୍ୟୁବ ଚ୍ୟାନେଲ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଆରମ୍ଭ କରିଥିଲେ ଏବଂ ସେଥିରେ ସେ ପ୍ରତିଦିନ ସେହି ଚ୍ୟାନେଲରେ ଭିଡିଓ ଅପଲୋଡ଼ କରୁଥିଲେ।

ଏହାପରେ ତାଙ୍କର ସେହି ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଧୀରେ ଧୀରେ ବହୁତ ପପୁଲାର ହୋଇପାରିଥିଲା।ଏହାର କାରଣରୁ ତାଙ୍କୁ ଅନେକ ଲୋକ ଜାଣିଥିଲେ ଏବଂ ସପୋର୍ଟ କରୁଥିଲେ।ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ପ୍ରତି ଦିନର ଜୀବନଶୈଳୀ ବିଷୟରେ ପୋଷ୍ଟ କରନ୍ତି।ଏହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ।

ତେବେ ଆପଣମାନେ ସିରିଏଲ ତ ନିଶ୍ଚୟ ଭାବରେ ଦେଖୁଥିବେ ଏବଂ ଏହା ମଧ୍ୟ ଆପଣଙ୍କୁ ପସନ୍ଦ ଆସୁଥିବ।ତେବେ ଜି ସାର୍ଥକରେ ପ୍ରସାରିତ ହେଉଥିବା ପରି ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ।ତେବେ ସେହି ସିରିଏଲ ଯେତେବେଳେ ଚାଲୁଥିଲା ସେହି ସମୟରେ ପରି ଏବଂ ଆକାଶଙ୍କ ଯୋଡି ଆପଣ ମାନଙ୍କୁ ଖୁବ ପସନ୍ଦ ଆସିଥିଲା।

ତେବେ ଗତ କାଲି ରୁପା ପିଣ୍ଟୁଙ୍କ ବ୍ଲଗରେ ଆପଣମାନେ ଦେଖିଥିବେ ଯେ ପରୀ ସିରିଏଲର ଯିଏ ସବୁଠାରୁ ମେନ ଆକ୍ଟର ଅର୍ଥ ଆକାଶ ସେ ରୁପା ପିଣ୍ଟୁଙ୍କ ଗାଁକୁ ଯାତ୍ରା କରିବାକୁ ଆସିଥିଲେ।ରୁପା ପିଣ୍ଟୁ ତାଙ୍କର ପରିବାର ଲୋକ ମାନଙ୍କ ସହିତ ଆକାଶଙ୍କ ଅଭିନୟକୁ ଦେଖିବାକୁ ଯାଇଥିଲେ।ଯାତ୍ରା ସରିବା ପରେ ରୁପା ପିଣ୍ଟୁ ଆକାଶଙ୍କୁ ତାଙ୍କ ଘରକୁ ଡାକିଥିଲେ

ଏବଂ ରୁପା ପିଣ୍ଟୁ ତାଙ୍କ ସହିତ କିଛି ଫଟୋ ଉଠାଇଥିଲେ ଏବଂ ତାଙ୍କ ସହିତ କିଛି ଆଲୋଚନା ମଧ୍ୟ କରିଥିଲେ।ତେବେ ଆପଣଙ୍କୁ କଣ ଲାଗୁଛି ଯେ ରୁପା ପିଣ୍ଟୁ ଆକାଶଙ୍କ ସହିତ ସିରିଏଲ କରିବା ଉଚିତ କିମ୍ବା ନୁହଁ।

Leave a Reply

Your email address will not be published. Required fields are marked *